ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ନିରୋଧୀ ଦିବସ, ସମସ୍ତ ରାଜ୍ୟକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚିଠି…
ନୂଆଦିଲ୍ଲୀ, ୧୪।୫ : ଏଣିକି ପ୍ରତିବର୍ଷ ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ନିରୋଧୀ ଦିବସ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି। ଆତଙ୍କବାଦ କାର୍ଯ୍ୟ କଳାପ ବିରୋଧରେ କେନ୍ଦ୍ର ସରକାର…
ଦୈନିକ ମୃତ୍ୟୁ ସଂଖ୍ୟା ୧୧…
ନୂଆଦିଲ୍ଲୀ, ୧୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ପଞ୍ଜାବ କଂଗ୍ରେସକୁ ବଡ଼ ଝଟ୍କା
ଚଣ୍ଡିଗଡ଼,୧୪।୫: ପଞ୍ଜାବ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ପଞ୍ଜାବର ଶକ୍ତିଶାଳୀ ତଥା ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ଜାଖଡ ସୋସିଆଲ ମିଡିଆ ଆକାଉଣ୍ଟରୁ ବାୟୋରୁ କଂଗ୍ରେସ ସହ ଜଡିତ ତାଙ୍କର ସମସ୍ତ…
ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ
ବାରମୂଳା,୧୪।୫: ଜମ୍ମୁ-କଶ୍ମୀରରେ ଭାରତୀୟ ସେନାକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ରଫିଆବାଦ ଓ ସୋପୋରେ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀ ଓ ଭିଆଇପିଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା…
ମୁଣ୍ଡକା ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିଲେ କେଜରିୱାଲ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା
ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଶୁକ୍ରବାର ହୋଇଥିବା ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଅନ୍ୟ ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ…
୩ ଆଇଏଏଫ୍ ଅଧିକାରୀଙ୍କୁ ଆଜୀବନ ଜେଲ୍ରେ ଦଣ୍ଡିତ କଲା ସିବିଆଇ କୋର୍ଟ
ଗାନ୍ଧୀନଗର,୧୪।୫: ହାଜତ ମୃତ୍ୟୁ ଅଭିଯୋଗରେ ଆଲ୍ଲାହାବାଦର ସ୍ବତନ୍ତ୍ର ସିବିଆଇ କୋର୍ଟ ଭାରତୀୟ ଏୟାର ଫୋର୍ସ (ଆଇଏଏଫ୍)ର ୩ଅଧିକାରୀଙ୍କୁ ଶୁକ୍ରବାର ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ୩ଅଧିକାରୀଙ୍କ ମଧ୍ୟରୁ ୨ଜଣ ଅବସରପ୍ରାପ୍ତ ହୋଇଥିବା ବେଳେ ଜଣେ କାର୍ଯ୍ୟରତ ଅଧିକାରୀ ଅଛନ୍ତି। ଉକ୍ତ ଅଧିକାରୀମାନେ…
ସ୍ବାମୀଙ୍କ ସହ କନୌଟ ପ୍ୟାଲେସରେ ହନୁମାନ ଚାଳିଶା ପଢ଼ିଲେ ନବନୀତ
ନୂଆଦିଲ୍ଲୀ,୧୪।୫: ଗତ କିଛି ଦିନରୁ ଦେଶରେ ଲାଗିରହିଥିବା ହନୁମାନ ଚାଳିଶା ବିବାଦ ଥମିବାର ନା ନେଉନି। ଇତିମଧ୍ୟରେ ମହାରାଷ୍ଟ୍ର ଅମରାବତୀର ଭାଜପା ଏମ୍ପି ନବନୀତ ରାଣା ଶନିବାର ସକାଳେ ଦିଲ୍ଲୀରେ ପହଞ୍ଚି ହନୁମାନ ଚାଳିଶା ପାଠ କରିଥିବା ଜଣାପଡ଼ିଛି। ଯାହାକୁ ନେଇ…
କଡା ସୁରକ୍ଷା ମଧ୍ୟରେ ଜ୍ଞାନବ୍ୟାପି ପରିସରରେ ସର୍ଭେ ଆରମ୍ଭ, କିଛି ତଥ୍ୟ ଓ ସତ୍ୟ ଆସିବ ସାମ୍ନାକୁ
ବାରାଣସି,୧୪ ।୫: ବାରାଣସିର ଜ୍ଞାନବ୍ୟାପି ମସଜିଦ ପରିସରର ସତ୍ୟ ସାମ୍ନାକୁ ଆଣିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ଶନିବାର ସକାଳେ ସର୍ଭେ ଆରମ୍ଭ କରାଯାଇଛି । ଭିଡିଓଗ୍ରାଫି ପାଇଁ ବିଶେଷ କ୍ୟାମେରା ଓ ଲାଇଟ ବ୍ୟବସ୍ଥା କରାଯାଇଛି ।…
ଏସ୍ଆଇ ସମେତ ୩ ପୋଲିସଙ୍କୁ ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ
ଗୁନା,୧୪।୫: ମଧ୍ୟପ୍ରଦେଶର ଗୁନାରେ ପୋଲିସ ଓ କୃଷ୍ଣସାର ମୃଗ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଏସ୍ଆଇ ରାଜକୁମାର ଜାଟବ, କନଷ୍ଟେବଳ ନୀରଜ ଭାର୍ଗବ,…
ମୁଣ୍ଡକା ଅଗ୍ନିକାଣ୍ଡ: ଫ୍ୟାକ୍ଟ୍ରି ମାଲିକଙ୍କ ଦୁଇ ପୁଅ ଗିରଫ
ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରି ମାଲିକଙ୍କ ଦୁଇ ପୁଅ ବରୁଣ ଗୋୟଲ ଓ ହରିଶ ଗୋୟଲଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । କୁହାଯାଉଛି କି ଫ୍ୟାକ୍ଟି ମାଲିକଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଛି । ହେଲେ…
ଟମୋଟୋ ଫ୍ଲୁରେ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ
ଥିରୁଭାନ୍ତପୁରମ,୧୪।୫: କରୋନା ପରେ ଏବେ ଦେଶରେ ଆଉ ଏକ ରୋଗ ଟମାଟୋ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଉଛି। କେରଳରେ ଏପର୍ଯ୍ୟନ୍ତ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ପିଲାଙ୍କର ବୟସ ୫ବର୍ଷରୁ କମ୍ ରହିଥିବା…
ମୁଣ୍ଡକା ଅଗ୍ନିକାଣ୍ଡ: ହ୍ୱାଟସଆପ ବଞ୍ଚାଇଦେଲା ୧୦୦ରୁ ଅଧିକ ଜୀବନ
ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ ବ୍ୟବସାୟିକ ୩ ମହଲା ଘରେ ଶୁକ୍ରବାର ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହି ନିଆଁ ଏତେ ଭୟଙ୍କର ଥିଲା…
Archives


