ଜାତୀୟ

‘ଏଏପି’ରେ ଯୋଗ ଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୧୩।୫: ଅଭିନେତ୍ରୀ କଙ୍ଗନା ଶର୍ମା ଗୁରୁବାର ‘ଏଏପି’ରେ ଯୋଗ ଦେଇଛନ୍ତି। ଏ ନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଅରବିନ୍ଦ କେଜ୍‌ରିୱାଲଙ୍କ ନୀତି ଦ୍ୱାରା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ,ଗାୟକ କଙ୍ଗନା ଶର୍ମା ଆମ ଆଦମୀ ପାର୍ଟିରେ ଯୋଗ…

ରାହୁଲ ଗାନ୍ଧୀଙ୍କ ଟ୍ରେନ୍‌ ଯାତ୍ରା

ଉଦୟପୁର,୧୩।୫: କଂଗ୍ରେସର ତିନି ଦିନିଆ ନବ ସଙ୍କଳ୍ପ ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଛି। କଂଗ୍ରେସର ଚିନ୍ତିନ ଶିବିର ମେ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନରେ କ୍ରମାଗତ ପରାଜୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଦଳକୁ ଦୃଢ କରିବା…

ଆଜି ମଧ୍ୟପ୍ରଦେଶ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ କରିବେ ମୋଦି

ଭୋପାଲ,୧୩।୫: ମଧ୍ୟପ୍ରଦେଶ ଷ୍ଟାର୍ଟଅପ ସମ୍ମିଳନୀ ଶୁକ୍ରବାର ସଂଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ କରିବେ। ଏଥିସହ ସେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ। ଏହି ପୋର୍ଟାଲ…

ମହାରାଷ୍ଟ୍ର ଜାଲନାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ: ୫ ପୋଲିସ ଆହତ

ଜାଲନା,୧୩ ।୫: ମହାରାଷ୍ଟ୍ରର ଜାଲନା ଜିଲାର ଏକ ଗାଁରେ ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପଟରୁ ପଥର ଓ ଇଟା ଫିଙ୍ଗାଯାଇଥିବା ବେଳେ ଏଠାରେ ପହଞ୍ଚିଥିବା ପୋଲିସଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବା…

ଇସ୍କନ ମନ୍ଦିରରେ ଚାଲିଛି ବଡ଼ ଖେଳ,ଖୁବ୍‌ଶୀଘ୍ର କରିବି ପର୍ଦ୍ଦାଫାଶ: ତେଜ ପ୍ରତାପ

ପାଟନା,୧୩।୫: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ ପାଟନାରେ ଥିବା ଇସ୍କନ ମନ୍ଦିର ବିଷୟରେ ଏକ ଟୁଇଟ୍‌ କରିଛନ୍ତି। ସେ ତାଙ୍କ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ…

ଆଜିଠାରୁ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର

ନୂଆଦିଲ୍ଲୀ,୧୩ ।୫: ଗୋଟିଏ ପରେ ଗୋଟିଏ ରାଜ୍ୟରେ ପରାଜୟ ହେବା ପରେ ଏବେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିରର ଆୟୋଜନ କରିଛି । ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଶିବିର ୩…

ଚାରିଧାମ ଯାତ୍ରା: ସପ୍ତାହକରେ ୨୬ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ

ଡେରାଡୁନ,୧୩ ।୫: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପ୍ରାୟ ଏକ ସପ୍ତାହ ହେବ ଆରମ୍ଭ ହୋଇଯାଇଛି । ଆଉ ଏହି ସପ୍ତାହକ ମଧ୍ୟରେ ପାଖାପାଖି ୨୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କେବଳ…

‘ପାକିସ୍ତାନର ସାଧାରଣ ଲୋକ ଭାରତର ଶତ୍ରୁ ନୁହଁନ୍ତି’

ପୁଣେ,୧୩।୫: ଏନସିପି ନେତା ଶରଦ ପାୱାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ନିଜ ମତ ରଖିଛନ୍ତି। ଇଦ-ମିଳନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାଓ୍ବାର ପୁଣେର କୋଣ୍ଡୱା ଅଞ୍ଚଳରେ ପହଞ୍ଚିଥିଲେ। ଏହି ଅବସରରେ ସେ ନାଁ ନ ନେଇ…

ଜେଲ ଗଲେ ଏଏପି ବିଧାୟକ

ନୂଆଦିଲ୍ଲୀ,୧୩ ।୫: ରାଜଧାନୀ ଦିଲ୍ଲୀରେ ବୁଲଡୋଜର ଚାଳନାକୁ ବିରୋଧ କରୁଥିବା ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲାହ ଖାଁ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଏମ୍‌ସିଡିରେ ଅବୈଧ ନିର୍ମାଣ ଉଚ୍ଛେଦ ସମୟରେ ଦଙ୍ଗା କରିବା ଓ ସରକାରୀ କାମରେ…

୨ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଆଗାମୀ ଲକ୍ଷ୍ୟ ରହିଛି…

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୭୧ ବର୍ଷ ବୟସରେ ମଧ୍ୟ ସେ ଦେଶର ଦାୟିତ୍ୱ ପରିଚାଳନା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ନିଜର ଆଗାମୀ ଲକ୍ଷ୍ୟ ବିଷୟରେ ମତ ରଖି ମୋଦି କହିଛନ୍ତି,…

କ୍ୟାମ୍ପବେଲ୍‌ ଏୟାର ଇଣ୍ଡିଆ ସିଇଓ

ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ସ୍କୁଟ୍‌ ସିଇଓ କ୍ୟାମ୍ପ୍‌ବେଲ୍‌ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି। ୫୦ ବର୍ଷୀୟ କ୍ୟାମ୍ପବେଲ୍‌ ଏବେ ଟାଟା ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟୋଗ ବିସ୍ତାରାର…

ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର: ୨ପାଇଲଟ ମୃତ

ରାୟପୁର,୧୨।୫: ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ହେଲିକପ୍ଟର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ୨ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ପାଇଲଟ ହେଲେ ଏପି ଶ୍ରୀବାସ୍ତବ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri