ଜାତୀୟ

ଆଜି ଆସୁଛନ୍ତି ପୁଟିନ୍‌

ନୂଆଦିଲ୍ଲୀ, ୬ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସୋମବାର ଭାରତ ଆସିବେ। ୨୧ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ସେ ଯୋଗଦେବେ। ୨୦୧୯ ନଭେମ୍ବରରେ ବ୍ରିକ୍ସ ସମ୍ମିଳନୀ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କରି ପୁଟିନଙ୍କୁ ସାମ୍‌ନା ସାମ୍‌ନି ଭେଟିବେ।...

ମଥୁରାରେ କଡା ସୁରକ୍ଷା ବ୍ୟବସ୍ଥା: ସିସିଟିଭି, ଡ୍ରୋନ୍ ଦ୍ୱାରା ରଖାଯାଇଛି ନଜର

ମଥୁରା,୬ ।୧୨: ସୋମବାର ସକାଳୁ ମଥୁରାବାସୀଙ୍କ ନିଦ ଭାଙ୍ଗିବା ବେଳକୁ ସେମାନେ ତାଙ୍କ ସହରକୁ ଏକ କିଲା ଭାବେ ଦେଖିବାକୁ ପାଇଛନ୍ତି । ବିଶେଷକରି କୃଷ୍ଣ ଜନ୍ମଭୂମୀ ମନ୍ଦିର ନିକଟରେ ଥିବା ଲୋକେ କଡା ସୁରକ୍ଷା ବ୍ୟବସ୍ଥାକୁ ଆଖିଖୋଲି ଦେଖିଥିଲେ...

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ୍ ସଂକ୍ରମଣ, ଟିକାନେଇଥିବା ଲୋକେ ବି ହେଉଛନ୍ତି ସଂକ୍ରମିତ

ନୂଆଦିଲ୍ଲୀ,୬ ।୧୨: ବିଶ୍ୱର ପ୍ରାୟ ୩୮ଟି ଦେଶରେ ପହଞ୍ଚି ସାରିଥିବା କରୋନାର ଓମିକ୍ରନ୍ ଭାରିଏଣ୍ଟ ଭାରତରେ ବି ଦ୍ରୁତ ଗତିରେ ମାଡି ଚାଲିଛି । କାରଣ ଗତ ୪ ଦିନ ମଧ୍ୟରେ ଦେଶରେ ୨୧ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି ।...

ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ, କେବଳ ମୁଣ୍ଡବିନ୍ଧା, ଦେହ ଦରଜ

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହାକୁ ନେଇ...

ଶୀଘ୍ର ଶେଷ ହୋଇପାରେ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ,୬ ।୧୨: ବର୍ଷକରୁ ଊର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା କୃଷକ ଆନ୍ଦୋଳନ ଶୀଘ୍ର ଶେଷ ହୋଇପାରେ ବୋଲି ଅନୁମାନ କରାଯାଇଛି । ମୃତ କୃଷକଙ୍କ ପରିବାରକୁ ଅନୁକମ୍ପା ରାଶି ବ୍ୟତୀତ ଅନ୍ୟ ସମସ୍ତ ଦାବି ଧୀରେ ଧୀରେ ପୂରଣ...

‘ଫେବୃୟାରୀରେ ଶୀର୍ଷ ଛୁଇଁପାରେ ତୃତୀୟ ଲହର’

କାନପୁର,୬।୧୨: ଭାରତରେ କୋଭିଡ୍‌-୧୯ର ତୃତୀୟ ଲହର ଆସନ୍ତା ବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ ଶୀର୍ଷ ଛୁଇଁପାରେ ବୋଲି ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ବାଲ ଦାବି କରିଛନ୍ତି। ଭାରତରେ ମହାମାରୀ ସଂକ୍ରମଣର ଗାଣିତିକ ଆକଳନ ପାଇଁ ବ୍ୟବହାର କରାଯାଉଥିବା ସୂତ୍ର ମଡେଲ୍‌ର...

ବ୍ଲାଉଜ ପାଇଁ ମହିଳାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌,୬।୧୨: ବ୍ଲାଉଜ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ରବିବାର ଏଭଳି ଘଟଣା ଘଟିଛି ହାଇଦ୍ରାବାଦ୍‌ରେ। ମୃତକ ହେଲେ ୩୫ ବର୍ଷୀୟା ବିଜୟଲକ୍ଷ୍ମୀ। ତାଙ୍କ ସ୍ବାମୀ ଜଣେ ଦରଜି। ହେଲେ ତାଙ୍କ ପସନ୍ଦର ବ୍ଲାଉଜ...

ବିମାନବନ୍ଦରରେ ଜ୍ୟାକଲିନଙ୍କୁ ଅଟକାଇଲେ ଅଧିକାରୀ

ମୁମ୍ବାଇ,୫।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ରବିବାର ମୁମ୍ବାଇ ବିମାନ ବନ୍ଦରରେ ଇମିଗ୍ରେଶନ ଅଧିକାରୀ ରୋକି ଦେଇଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ପାଇଁ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ଏଣୁ ତାଙ୍କୁ ଭାରତ...

ବିହାରରେ ୫ ଆଫ୍ରିକା ଫେରନ୍ତା କୋଭିଡ୍‌ ସଂକ୍ରମିତ

ପାଟନା,୫।୧୨: ବିହାରର ଗୋପାଳଗଞ୍ଜ ଜିଲାରେ ରବିବାର ୫ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି। ସେମାନେ ଓମିକ୍ରନ୍‌ ସଂକ୍ରମିତ ଆଫ୍ରିକୀୟ ଦେଶରୁ ଆସିଛନ୍ତି। ନମୁନା ସଂଗ୍ରହ କରି ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। କିଛିଦିନ ତଳେ ଗୋପାଳଗଞ୍ଜରେ ପହଞ୍ଚି ଥିବା...

ଟଙ୍କା ସହ କ୍ୟାବିନେଟ୍‌ ସିଟ ଯାଚୁଛନ୍ତି ଭାଜପା ନେତା

ଚଣ୍ଡିଗଡ଼,୫।୧୨: ଆସନ୍ତା ବର୍ଷ ଆରମ୍ଭରୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୋତେ ଦଳରେ ସାମିଲ କରିବା ପାଇଁ ଜେଣ ଭାଜପା ନେତା ଟଙ୍କା ସହ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ଯାଚିଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ପଞ୍ଜାବର ଆମ ଆଦମୀ...

ମହାରାଷ୍ଟ୍ରରୁ ଏକାଥରକେ ଚିହ୍ନଟ ହେଲେ ୭ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ,୫।୧୨: ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ନାଟକ, ଗୁଜରାଟ ଓ ଦିଲ୍ଲୀ ପରେ ଏବେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି ମହାରାଷ୍ଟ୍ରରେ। ଏହି ରାଜ୍ୟରୁ ରବିବାର ଏକାଥରକେ ୭ ଜଣ ଓମିକ୍ରନ...

ରାଗିକି ସଂସଦ ଟିଭିରୁ ଇସ୍ତଫା ଦେଲେ ଶିବସେନା ଏମ୍‌ପି

ନୂଆଦିଲ୍ଲୀ,୫।୧୨: ଶିବସେନା ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିରୁ ଇସ୍ତଫା ଦେଇଛନ୍ତି। ସଂସଦୀୟ ଅଧିବେଶନରୁ ନିଲମ୍ବିତ ହେବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ସଂସଦ ଟିଭିରେ ଆଙ୍କରିଂ ଛାଡିବା ନେଇ ପ୍ରିୟଙ୍କା ରାଜ୍ୟ ସଭା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri