Posted inଜାତୀୟ

ପୂର୍ବତନ କଂଗ୍ରେସ ମନ୍ତ୍ରୀ ସାଧୁ ସିଂ ଧର୍ମସୋତ ଗିରଫ

ଚଣ୍ଡିଗଡ଼,୭ ।୬: ପଞ୍ଜାବର ପୂର୍ବତନ କଂଗ୍ରେସ ମନ୍ତ୍ରୀ ସାଧୁ ସିଂ ଧର୍ମସୋତଙ୍କୁ ଗିରଫ କରାଯାଇଛି । ଏକ ଭ୍ରଷ୍ଟାଚାର ମାମଲାରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ଧର୍ମସୋତ ମନ୍ତ୍ରୀ ଥିଲେ । ସୋମବାର ବିଳମ୍ବିତ ରାତିରେ ତାଙ୍କୁୁ ଗିରଫ କରାଯାଇଛି । ମୋହାଲି ଡିଏଫଓ ଗିରଫ ହେବା ପରେ ଧରାପଡିଥିବା କଣ୍ଟ୍ରାକ୍ଟର ପୂର୍ବତନ ମନ୍ତ୍ରୀ ଧର୍ମସୋତଙ୍କୁ ଲାଞ୍ଚ ଦେବା କଥା କହିଥିଲେ । ଏହି ମାମଲାରେ ଅନ୍ୟ ୨ ଜଣ ଦଲାଲ ବି ଗିରଫ ହୋଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ଧର୍ମସୋତଙ୍କ ଉପରେ ଚଣ୍ଡିଗଡ଼ ନିକଟ ମୋହାଲିର ଫରେଷ୍ଟ ଲ୍ୟାଣ୍ଡ ଉପରେ ଅନୁମତିକୁ ନେଇ ଜାଲିଆତି ଓ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଭିଜିଲାନ୍ସର ଟିମ କହିଛି ଧର୍ମସୋତ ଗୋଟିଏ ଗଛ କାଟିବା ବଦଳରେ ୫୦୦ ଟଙ୍କା ଲାଞ୍ଚ ନେଉଥିଲେ । କେବଳ ଏତିକି ନୁହେଁ ନୂଆ ଚାରା ଲଗାଇବାରେ ବି ସେ ଲାଞ୍ଚ ନେଉଥିଲେ । ଲାଞ୍ଚର ସମସ୍ତ ଭାଗ ସିଧାସଳଖ ଧର୍ମସୋତଙ୍କ ନିକଟକୁ ଯାଉଥିଲା ।
ଗତ କିଛିଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସାଧୁ ସିଂ ଧର୍ମସୋତଙ୍କ ବିରୋଧରେ କଥିତ ପୋଷ୍ଟ ମ୍ୟାଟ୍ରିକ ଛାତ୍ରବୃତ୍ତି ଯୋଜନା ଜାଲିଆତି ସମ୍ପର୍କିତ ମାମଲାରେ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ଆଜମଙ୍କୁ ଭେଟିଲେ ଅଖିଳେଶ

ନୂଆଦିଲ୍ଲୀ,୧।୬: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବୁଧବାର ସକାଳେ ଦିଲ୍ଲୀରେ ପହଞ୍ଚି ଦଳର ବରିଷ୍ଠ ନେତା ଆଜମ...

ପରଲୋକରେ ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା: ଶୋକ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକାତା,୮।୧୧:ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା ଦେବ ସେନ୍‌ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ...

ଟ୍ରକ୍‌ ସହ ପିଟି ହେଲା କାର୍‌, ଗଲା ୫ ଜୀବନ

ନୂଆଦିଲ୍ଳୀ,୩।୩: ଦିଲ୍ଲୀ-ଜୟପୁର ହାଇଓ୍ବେ’ରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍‌-ଟ୍ରକ୍‌ ପିଟି ହୋଇଯାଇଥିଲା। ଫଳରେ କାର୍‌ରେ ଥିବା ୫ ଜଣଙ୍କ ମୃତ୍ୟୁ...

୧୦ ରାଜ୍ୟକୁ ମିଳିଛି ସ୍ବତନ୍ତ୍ର ମାନ୍ୟତା

ନୂଆଦିଲ୍ଲୀ,୬ା୮: ଭାରତର ସମ୍ବିଧାନ କେବଳ ଜମ୍ମୁ-କଶ୍ମୀରକୁ ନୁହେଁ, ବରଂ ୧୦ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୬୮ରେ ପ୍ରଦତ୍ତ କ୍ଷମତା ଅନୁସାରେ...

ପୁଣି ଥରେ କର୍ନାଟକରେ ୟେଦୁରପ୍ପା ସରକାର: ଆଜି ସନ୍ଧ୍ୟା ୬ଟାରେ ନେବେ ଶପଥ

କର୍ନାଟକ, ୨୬।୭: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କର୍ନାଟକରେ ବିଏସ୍‌ ୟେଦୁରପ୍ପାଙ୍କ ନେତୃତ୍ୱରେ ପୁଣି ସରକାର ଗଠନ ହେବାକୁ ଯାଉଛି। ଶୁକ୍ରବାର ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ...

ନାସିକରେ ଚଳନ୍ତା ବସରେ ଲାଗିଲା ନିଆଁ: ଜଳିଯାଇ ୧୧ ମୃତ ଅନେକେ ଆହତ

ନାସିକ,୮ ।୧୦: ମହାରାଷ୍ଟ୍ରର ନାସିକରେ ଶୁକ୍ରବାର ରାତିରେ ଏକ ବଡ ଅଘଟଣ ଘଟିଛି । ଏଠାରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିବା ଜଣାପଡିଛି ।...

ବୁଷ୍ଟର ଡୋଜ୍‌ ପାଇଁ କ୍ୟାମ୍ପ୍‌ ଲଗାଇବାକୁ ରାଜ୍ୟଙ୍କୁ କେନ୍ଦ୍ରର ଅପିଲ୍‌…

ନୂଆଦିଲ୍ଲୀ, ୧୬।୮ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ...

ଉନ୍ନାଓରେ ୩ ବର୍ଷର ଶିଶୁକୁ ବଳାତ୍କାର

ଉନ୍ନାଓ,୯ା୧୨(ଆଇଏଏନ୍‌ଏସ୍‌): ଉନ୍ନାଓ ଗଣବଳାତ୍କାର ପୀଡ଼ିତାଙ୍କୁ ପୋଡି ମାରିଦେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ପୁଣି ସେହି ଜିଲାରେ ଜଣେ ୩ ବର୍ଷର...

Advertisement
Archives

Model This Week