ଶ୍ରୀଲଙ୍କାକୁ ୪୦ ହଜାର ଟନ୍ ଡିଜେଲ ପଠାଇବ ଭାରତ
ନୂଆଦିଲ୍ଲୀ,୨୬।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏଭଳି ସ୍ଥତିରେ ସହଯୋଗର ହାତ ବଢାଇଛି ଭାରତ। ଶ୍ରୀଲଙ୍କାର ଅନୁରୋଧ କ୍ରମେ ଭାରତ ୪୦ ହଜାର ଟନ ଡିଜେଲ ପଠାଇବାକୁ ପ୍ରତିଶ୍ରୁତି ଦେଇଛି। ଭାରତୀୟ ତୈଳ ନିଗମ ଆଗମୀ କିଛି…
ଉଲଗ୍ନ କରି ଯାଞ୍ଚ କରିବା ପଡ଼ିଲା ମହଙ୍ଗା
ଗୁଆହାଟୀ,୨୬।୩: ୮୦ ବର୍ଷୀୟା ମହିଳାଙ୍କୁ ଉଲଗ୍ନ ଯାଞ୍ଚ କରିବା ମହଙ୍ଗା ପଡିଛି। ଗୁଆହାଟୀ ବିମାନ ବନ୍ଦରରେ ନିଯୁକ୍ତ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍)ର ଜଣେ ମହିଳା କନ୍ଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସିଆଇଏସ୍ଏଫ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବୃଦ୍ଧାଙ୍କ…
ମୋଦି ସରକାରଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ
ରାଞ୍ଚି,୨୬ ।୩: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୋଲ ଇଣ୍ଡିଆ ଉପରେ ଝାରଖଣ୍ଡର ୧.୩୬ ଲକ୍ଷ କୋଟି ଟଙ୍କା ବାକି ରହିଛି । ଏହା ରାଜ୍ୟର ଅଧିକାର ଓ ରାଜ୍ୟ…
ସକାଳ ୧୦ଟାରେ ବସିବ ଯୋଗୀଙ୍କ ପ୍ରଥମ କ୍ୟାବିନେଟ ବୈଠକ
ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ନେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଯୋଗୀ ସରକାରଙ୍କ ୨.୦ର ପ୍ରଥମ କ୍ୟାବିନେଟ ବୈଠକ ଶନିବାର ସକାଳ ୧୦ଟାରେ ବସିବ। ଏହାପରେ ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଭବନରେ ପ୍ରୋଟେମ୍…
ପ୍ରବାସୀ ଭାରତୀୟଙ୍କୁ ଅନ୍ଲାଇନ ଭୋଟିଂ ଅଧିକାର ଦେଇ ପାରନ୍ତି ମୋଦି ସରକାର
ନୂଆଦିଲ୍ଲୀ,୨୬ ।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଲୋକ ସଭାର ପ୍ରଶ୍ନକାଳ ସମୟରେ ବିଦେଶରେ ରହୁଥିବା ଭାରତୀୟଙ୍କୁ ଅନଲାଇନ ମତଦାନ ଅଧିକାର ଦେବା ସମ୍ପର୍କରେ ବିଚାର ଚାଲିଥିବା କହିଛନ୍ତି । କଂଗ୍ରେସ ନେତା ମୁରଲିଧରଙ୍କ ଦ୍ୱାରା ଉଠା ଯାଇଥିବା ପ୍ରଶ୍ନର…
ସୁପରଟେକ୍ ଦେବାଳିଆ ଘୋଷିତ
ନୂଆଦିଲ୍ଲୀ,୨୬।୩: ରିଅଲ ଇଷ୍ଟେଟ୍ କମ୍ପାନୀ ସୁପରଟେକ୍ ଡେଭେଲପର୍ସକୁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି) ଶୁକ୍ରବାର ଦେବାଳିଆ ଘୋଷଣା କରିଛନ୍ତି। ଫଳରେ ପ୍ରାୟ ୨୫ ହଜାର ଗୃହ କେତ୍ରା ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି। ଉକ୍ତ କମ୍ପାନୀ ବିରୋଧରେ ଦେବାଳିଆ ଅବସ୍ଥା ନେଇ…
