ଖୋଲିଲା ବଦ୍ରିନାଥ ଧାମ: ଶ୍ରଦ୍ଧାଳୁଙ୍କର ଲାଗିଛି ଭିଡ
ଡେରାଡୁନ,୮ ।୫: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଜାରି ରହିଛି । ଇତିମଧ୍ୟରେ ରବିବାର ସକାଳୁ ବଦ୍ରିନାଥ ଧାମ ଖୋଲାଯାଇଛି । ଗ୍ରୀଷ୍ମକାଳ ପାଇଁ ବଦ୍ରିନାଥ ମନ୍ଦିରର ଦ୍ୱାର ରବିବାର ବ୍ରାହ୍ମ ମୁହୂର୍ତ୍ତ ସକାଳ ୬ଟା ୧୫ରୁ ଖୋଲି ଦିଆଯାଇଛି । ଏହି…
୫ ବର୍ଷରେ ୧% ମହିଳାଙ୍କୁ ନିଯୁକ୍ତି
ନୂଆଦିଲ୍ଲୀ,୮।୫: ଭାରତରେ ମାତ୍ର ୩୨% ବିବାହିତା ମହିଳା ଓ ଝିଅ (୧୫ରୁ ୪୯ ବର୍ଷୀୟା) ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩% ରୋଜଗାର କରୁଥିବାବେଳେ ଅବଶିଷ୍ଟ ୧୫ ପ୍ରତିଶତ ଅର୍ଥ ଉପାର୍ଜନ କରନ୍ତି ନାହିଁ। ଜାତୀୟ ପରିବାର ସ୍ବାସ୍ଥ୍ୟ…
ସୁଭାଷ ନଗରରେ ଫୁଟିିଲା ୧୦ ରାଉଣ୍ଡ ଗୁଳି: ୨ ଆହତ
ନୂଆଦିଲ୍ଲୀ,୮ ।୫: ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଶନିବାର ରାତିରେ ପଶ୍ଚିମ ଦିଲ୍ଲୀର ସୁଭାଷ ନଗର ଅଞ୍ଚଳରେ ୧୦ ରାଉଣ୍ଡରୁ ଅଧିକ ଗୁଳି ଫୁଟିଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ଗୁଳି ଫୁଟିବା ପରେ ସେହି ଅଞ୍ଚଳରେ…
ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି ଭାଜପା ସରକାର, ସିସୋଦିଆଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ, ୭।୫ : ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଭାଜପା ସରକାରଙ୍କ ଟାର୍ଗେଟ କରାଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶନିବାର କହିଛନ୍ତି ଯେ, ଭାଜପା ସରକାର ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି। ପଞ୍ଜାବ ହିଂସାକାଣ୍ଡରେ ଭାଜପା ଏଭଳି କରିଥିବା ସିସୋଦିଆ ଅଭିଯୋଗ…
ଏଲ୍ଓସି ନିକଟ ଲଞ୍ଚପ୍ୟାଡ୍ରେ ୨୦୦ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗ ଅପେକ୍ଷାରେ…
ନୂଆଦିଲ୍ଲୀ, ୭।୫ : ପାକିସ୍ତାନରେ ସରକାରା ପରିବର୍ତ୍ତନ ସତ୍ତ୍ୱେ ଏହାର ଭାରତ ବିରୋଧୀ ମନୋବୃତ୍ତିରେ ସାମାନ୍ୟ ପରିବର୍ତ୍ତନ ହୋଇନାହିଁ। ଯଦିଓ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ନୂଆ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ନିଜ ନିଜ ମନ୍ତବ୍ୟ…
୮୮ ବର୍ଷ ପରେ କୋସି ନଦୀ ଉପରେ ଟ୍ରେନ୍ ଚଳାଚଳ ଆରମ୍ଭ …
ପାଟନା, ୭।୫ : ବିହାରର ଉତ୍ତର-ପୂର୍ବ ଭାଗକୁ ମିଥିଲାଞ୍ଚଳରେ କୋସି ନଦୀ ସବୁଠାରୁ ବିନାଶକାରୀ ନଦୀ ଭାବରେ ଜଣାଶୁଣା । କୋସିକୁ ବିହାରର ଦୁଃଖ ବୋଲି ମଧ୍ୟ କୁହାଯାଏ। ଏବେ କୋସି ନଦୀ ଉପରେ ପୁଣି ୮୮ ବର୍ଷ ପରେ ଟ୍ରେନ୍…
ଦଳର ଭାବମୂର୍ତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସହ୍ୟ କରାଯିବ ନାହିଁ…
ହାଇଦ୍ରାବାଦ୍, ୭।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଟିର ଆଭ୍ୟନ୍ତରୀଣ ମାମଲାକୁ ଜନସାଧାରଣଙ୍କ ନିକଟକୁ ନ ନେବାକୁ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ହାଇଦ୍ରାବାଦରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ବୈଠକକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ଯଦି…
୩୦ ତଳେ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୭।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ସରକାରୀ ବସ୍ରେ ଯାତ୍ରା କଲେ ଷ୍ଟାଲିନ୍
ଚେନ୍ନାଇ,୭।୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ଙ୍କ ଉଦାରତା ସାମ୍ନାକୁ ଆସିଛି। ସରକାରୀ ବସ୍ରେ ସାଧାରଣ ଜନତାଙ୍କ ସହ ଯାତ୍ରା କଲେ ଷ୍ଟାଲିନ୍। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଷ୍ଟାଲିନ୍ ସରକାର ଶନିବାର ନିଜର…
ଗୁଜରାଟରେ ସପ୍ତାହେ ମଧ୍ୟରେ ଘଟିଛି ଦୁଇଟି ହିଂସାକାଣ୍ଡ
ଅହମଦାବାଦ,୭।୫: ଲାଉଡ୍ସ୍ପିକର ବ୍ୟବହାରକୁ ନେଇ ଗୁଜରାଟରେ ସପ୍ତାହେ ମଧ୍ୟରେ ଦୁଇଟି ହିଂସାକାଣ୍ଡ ଘଟିଛି। ଏଥିରେ ଜଣଙ୍କର ପ୍ରାଣହାନୀ ଘଟିଛି। ଅହମଦାବାଦର ବାଭଲା ତାଲୁକ ଅନ୍ତର୍ଗତ ମିଠାପୁର ଗ୍ରାମରେ ଗତ ୨ତାରିଖରେ କିଛି ଲୋକ ମାରଣାସ୍ତ୍ରରେ ପରିବାରର ୯ଜଣଙ୍କୁ ଆକ୍ରମଣ କରିଥିଲେ। ଫଳରେ…
ଚର୍ଚ୍ଚିତ ସୁବେର ହତ୍ୟା ମାମଲାରେ ୩ଆରଏସ୍ଏସ୍ କର୍ମକର୍ତ୍ତା ଗିରଫ
ଥିରୁଭାନ୍ତପୁରମ,୭।୫: ସୁବେର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେରଳ ପୋଲିସ ୩ଜଣ ଆରଏସ୍ଏସ୍ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଶନିବାର ଏହି ହତ୍ୟା ମାମଲାରେ ସୁଚିତ୍ରାନ, ଗିରିଶ ଏବଂ ଜିନେଶ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ,…
ଭୁବନେଶ୍ୱର, ଯୋଧପୁର ଏମ୍ସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ,୭।୫: ଭୁବନେଶ୍ୱର ଏବଂ ଯୋଧପୁର ଏମ୍ସର ଓକିଲଙ୍କୁ ସୁପ୍ରିମକୋର୍ଟ ସମନ ଜାରି କରି ଅଦାଲତରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସରେ ପୋଷ୍ଟ ଗ୍ରାଜୁଏଟ୍ ନାମଲେଖା ପାଇଁ ପ୍ରଚଳିତ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର ହୋଇଥିଲା।…
Archives


