ସୋନିଆଙ୍କ ନୂଆ ରିପୋର୍ଟ ବି କରୋନା ପଜିଟିଭ, ଇଡି ପାଖରୁ ମାଗିଲେ ୩ ସପ୍ତାହ ସମୟ

ନୂଆଦିଲ୍ଲୀ,୯ ।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱିତୀୟ ରିପୋର୍ଟ ବି କରୋନା ପଜିଟିଭ ଆସିଛି । ଏହାପରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପତ୍ର ଲେଖି ପଚରାଉଚରା ପାଇଁ ୩ ସପ୍ତାହର ସମୟ ମାଗିଛନ୍ତି । ସେ ଇଡିକୁ ୩ ସପ୍ତାହ ସମୟ ମାଗିବା ସହ କହିଛନ୍ତି ଏବେ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କ କରୋନା ରିପୋର୍ଟ ନେଗେଟିଭ ହୋଇନାହିଁ । ହେଲେ ଏପର୍ଯ୍ୟନ୍ତ ଇଡି ପକ୍ଷରୁ ତାଙ୍କୁ କୌଣସି ଜବାବ ଦିଆଯାଇ ନାହିଁ । ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ସାନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇଥିଲା । ଏଥିପାଇଁ ଜୁନ ୮ରେ ସୋନିଆ ହାଜର ହେବାର ଥିଲା । ଏହାସହ ରାହୁଲ ଇଡିକୁ ସମୟ ମାଗିଥିବାରୁ ସେ ୧୩ ଜୁନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି । ଏଥର ୧୦ ଜିଲାର ୫୭...

ବଜେଟ ଉପସ୍ଥାପନ ପୂର୍ବରୁ ପୂଜାର୍ଚ୍ଚନା କଲେ ଆନ୍ଧ୍ର ଅର୍ଥମନ୍ତ୍ରୀ

ଅମରାବାତି,୧୬।୬: ଆନ୍ଧ୍ର ପ୍ରଦେଶର ଅର୍ଥମନ୍ତ୍ରୀ ବୁଗାନା ରାଜେନ୍ଦ୍ରନାଥ ମଙ୍ଗଳବାର ବିଧାନସଭାରେ ୨୦୨୦-୨୧ର ବଜେଟ ଉପସ୍ଥାପନ କରିବା ପୂର୍ବରୁ ନିଜ ଚାମ୍ବରରେ ପୂଜାର୍ଚ୍ଚନା କରିଛନ୍ତି। କରୋନା ଭାଇରସ...

ଟ୍ରାକ୍ଟର ତଳେ ଚାପି ହୋଇ ୬ ମାସ ଶିଶୁର ମୃତ୍ୟୁ

ମୁମ୍ବାଇ,୨୩।୯:  ମହାରାଷ୍ଟ୍ରର ରାଜଗୁରୁନଗର ଅଞ୍ଚଳର ପୁଣେ-ନାଶିକ ରାଜପଥରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ୬...

ଏଭଳି ଶୋଇଲେ ଶରୀର ଉପରେ ପଡ଼େ ଖରାପ ପ୍ରଭାବ…

ଶୋଇବାର କେତେକ ସାଧାରଣ ନିୟମ ରହିଛି। ଏହାକୁ ପାଳନ କଲେ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ପେଟ ମାଡ଼ିହୋଇ ଶୋଇବା ଦ୍ୱାରା ବହୁ ସମସ୍ୟା...

ପ୍ଲାଜମା ଦାନ କଲେ ଭାଜପା ନେତା ସମ୍ବିତ

ଗୁରୁଗ୍ରାମ,୬।୭: କରୋନା ଭାଇରସ ସଂକ୍ରମଣକୁ ଦୂରେଇ ଦେବାକୁ ଏବେ ସମସ୍ତେ ଆଗେଇ ଆସୁଛନ୍ତି। ଏପର୍ଯ୍ୟନ୍ତ କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନ ଥିବା...

ଚାଷୀଙ୍କୁ ମାଗଣା ପାଣି-ଶସ୍ତା ଋଣ-ଅଯୋଧ୍ୟା ପାଇଁ ୧୪୦ କୋଟି

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବିଧାନସଭାରେ ପ୍ରଥମ ଥର ପାଇଁ ପେପରଲେସ୍‌ ବଜେଟ୍‌ ସୋମବାର ଉପସ୍ଥାପନ କରାଯାଇଛି। ରାଜ୍ୟରେ ଚାଷୀଙ୍କୁ ଜଳସେଚନ...

‘ଅପରେଶନ ଲୋଟସ’କୁ ଅଲକାଏଦା ସହ ତୁଳନା କଲା ଶିବସେନା

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ରାଜ୍ୟରେ ଚାଲିଥିବା ରାଜନୈତିକ ଘଟଣାକ୍ରମକୁ ନେଇ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ‘ସାମନା’ ମାଧ୍ୟମରେ ଭାଜପାକୁ କଡ଼ା ସମାଲୋଚନା...

ଇଏ ବି ମା’

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳନ କରିବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଦିବସ ଅବସରରେ ସବୁ ଭେଦଭାବ ଭୁଲି ସମସ୍ତେ...

Advertisement
Archives

Model This Week