ଜାତୀୟ

ଶାଗୁଣା ବଂଶ ରକ୍ଷା ଲାଗି କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ… 

ନୂଆଦିଲ୍ଲୀ, ୧୪।୫ : ପ୍ରାଣୀମାନଙ୍କ ଚିକିତ୍ସାରେ ବ୍ୟବହୃତ କେତେକ ଔଷଧ କାରଣରୁ ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଉଥିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏନେଇ ଦାଖଲ ହୋଇଥିବା ଏକ ଆବେଦନ ଉପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ…

ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନ ଯୋଗୁ ବଢୁଛି ମୃତ୍ୟୁ ସଂଖ୍ୟା, ଚିନ୍ତା ପ୍ରକଟ କଲେ ହାଇକୋର୍ଟ…

ନୂଆଦିଲ୍ଲୀ ୧୪।୫: ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନର ସଂଖ୍ୟା ବୃଦ୍ଧି ନେଇ ଦିଲ୍ଲୀ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କୌଣସି ଚିକିତ୍ସା ସେବାରେ ତାଲିମ୍‌ ବିନା ଅଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା କେଶ ପ୍ରତିରୋପଣ କରୁଥିବା ସେଲୁନ ସଂଖ୍ୟା ବୃଦ୍ଧି ଚିନ୍ତାଜନକ ବୋଲି…

ନିର୍ବାଚନ ସମୟରେ ଧାର୍ମିକସ୍ଥଳ ଯିବେନି ନେତା, କଂଗ୍ରେସ ଚିନ୍ତନ ଶିବିରରେ ପ୍ରସ୍ତାବ…

ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ନିର୍ବାଚନ ସମୟରେ ଦଳୀୟ ନେତୃତ୍ୱ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଅବା ଅନ୍ୟ କୌଣସି ଧାର୍ମିକସ୍ଥଳକୁ ନ ଯିବା ଲାଗି ପ୍ରସ୍ତାବ ଆଗତ ହୋଇଛି। ଚିନ୍ତନ ଶିବିରରେ କେତେକ…

କଂଗ୍ରେସରେ ଏସ୍‌ସି-ଏସ୍‌ଟି-ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ପ୍ରସ୍ତାବ ଆଗତ…

ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ଦଳ ସଂଗଠନରେ ଏସ୍‌ସି / ଏସ୍‌ଟି ଏବଂ ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାନୁସାରେ, ପାର୍ଟିରେ ଏକ ବଡ ବର୍ଗ…

ମାଣିକ ସାହା ହେବେ ତ୍ରିପୁରାର ନୂଆ ମୂଖ୍ୟମନ୍ତ୍ରୀ…

ଅଗରତାଲା, ୧୪।୫ : ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପେର ତ୍ରିପୁରାରେ ସର୍ବସମ୍ମତିକ୍ରମେ ମାଣିକ ସାହାଙ୍କୁ ଶାସକ ଦଳର ନେତା ଭାବେ ଚୟନ କରାଯାଇଛି। ସେ ଖୁବ୍‌ ଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶନିବାର…

ବିପ୍ଲବ ଦେବଙ୍କ ଇସ୍ତଫା…

ଅଗରତାଲା, ୧୪।୫ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟକୁ ପଠାଇ ଦେଇଛନ୍ତି। ଇସ୍ତଫା ପରେ ବିପ୍ଲବ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଜେଲରୁ ହଟିଲା ଭିଆଇପି ସେଲ୍‌

ଚଣ୍ଡିଗଡ଼,୧୪।୫: ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜେଲରେ ଥିବା ଭିଆଇପି ସେଲକୁ ଭଗୱନ୍ତ ହଟାଇ ଦେଇଛନ୍ତି। ଜେଲରେ ଥିବା ସମସ୍ତ ଭିଆଇପି ରୁମ୍‌ଗୁଡିକୁ ମ୍ୟାନେଜମେଣ୍ଟ ବ୍ଲକରେ ପରିଣତ କରାଯିବ ବୋଲି ଭଗୱନ୍ତ ଏକ ଭିଡିଓ…

ଭଙ୍ଗାଯିବ ୩୫୦ ବର୍ଷ ପୁରାତନ ସରକାରୀ କାର୍ଯ୍ୟାଳୟ, ଏହା ସଂରକ୍ଷଣ ଯୋଗ୍ୟ ନୁହେଁ କହିଲେ ସୁପ୍ରିମ୍‌କୋର୍ଟ…

ପାଟନା, ୧୪।୫ : ସୁପ୍ରିମକୋର୍ଟ ବିହାରର ରାଜଧାନୀ ପାଟନାର କଲେକ୍ଟରେଟ କାର୍ଯ୍ୟାଳୟର ଏକ ୩୫୦ ବର୍ଷ ପୁରୁଣା କୋଠାକୁ ଭାଙ୍ଗିବାକୁ ଅନୁମତି ଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତ୍ରର ଏହି ନିର୍ଦ୍ଦେଶ ଜାରି ହୋଇଛି। ବ୍ରିଟିଶ ରାଜୁତି ସମୟର ପ୍ରତ୍ୟେକ କୋଠା ସଂରକ୍ଷଣ…

୫ ବର୍ଷରେ ୮୦ ହଜାରରୁ ଅଧିକ ଜୀବନ୍ତ ଦଗ୍ଧ , ମଧ୍ୟପ୍ରଦେଶରେ ସର୍ବାଧିକ, ଦ୍ୱିତୀୟରେ ଓଡ଼ିଶା…

ନୂଆଦିଲ୍ଲୀ ୧୪।୫ : ଶୁକ୍ରବାର ସାରେ ରାଜଧାନୀ ଦିଲ୍ଲୀର ମୁଣ୍ଡକା ଅଞ୍ଚଳର ଏକ ତିନି ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ୫୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୧୨ ରୁ…

ଜ୍ଞାନବ୍ୟାପି ମସଜିଦ୍‌ ସର୍ଭେ ପଛରେ ୫ ମହିଳା…

ବାରାଣସୀ, ୧୪।୫ : ଉତ୍ତରପ୍ରଦେଶ ବାରାଣସୀର ଜ୍ଞାନବ୍ୟାପି ମସଜିଦ୍‌ର ପରିସରରେ ପ୍ରଥମ ଦିନର ସର୍ଭେ ଶନିବାର ଦିନ ଶେଷ ହୋଇଛି। ଆଡଭୋକେଟ କମିଶନରଙ୍କ ଉପସ୍ଥିତିରେ ସର୍ଭେ ସମୟରେ ସମଗ୍ର ଟିମ ପ୍ରତ୍ୟେକ ଜିନିଷକୁ ଅତି ନିକଟରୁ ଯାଞ୍ଚ କରିଥିଲେ। ଆଡଭୋକେଟ କମିଶନର…

କରୋନା-ୟୁକ୍ରେନ୍‌ ଯୁଦ୍ଧ ନ ହୋଇଥିଲେ ଭାରତୀୟ ଅର୍ଥ ବ୍ୟବସ୍ଥା ଛୁଇଁଥାନ୍ତା ୪.୩ ଟ୍ରିଲିୟନ୍‌ ଡଲାର…

ଲକ୍ଷ୍ନୌ, ୧୪।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଯଦି କରୋନା ଏବଂ ୟୁକ୍ରେନ-ରୁଷିଆ ଯୁଦ୍ଧ ହୋଇନଥାନ୍ତା ତେବେ ଭାରତର ଅର୍ଥନୀତି ୪.୩ ଟ୍ରିଲିୟନ ଡଲାର ଛୁଇଁଥାନ୍ତା। ଭାରତ ପରି ଆମେରିକା ଏବଂ ଚାଇନାରେ ମଧ୍ୟ ମୁଦ୍ରାସ୍ଫୀତିର ସଙ୍କଟ…

ପୋଲିସ ଗୋଇନ୍ଦା ମୁଖ୍ୟାଳୟ ଆକ୍ରମଣରେ ଆଇଏସ୍‌ଆଇର ସମ୍ପୃକ୍ତି

ଚଣ୍ଡିଗଡ଼,୧୪।୫: ପଞ୍ଜାବ ପୋଲିସର ମୋହାଲିସ୍ଥିତ ପୋଲିସ ଗୋଇନ୍ଦା ମୁଖ୍ୟାଳୟରେ ହୋଇଥିବା ଆର୍‌ଫିଜି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ(ବିକେଆଇ) ଏବଂ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri