ଜାତୀୟ

ସ୍କୁଲ ଛାତ୍ରଙ୍କ ଲଢ଼େଇ ବେଳେ ଗୁଳି କରି ଦେଲେ

ନୂଆଦିଲ୍ଲୀ,୨୭।୩: ଜାତୀୟ ରାଜଧାନୀର ଏକ ସ୍କୁଲ ବାହାରେ ଦୁଇ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କକୁ ନେଇ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗୁଳି ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ଜବତ ହୋଇଥିବା ପୋଲିସ…

୧ ଏପ୍ରିଲ୍‌ରୁ ୮୦୦ ଔଷଧର ଦାମ୍‌ ବୃଦ୍ଧି…

ନୂଆଦିଲ୍ଲୀ, ୨୭।୩ : ଦେଶରେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ଦାମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ୍‌ ୧ରୁ ବହୁ ଜରୁରୀ ଔଷଧର ମୂଲ୍ୟ ବୃଦ୍ଧି…

ଭାଜପା ସହ ମେହେବୁବାଙ୍କର ରହିଛି ଭଲ ସମ୍ପର୍କ: ଶିବସେନା

ମୁମ୍ବାଇ,୨୭ ।୩: ମହାରାଷ୍ଟ ରାଜନୀତିରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମୁହାଁମୁହିଁ ହୋଇଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ ପୁଣିଥରେ ଭାଜପାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମେହେବୁବା ମୁଫତିଙ୍କ ଦଳ ସହ ଭାଜପାର ଭଲ ସମ୍ପର୍କ…

୪୦ ହଜାର କୋଟି ଡଲାର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି ଭାରତ…

ନୂଆଦିଲ୍ଲୀ, ୨୭।୩ : ଭାରତବାସୀ ଲୋକାଲ ରୁ ଆଜି ଗ୍ଲୋବାଲସ୍ତରରେ ପହଞ୍ଚିଛନ୍ତି। ଦେଶ ଏବେ ୪୦ ହଜାର କୋଟି ରପ୍ତାନୀ ଲକ୍ଷ୍ୟ ହାସଲ କରିଛି। ୮୭ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏସମ୍ପର୍କରେ ସୂଚନା…

ଚିତୁର ସଡ଼କ ଦୁର୍ଘଟଣା ୭ ମୃତ, ୪୫ ଆହତ

ଚିତୁର,୨୭ ।୩: ଆନ୍ଧ୍ରପ୍ରଦେଶର ଚିତୁରରେ ଶନିବାର ରାତିରେ ହାଇଥିବା ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୪୫ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ତିରୁପତିଠାରୁ ୨୫ କିଲୋମିଟର ଦୂର ବକରାପେଟାରେ ହୋଇଛି ।…

ପୁଣି ବଢ଼ିଲା ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ, ୨୭।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୪୨୧ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪୯ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି…

ବୀରଭୁମର ନିର୍ମାଣାଧିନ ଘରୁ ମିଳିଲା ୪୦ ଦେଶୀ ବୋମା

କୋଲକାତା,୨୭ ।୩: ପଶ୍ଚିମବଙ୍ଗ ବିରଭୂମ ଜିଲା ରାମପୁରହାଟର ମାରଗ୍ରାମରେ ଶନିବାର ୪୦ ଦେଶି ବୋମା ଜବତ କରାଯାଇଛି । ସେଠାକାର ପୋଲିସ ଅଧିକ୍ଷକ(ଏସପି) ନଗେନ୍ଦ୍ର ନାଥ ତ୍ରିପାଠି କହିଛନ୍ତି, ଏହି ବୋମାକୁ ୪ଟି ବାଲଟିରେ ଲୁଚାଇ ଏକ ନିର୍ମାଣାଧିନ ଘରର ପଛପଟେ…

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଲେ ସମ୍ପତ୍ତି ବାଜ୍ୟାପ୍ତ ହେବ

ଶ୍ରୀନଗର,୨୭।୩: ଜାଣିଶୁଣି ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବା ଗୃହ ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଜମ୍ମୁ-କଶ୍ମୀର ପୋଲିସ ଶନିବାର ଘୋଷଣା କରିଛି। ଆତଙ୍କବାଦ ଉଦ୍ଦେଶ୍ୟରେ ବ୍ୟବହୃତ ସମ୍ପତ୍ତିକୁ ଶ୍ରୀନଗର ପୋଲିସ ଜବତ କରିବ ବୋଲି କେତେକ ମହଲରେ ଭୁଲ୍‌ ତଥ୍ୟ ଓ…

ରାଜୌରିରେ ଲଗାତାର ଦୁଇଟି ବିସ୍ଫୋରଣ, ଲୋକେ ଭୟଭିତ

ଜମ୍ମୁ,୨୭ ।୩: ଜମ୍ମୁ-କଶ୍ମୀରର ରଜୌରି ଜିଲାରେ ଏକ ଜନଗହଳି ସ୍ଥାନରେ ଶନିବାର ଲଗାତାର ଦୁଇଟି ବିସ୍ଫୋରଣ ହୋଇଛି । ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ପୋଲିସ କହିଛି ଘଟଣା ସମ୍ପର୍କରେ ସୂଚନା ମିଳିବାପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି…

‘ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ଆଶାନୁରୂପ ନୁହେଁ’

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରର ଇତିହାସ ଓ ଭାଗ୍ୟ ‘୩ପି’ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ତାହା ହେଲା ନିୟମାବଳୀ, ଜନତା ଓ ସଂସଦ (ପ୍ରିନ୍ସିପଲ୍‌, ପିପୁଲ୍‌, ପାର୍ଲାମେଣ୍ଟ) ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଶନିବାର କହିଛନ୍ତି। ନିୟମାବଳୀ ଓ ମୂଳ…

ଦିଗ୍‌ବିଜୟ ସିଂଙ୍କୁ ବର୍ଷେ ଜେଲ

ଭୋପାଳ,୨୭।୩: ଭାଜପା ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କୁ ଇନ୍ଦୋର ଜିଲାକୋର୍ଟ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଉକ୍ତ ମାମଲାରେ ୬ ଜଣଙ୍କ…

ହସିହସି କହୁଥିବା କଥା ଅପରାଧ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୨୬।୩ : ଦିଲ୍ଲୀ ହାଇକୋର୍ଟ ହେଟ୍‌ ସ୍ପିଚ୍‌ ମାମଲାର ବିଚାର କରି କହିଛନ୍ତି ଯେ, ହସିହସି କହୁଥିବା କଥା ଅପରାଧ ନୁହେଁ। ମାତ୍ର କିଛି ଆପତ୍ତିଜନକ କଥା କହିଲେ ଏହାକୁ ଅପରାଧ ଭାବେ ଗ୍ରହଣ କରାଯାଇପାରେ। ବିଚାରପତି ଚନ୍ଦ୍ରଧାରୀ ସିଂଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri