Posted inଜାତୀୟ

ଜ୍ଞାନବାପି ପରିସରରେ ଶିବଲିଙ୍ଗ ପୂଜା ରାୟ ସଂରକ୍ଷିତ

ବାରାଣସୀ,୭।୬: ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ଗତ ମେ’ରେ ଭିଡିଓଗ୍ରାଫି ସର୍ଭେ ବେଳେ ମିଳିଥିବା ଶିବଲିଙ୍ଗ ଢାଞ୍ଚାକୁ ପୂଜା କରିବା ଲାଗି ଅନୁମତି ଦେବାକୁ ଦାଏର ପିଟିଶନ୍‌ର ଶୁଣାଣି ସୋମବାର ଶେଷ ହୋଇଛି। ବାରାଣସୀର ଏକ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ଶ୍ରୀବିଦ୍ୟା ମଠର ମହନ୍ତ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଜ୍ଞାନବାପି ପରସିରରେ ଶିବଲିଙ୍ଗ ପୂଜା ପାଇଁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ତାଙ୍କ ଓକିଲ ରମେଶ ଉପାଧ୍ୟାୟଙ୍କ ଯୁକ୍ତି ଶୁଣିବା ପରେ ଭାରପ୍ରାପ୍ତ ଜିଲା ଜଜ୍‌ ଅନୁତୋଷ ଶର୍ମା ରାୟ ସଂରକ୍ଷିତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ ଜରୁରୀ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିି ନେଇ ବିରୋଧୀଙ୍କ ପ୍ରତିବାଦ …

ଜୟପୁର,୧୮।୯: ଏଣିକି ରାଜ୍ୟରେ ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ କରିବା ବାଧ୍ୟତାମୂଳକ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।...

କଂଗ୍ରେସ ନେତା ମଲ୍ଲିକାର୍ଜୁନଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ,୧୧।୪: ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସୋମବାର ପଚରାଉଚରା କରୁଛି। ପୂର୍ବରୁ ଇଡି ତାଙ୍କୁ ପଚରାଉଚରା...

ନିଲାମ ହେବ ଓଡ଼ିଶାର ୭ ଖଣିଜ ବ୍ଲକ

ନୂଆଦିଲ୍ଲୀ,୩ା୧୦: ଓଡ଼ିଶାର ୭ ଖଣିଜ ବ୍ଲକର ନିଲାମ କରାଯିବ। ଚଳିତ ମାସ ୨୨ଠାରୁ ନଭେମ୍ବର ୧ ମଧ୍ୟରେ ଏହାର ନିଲାମ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର...

ସୋନିଆ ପାଳିବେନି ଜନ୍ମଦିନ

ନୂଆଦିଲ୍ଲୀ,୯ ।୧୨: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ୯ ଡିସେମ୍ବର ଅର୍ଥାତ୍ ଗୁରୁବାର ଜନ୍ମଦିବସ । ହେଲେ ଏଥର ସେ ତାଙ୍କ ଜନ୍ମଦିନ ପାଳନ...

କରୋନା ପ୍ରଭାବ: ଅଗଷ୍ଟ ୧୫ ଯାଏଁ କ୍ୱାରାଣ୍ଟାଇନ୍‌ରେ ରହିବେ ଅଧିକାରୀ

ନୂଆଦିଲ୍ଲୀ,୨୯।୭: ସମଗ୍ର ଦେଶରେ କରୋନା ମାମଲା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ଅଗଷ୍ଟ ୧୫କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନା ଯୋଗୁ ସ୍ବାଧୀନତା...

ପ୍ରବାସୀ ସଙ୍କଟ ପାଇଁ କଂଗ୍ରେସ ଦାୟୀ

ନୂଆଦିଲ୍ଲୀ,୭।୨: ପ୍ରଥମ କୋଭିଡ୍‌-୧୯ ଲହର ବେଳେ ଦେଶରେ ସୃଷ୍ଟି ହୋଇଥିବା ପ୍ରବାସୀ ସଙ୍କଟ ପାଇଁ ବିରୋଧୀ ତଥା କଂଗ୍ରେସକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

ପାଟନା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଗଣବଳାତ୍କାର

ପାଟନା,୧୪ା୧୨(ପି.ଟି.): ବିହାରର ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ(୨୦)ଙ୍କୁ ଗାନ୍ଧୀ ପାଠ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ...

ଅଗଷ୍ଟ ୧ରୁ କଲେଜ ପାଠପଢ଼ା

ନୂଆଦିଲ୍ଲୀ,୩୦ା୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୁଧବାର ନୂଆ ଗାଇଡ୍‌ଲାଇନ ଜାରି କରିଛି। ଏହି ଗାଇଡ୍‌ଲାଇନ ଅନୁଯାୟୀ ପୁରୁଣା ଛାତ୍ରୀଛାତ୍ରଙ୍କ ପାଠପଢ଼ା...

Advertisement
Archives

Model This Week