କାହିଁକି କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଜାମିନ ଦେଲେ କୋର୍ଟ
ନୂଆଦିଲ୍ଲୀ,୧୦।୨: ଗତବର୍ଷ ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଗାଡ଼ି ମଡ଼ାଇ ୪ ଚାଷୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଆବେଦନର ଶୁଣାଣି ବେଳେ…
ସହାରନପୁରରେ ସମ୍ବୋଧନ ଦେବା ସମୟରେ ୫ ମିନିଟ ପର୍ଯ୍ୟନ୍ତ ମୁସଲମାନ ମହିଳାଙ୍କ କଥା କହିଲେ ମୋଦି
ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସହାରନପୁରରେ ଏକ ବଡ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ବିରୋଧିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ବିଶେଷ ଭାବେ ମୋଦିଙ୍କ ଟର୍ଗେଟରେ ଥିଲେ କଂଗ୍ରେସ, ସମାଜବାଦୀ ପାର୍ଟି…
କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପରିବାରଙ୍କୁ ମିଳିବ ସହାୟତା
ନୂଆଦିଲ୍ଲୀ,୧୦।୨: କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ସାମ୍ବାଦିକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର। କରୋନାରେ ମୃତ୍ୟୁ ହୋଇଥିବା ୧୨୩ ସାମ୍ବାଦିକ ପରିବାରବର୍ଗଙ୍କ ପାଇଁ କେନ୍ଦ୍ର ସରକାର ୬.୧୫ କୋଟି ଟଙ୍କା ଆର୍ଥିକ ସହାୟତା ମଞ୍ଜୁରୀ ପ୍ରଦାନ…
କଂଗ୍ରେସକୁ ଟାର୍ଗେଟ କଲେ ମୋଦି
ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଶୀନଗରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି କଂଗ୍ରେସ ଜେନରାଲ ବିପିନ ରାୱତଙ୍କୁ ସଡ଼କର ଗୁଣ୍ଡା ବୋଲି କହୁଥିଲା । ଆଉ ଏବେ…
ପାକିସ୍ତାନକୁ ଭାରତର କଡ଼ା ଜବାବ: ପ୍ରଥମେ ନିଜ ଘର ସମ୍ଭାଳ
ନୂଆଦିଲ୍ଲୀ,୧୦।୨: ,୧୦।୨: କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସକୁ ଜବାବ ତଲବ କରିଛି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ କର୍ନାଟକରେ ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କ ଉପରେ ହୋଇଥିବା ନିଷେଧାଦେଶକୁ ନିନ୍ଦା କରିଛନ୍ତି।…
ଭୋଟରଙ୍କୁ କ୍ଷମା ମାଗିଲେ ମୋଦି
ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସହାରନପୁରରେ ଏକ ବଡ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଯେତେବେଳେ ସେ ଏହି ରାଲିରେ ଭାଷଣ ଦେଉଥିଲେ ସେତେବେଳେ ରାଲି ସ୍ଥାନରୁ ଭୋଟ ଗ୍ରହଣ ଅଞ୍ଚଳ ମାତ୍ର ୬୦ କିଲୋମିଟର ଦୂର…
ମୋ’ ଉପରେ ଚଳିବନି ଇଡି, ସିବିଆଇ ଚାପ: ରାହୁଲ
ନୂଆଦିଲ୍ଲୀ,୧୦ା୨: ଉତ୍ତରପ୍ରଦେଶରେ ଚଳିତମାସରେ ସମସ୍ତ ୭୦ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ର ଏହାର ଫଳାଫଳ ଆସିବ। ବର୍ତ୍ତମାନ ଜୋର୍ଦାର ନିର୍ବାଚନ ପ୍ରଚାର ଚାଲିଛି। ବିଭିନ୍ନ ରାଜନୈତିକ ଦଳ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରୁଛନ୍ତି। ଏପରିକି…
ଘର ଭଡା ଦେଇନାହାନ୍ତି ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧୦।୨: ସର୍ବପୁରାତନ ଦଳ କଂଗ୍ରେସକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଅନେକ କଂଗ୍ରେସ ନେତା ସରକାରୀ ଭବନ ପାଇଁ ଭଡା ଦେଉନାହାଁନ୍ତି। ଏହି ନେତାଙ୍କ ମଧ୍ୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନାମ ମଧ୍ୟ ରହିଛି। ଦିଲ୍ଲୀ ମୁଖ୍ୟାଳୟ ଏବଂ…
ଲଖିମପୁର ହିଂସା: ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲା ଜାମିନ
ଲକ୍ଷ୍ନୌ,୧୦।୨: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଜାମିନ ମିଳିଛି। ଗୁରୁବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମଙ୍ଗଳବାର ହାଇକୋର୍ଟ ଏହି…
ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମ ଆଧାରରେ ବିଭକ୍ତିକରଣ ଅନୁଚିତ, ହାଇକୋର୍ଟ…
ଚେନ୍ନାଇ, ୧୦।୨ : ମନ୍ଦିର ପରିସରରେ ପ୍ରବେଶ ପାଇଁ ପାରମ୍ପରିକ ଡ୍ରେସ କୋଡକୁ ନିର୍ଦ୍ଦେଶ ଦେବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଶୁଣାଣି କରୁଥିବାବେଳେ ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଧର୍ମ ନାମରେ ବିଭାଜନ ନେଇ ଦୁଃଖ…
ପଦ୍ମ ଧରିଲେ ଦ’ ଗ୍ରେଟ୍ ଖଲି
ନୂଆଦିଲ୍ଲୀ,୧୦।୨: ପଦ୍ମ ଧରିଲେ ଖ୍ୟାତନାମା ରେସଲର ତଥା ଡବ୍ଲ୍ୟୁଡବ୍ଲ୍ୟୁଇ ତାରକା ଦିଲ୍ଲୀପ ସିଂହ ରାଣା ଓରଫ ଦ ଗ୍ରେଟ୍ ଖଲି। ଭାଜପା ମୁଖ୍ୟାଳୟକୁ ଆସି ଗୁରୁବାର ସେ ଦଳରେ ସାମିଲ ହୋଇଛନ୍ତି। ୪୯ ବର୍ଷୀୟ ଖଲି ପୂର୍ବତନ ବିଶ୍ୱ ହେଭିଓ୍ବେଟ୍ ଚାମ୍ପିୟନ୍,…
ମୁହଁ ଖୋଲିଲେ ନୀତିନ ଗଡ଼କରୀ…
ନୂଆଦିଲ୍ଲୀ, ୧୦।୨ : କର୍ନାଟକର ହିଜାବ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଆମେ ସମସ୍ତ ଧର୍ମକୁ ସମ୍ମାନ ଦେବା ଏବଂ ସମାଜରେ ଧାର୍ମିକ ସମନ୍ବୟ ସୃଷ୍ଟି କରିବା ଉଚିତ। ଗଡକରୀ କହିଛନ୍ତି ଯେ ଆମେ ସବୁ ଧର୍ମ,…
Archives