ଓଡ଼ିଶାରେ ଆଦିବାସୀ ସଂଗ୍ରହାଳୟ ଲାଗି ସୁଜିତଙ୍କ ଦାବି
ନୂଆଦିଲ୍ଲୀ,୨୬।୩: ଆଦିବାସୀ ସଂଗ୍ରହାଳୟ ସ୍ଥାପନ ଲାଗି ଚୟନ କରାଯାଇଥିବା ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ବିଜେଡି ଏମ୍ପି ସୁଜିତ କୁମାର ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକଲୋଚନକୁ ଆସିପାରି ନ ଥିବା ଆଦିବାସୀ ସ୍ବାଧୀନତା…
ରପ୍ତାନି ପ୍ରସ୍ତୁତି ସୂଚକାଙ୍କ: ୧୩ତମ ସ୍ଥାନକୁ ଖସିଲା ଓଡ଼ିଶା
ନୂଆଦିଲ୍ଲୀ,୨୬।୩: ରପ୍ତାନି ପ୍ରସ୍ତୁତି ସୂଚକାଙ୍କ (ଇପିଆଇ) ୨୦୨୧ରେ ଓଡ଼ିଶା ୧୩ତମ ସ୍ଥାନକୁ ଖସିଛି। ନୀତି ଆୟୋଗ ପକ୍ଷରୁ ଶୁକ୍ରବାର ଏହି ସୂଚକାଙ୍କ ପ୍ରକାଶ ପାଇଛି। ୨୦୨୦ ଇପିଆଇରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଥିଲା। ଉପକୂଳ ରାଜ୍ୟ ମଧ୍ୟରେ ଓଡ଼ିଶା ଷଷ୍ଠ ସ୍ଥାନରେ…
ସିଭିଲ ସର୍ଭିସ୍ ପରୀକ୍ଷାରେ ଅତିରିକ୍ତ ସୁଯୋଗ ସମ୍ଭବ ନୁହେଁ
ନୂଆଦିଲ୍ଲୀ,୨୬।୩: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଧିକ ଥର ଉଦ୍ୟମ ପାଇଁ ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ୟୁପିଏସ୍ସି ୨୦୨୧ ପ୍ରିଲିମ୍ ପାସ୍ କରି କୋଭିଡ୍ ପଜିଟିଭ୍ ଚିହ୍ନଟ…
ଆକ୍ସନ ମୁଡରେ ଯୋଗୀ
ଲକ୍ଷ୍ନୌ,୨୬ ।୩: ଚଳିତ ବିଧାନସଭା ନିର୍ବାଚରେ ବହୁମାତ୍ରାରେ ଭୋଟ ପାଇ ବିଜୟ ଲାଭ କରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ଲାଗି ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଇକାନା…
‘ବିମୁଦ୍ରୀକରଣ ଲକ୍ଷ୍ୟ ଭୁଲ୍ ପ୍ରମାଣିତ’
ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନୀତିକୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶୁକ୍ରବାର ସମାଲୋଚନା କରାଯାଇଛି। ବିମୁଦ୍ରୀକରଣ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ ହୋଇଥିବା ବରିଷ୍ଠ ବିଜେଡି ଏମ୍ପି ପିନାକୀ ମିଶ୍ର…
ପୂର୍ବ ଲଦାଖରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କର
ନୂଆଦିଲ୍ଲୀ,୨୬ା୩: ଭାରତ-ଚାଇନା ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ପୂର୍ବ ଲଦାଖରୁ ବେଜିଂକୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ପଡ଼ିବ ବୋଲି ଶୁକ୍ରବାର ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଭାରତ ଗସ୍ତରେ ଆସିଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍ ୟିଙ୍କ ସହ ଜାତୀୟ ସୁରକ୍ଷା…
Archives


