ଜାତୀୟ

ନୂଆ ରୂପରେ ଫେରିବ ଆମ୍ବାସଡର କାର

ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା । ଏବେ କୋଲକାତାରେ କମ୍ ପରିମାଣରେ ଆମ୍ବାସଡର କାରକୁ ଟ୍ୟାକ୍ସି ରୂପେ ବ୍ୟବହାର କରାଯାଉଥିବା…

ଝାଡ଼ଖଣ୍ଡରେ କଂଗ୍ରେସକୁ ମିଳିବ ଗୋଟିଏ ରାଜ୍ୟ ସଭା ଆସନ

ନୂଆଦିଲ୍ଲୀ,୨୯ ।୫: ସାରା ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରାଯାଉଛି । ଏହାକୁ ନେଇ ପ୍ରାୟ ସମସ୍ତ ବଡ ବଡ ରାଜନୌତିକ ଦଳ ନିଜ ଭିତରେ କଥାବାର୍ତ୍ତା ଜାରି ରଖିଛନ୍ତି । ଏହାରି ଭିତରେ ସୂଚନା…

ରାଷ୍ଟ୍ରପତିଙ୍କ ଉଜ୍ଜୟିନୀ ଗସ୍ତକୁ ନେଇ ୧୭୦୦ ପୋଲିସଙ୍କୁ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ,୨୯ ।୫: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୯ ମେ’ ଅର୍ଥାତ୍ ରବିବାର ଉଜ୍ଜୟିନୀ ଗସ୍ତ କରୁଛନ୍ତି । ସେଠାରେ ସେ ମହାକାଳେଶ୍ୱରଙ୍କ ଦର୍ଶନ କରିବେ । କାଳିଦାସ ଏକାଡେମୀର ସ୍କୁଲରେ ଆୟୋଜିତ ଆୟୁର୍ବେଦର ମହାଅଧିବେଶନରେ ସାମିଲ ହେବେ । ତାଙ୍କ ଅଗାମନକୁ…

ପୋଲିସ ଷ୍ଟେଶନ ସିସିଟିଭିରେ ଭିଡ଼ିଓ-ଅଡ଼ିଓ ଫୁଟେଜ ରହିବା ଜରୁରୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୨୮।୫ : ପୋଲିସ ଷ୍ଟେଶନରେ ଥିବା ସିସିଟିଭି କ୍ୟାମେରାରେ ଉଭୟ ଅଡିଓ ଏବଂ ଭିଡିଓ ଫୁଟେଜ ରହିବା ଜରୁରୀ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଠାରେ ଅଡିଓ ସିଷ୍ଟମ କାହିଁକି ସ୍ଥାପନ କରାଯାଇ ନାହିଁ ତାହାର…

ଅଫିସରେ ସକାଳ ୬ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ମହିଳା କର୍ମଚାରୀ କରିପାରିବେ କାମ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଲକ୍ଷ୍ନୌ, ୨୮।୫ : ମହିଳାଙ୍କ ସୁରକ୍ଷା ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, କୌଣସି ମହିଳାଙ୍କ ସହମତି ବିନା ତାଙ୍କୁ ସକାର ୬ ପୂର୍ବରୁ କିମ୍ବା ସନ୍ଧ୍ୟା ପରେ କାମ…

୨୦ ହଜାରରୁ ଅଧିକ ଭିଆଇପିଙ୍କ ସୁରକ୍ଷାରେ ୧୨ ହଜାର କୋଟି ଖର୍ଚ୍ଚ, ୬୦ ହଜାର ଯବାନ-୩୦ ହଜାର ଗାଡ଼ି ମୁତୟନ…

ନୂଆଦିଲ୍ଲୀ, ୨୮।୫ : ଦେଶରେ ଭିଆଇପି ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ମହଙ୍ଗା ପଡିଛି। କୋଡିଏ ହଜାରରୁ ଅଧିକ ବିଶେଷ ଏବଂ ଅତି ବିଶେଷ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ସଂଖ୍ୟକ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା କଭର ଠାରୁ…

ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୮।୫ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦ ବିରୋଧି ଅଭିଯାନ ଅପରେଶନ୍‌ ଅଲ୍‌ ଆଉଟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ…

ସିନ୍ଧୁ ଜଳ ଚୁକ୍ତି, ଭାରତ ଆସିବେ ପାକିସ୍ତାନ ପ୍ରତିନିଧି ଦଳ…

ନୂଆଦିଲ୍ଲୀ, ୨୮।୫ :ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ ଆଲୋଚନା କରିବେ। ଏହି ବୈଠକରେ ବନ୍ୟା…

ଏବେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥଳୀ ନେଇ ବିବାଦ, କିଷ୍କିନ୍ଧ୍ୟାରେ ହୋଇଥିଲା ଜନ୍ମ…

ନୂଆଦିଲ୍ଲୀ, ୨୮।୫ : ବାରାଣସୀରେ ଜ୍ଞାନବାପି ମସଜିଦକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଏକ ନୂଆ ବିବାଦ ଉପୁଜିଛି। କର୍ନାଟକର କିଷ୍କିନ୍ଧ୍ୟା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବୋଲି ମହନ୍ତ ଗୋବିନ୍ଦ ଦାସ ଦାବି କରିଛନ୍ତି।…

ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି ସରକାର, ରେଲଓ୍ବେରେ ୯୧ ହଜାର ପଦବୀ ଉଚ୍ଛେଦ ନେଇ ବର୍ଷିଲେ ରାହୁଲ…

ନୂଆଦିଲ୍ଲୀ, ୨୮।୫ : ରେଲଓ୍ବେର ୯୧ ହଜାରରୁ ଅଧିକ ପଦବୀକୁ ଉଚ୍ଛେଦ କରାଯିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ…

ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା…

ନୂଆଦିଲ୍ଲୀ, ୨୮।୫ : ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଟିକା ନେଇଥିବା ବୟସ୍କଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ମନ୍ତ୍ରୀ…

କେଜିଏଫ୍‌ ଦେଖି ଏକାଥରକେ ଟାଣିଦେଲେ ପୂରା ପ୍ୟାକେଟ୍‌ ସିଗାରେଟ୍‌, ହସ୍ପିଟାଲରେ ୧୫ ବର୍ଷର ନାବାଳକ

ହାଇଦ୍ରାବାଦ,୨୮।୫: କେଜିଏଫ୍‌ ରିଲିଜ ହେବାର ଅନେକ ଦିନ ବିତିଯାଇଥିଲେ ହେଁ ଆଜିଯାଏ ତାର କ୍ରେଜ କମିନାହିଁ। ହେଲେ ମନୋରଞ୍ଜନ ଲାଗି ଉଦ୍ଦିଷ୍ଟ ଫିଲ୍ମରୁ ସିଗାରେଟ୍‌ ଟାଣିବା କଳା ଶିଖିବା ଜଣେ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ରକି ଭାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?