ଉଦ୍ଧବ ଠାକ୍ରେଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ନବନୀତ
ମୁମ୍ବାଇ,୧୧।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ ବିବାଦ ଥମିବାର ନାଁ ନେଉନାହିଁ। ଏହି ଘଟଣାରେ ଜେଲ୍ ଯାଇ ଜାମିନରେ ଆସିଥିବା ଅମରାବତୀର ସ୍ବାଧୀନ ଏମ୍ପି ନବନୀତ୍ ରାଣା ବୁଧବାର ପୁଣି ଉଦ୍ଧବ ଠାକ୍ରେଙ୍କୁ…
ଲକ୍ଷ୍ମଣ ରେଖାକୁ ପାର କରାଯାଇ ପାରିବ ନାହିଁ, କହିଲେ ଆଇନ ମନ୍ତ୍ରୀ…
ନୂଆଦିଲ୍ଲୀ, ୧୧।୫ : ବୁଧବାର ଦିନ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ମାମଲାର ଶୁଣାଣି ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସରକାର ଏହାକୁ ସମୀକ୍ଷା କରିବେ ଏବଂ ଜେଲରେ ଥିବା ବ୍ୟକ୍ତିମାନେ ଜାମିନ ମାଗି କୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି ବିବାଦୀୟ…
ଦେଶଦ୍ରୋହ ଆଇନ, ୧୩ ହଜାରରୁ ଅଧିକ ଲୋକ ଜେଲ୍ରେ…
ନୂଆଦିଲ୍ଲୀ, ୧୧।୫ : ଦେଶରେ ଦେଶଦ୍ରୋହ ଆଇନ ଉପରେ ଚାଲିଥିବା ଶୁଣାଣି ମଧ୍ୟରେ ସୁପ୍ରିମକୋର୍ଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଦାଲତ ବର୍ତ୍ତମାନ ପର୍ଯ୍ୟନ୍ତ ଆଇନକୁ ସ୍ଥଗିତ ରଖିଛନ୍ତି। ବିଶେଷ କଥା ହେଉଛି ଆଇନର ସମୀକ୍ଷା ବିଷୟରେ କେନ୍ଦ୍ର ସରକାର…
ବୈବାହିକ ଜୀବନରେ ସ୍ତ୍ରୀଙ୍କୁ ବଳାତ୍କାର ନେଇ ବିଚାରପତିଙ୍କ ମଧ୍ୟରେ ମତଭେଦ…
ନୂଆଦିଲ୍ଲୀ, ୧୧।୫ : ଦିଲ୍ଲୀ ହାଇକୋର୍ଟଙ୍କ ପତ୍ନୀଙ୍କ ସହ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଦୁଇ ଜଣିଆ ଖଣ୍ଡପୀଠ ପୃଥକ ପୃଥକ ରାୟ ଦେଇଛନ୍ତି। ଭାରତୀୟ ବଳାତ୍କାର ଆଇନରେ ସ୍ବାମୀଙ୍କୁ ଦିଆଯାଇଥିବା ଛାଡକୁ ଅସାମ୍ବିଧାନିକ ବୋଲି ଜଷ୍ଟିସ ରାଜୀବ ଶକଧର…
ଟ୍ରେନ୍ରେ ବେବି ବର୍ଥ
ଲକ୍ଷ୍ନୌ,୧୧।୫: ଭାରତୀୟ ରେଳ ପକ୍ଷରୁ ମହିଳା ଯାତ୍ରୀଙ୍କ ପାଇଁ ଏକ ନୂତନ ବ୍ୟବସ୍ଥା କରାଯାଇଛି। ଛୋଟପିଲାଙ୍କୁ ଧରି ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏହି ସୁବିଧା ଉଦ୍ଦିଷ୍ଟ। କିଛି ସ୍ବତନ୍ତ୍ର ଟ୍ରେନ୍ରେ ‘ବେବି ବର୍ଥ’ ବେଡ୍ ସୁବିଧା ହୋଇଛି। ଏହି ସୁବିଧା…
ରାଜ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ
ମୁମ୍ବାଇ,୧୧।୫: ଏମ୍ଏନ୍ଏସ୍ ଅଧ୍ୟକ୍ଷ ରାଜ ଠାକରେଙ୍କୁ ଫୋନରେ ମାରିଦେବାକୁ ଧମକ ଦିଆଯାଇଛି। ଏହାପରେ ଏମ୍ଏନ୍ଏସ୍ ନେତା ବାଲା ନାଦଗଓ୍ବେକର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲଙ୍କୁ ଭେଟି ରାଜ ଠାକରେଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ…
ଟେନ୍ ଯାତ୍ରାରେ ମାସ୍କ ପିନ୍ଧିବା ପୁଣି ବାଧ୍ୟତାମୂଳକ
ନୂଆଦିଲ୍ଲୀ,୧୧।୫: ରେଳ ଯାତ୍ରାରେ ପୁଣି ଥରେ କରୋନା ପ୍ରୋଟୋକଲ ଫେରିଛି। ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଧବାର ରେଲଓ୍ବେ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା…
କେରଳରେ ଟମାଟୋ ଫ୍ଲୁ, ୮୦ରୁ ଅଧିକ ଶିଶୁ ଆକ୍ରାନ୍ତ…
ତିରୁଭାନନ୍ତପୁରମ୍, ୧୧।୫ : ଫୁଡ୍ ପଏଜନିଂ ଘଟଣାରେ କେରଳରୁ ଚିନ୍ତାଜନକ ଖବର ଆସିଛି। ରାଜ୍ୟର ବହୁ ସ୍ଥାନରେ ଟମାଟୋ ଫ୍ଲୁ ମାମଲା ଦେଖିବାକୁ ମିଳିଛି। ଅଦ୍ୟାବଧି ଏହି ଭାଇରାଲ ରୋଗ ବହୁ ସଂଖ୍ୟକ ଶିଶୁଙ୍କୁ ସଂକ୍ରମିତ ହୋଇଛି। ସଂକ୍ରମିତ ଶିଶୁଙ୍କ ବୟସ…
ସମୁଦ୍ରରୁ ବାହାରିଲା ସୁନା ରଥ, ଭିଡ଼ିଓ ଭାଇରାଲ, ତଦନ୍ତ ଜାରି…
ଶ୍ରୀକାକୁଲମ୍, ୧୧।୫ : ସାମୁଦ୍ରିକ ଝଡ଼ ଅସାନି ମଧ୍ୟରେ ହଠାତ୍ ସମୁଦ୍ରରୁ ଏକ ସୁନା ରଥ ବାହାରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ସୁନାପାଲ୍ଲୀ ସି ହାର୍ବରରେ ଏକ ରହସ୍ୟମୟ ସୁନା ରଙ୍ଗର ରଥ ଦେଖିବାକୁ…
ଦେଶଦ୍ରୋହ ଆଇନ ଉପରେ ‘ସୁପ୍ରିମ୍ ଷ୍ଟେ’…
ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିବାବେଳେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ଉପରେ ‘ସୁପ୍ରିମ୍ ଷ୍ଟେ’ ଲାଗୁ କରିଛନ୍ତି। ବୁଧବାର ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ ଭାବରେ…
ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କୁ ମିଳିବ ସଂରକ୍ଷଣ, ସରକାର ନେଇପାରନ୍ତି ନିଷ୍ପତ୍ତି…
ନୂଆଦିଲ୍ଲୀ, ୧୧।୫ : ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କ ପାଇଁ ସରକାର ଖୁବ ଶୀଘ୍ର ଏକ ଜାତୀୟ ଆୟୋଗ ଗଠନ କରିବାକୁ ଯୋଜନା କରିଛନ୍ତି। ଆନ୍ତଃମନ୍ତ୍ରୀସ୍ତରୀୟ ଆଲୋଚନା ଉପରେ ଆଧାର କରି କେନ୍ଦ୍ର ଅନୁସନ୍ଧାନ ମନ୍ତ୍ରଣାଳୟର ଅନୁସନ୍ଧାନ ଅଧିନିୟମ ଅନୁଯାୟୀ ଖ୍ରୀଷ୍ଟିଆନ ତଥା…
ମୋହାଲି ବ୍ଲାଷ୍ଟରେ ପୋଲିସକୁ ବଡ଼ ସଫଳତା: ଫରିଦକୋଟରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ମୋହାଲି,୧୧।୫: ପଞ୍ଜାବ ମୋହାଲି ସ୍ଥିତ ଇଣ୍ଟଲିଜେନ୍ସ ଓ୍ବିଙ୍ଗ୍ ହେଡକ୍ୱାର୍ଟରରେ ରକେଟ ଲଞ୍ଚରରୁ ଆକ୍ରମଣ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଶାନ ସିଂହଙ୍କୁ ମଙ୍ଗଳବାର ଫରିଦକୋଟରୁ ଗିରଫ କରିଛି ପଞ୍ଜାବ ପୋଲିସ। ନିଶାନ ସିଂହ…
Archives


