୪ରେ ସିନ୍ଧେଙ୍କ ଶକ୍ତି ପରୀକ୍ଷା
ମୁମ୍ବାଇ/ ନୂଆଦିଲ୍ଲୀ ,୨ା୭: ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ଓ ଭାଜପା ମେଣ୍ଟରୁ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଥିବା ଏକନାଥ ସିନ୍ଧେ ଆସନ୍ତା ୪ ତାରିଖରେ ବିଧାନସଭାରେ ଶକ୍ତିପ୍ରଦର୍ଶନ କରିବେ। ଜୁଲାଇ ୩ରୁ ମହାରାଷ୍ଟ୍ରର ୨ ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ…
ଦେଶରେ ନିଆଁ ଲଗାଇଛନ୍ତି ନୂପୁର
ନୂଆଦିଲ୍ଲୀ,୨ା୭: ଭାରତରେ ଯାହାସବୁ ଘଟୁଛି ସେଥିପାଇଁ ନୂପୁର ଶର୍ମା ଏକା ଦାୟୀ। ଏହି ମହିଳା ସାରା ଦେଶରେ ଭାବାବେଗକୁ ପ୍ରଜ୍ଜ୍ୱଳିତ କରିଛନ୍ତି। ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ତଣ୍ଟି କାଟି ହତ୍ୟା କରାଯିବା ଭଳି ଘଟଣା ପଛରେ ତାଙ୍କ ମନ୍ତବ୍ୟ ଦାୟୀ…
ଅମରନାଥ ଯାତ୍ରା: ଗୀତା ଉପହାର ଦେଇ ଶିବ ଭକ୍ତଙ୍କୁ ସ୍ୱାଗତ କରିବେ କଶ୍ମିରୀ ମୁସଲମାନ
ଜମ୍ମୁ,୨ ।୭: ବନାରସ କାଶି ଭଗବାନ ଶିବଙ୍କ ନଗରୀ ତ କଶ୍ମିର ଘାଟି ଭୋଳା ବାବାଙ୍କ ଘର ହିମାଳୟ । କଶ୍ମୀର ଘାଟିର ପ୍ରବେଶ ଦ୍ୱାର କାଜିଗୁଡରେ ଏମିତି ଏକ ବ୍ୟାନର ଏହି ବାର୍ତ୍ତା ଦେଉଥିବା ଦେଖାଯାଇଛି । ଭଗବାନ ଶିବଙ୍କୁ…
କହ୍ନେୟାଲାଲ୍ଙ୍କ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ବାଇକ୍ରେ ‘୨୬୧୧’ ନମ୍ବର
ଉଦୟପୁର, ୧ା୭: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ। ସେମାନଙ୍କ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା ଅଭିଯୁକ୍ତ ରିଆଜ ଅଖ୍ତାରୀ ତାଙ୍କ ବାଇକ୍ରେ ‘୨୬୧୧’ ନମ୍ବର ଲଗାଇଥିଲେ। ୨୦୦୮ ନଭେମ୍ବର…
ଦିଲ୍ଲୀ ପରେ ପଞ୍ଜାବରେ ମାଗଣା ହେଲା ବିଜୁଳି
ଚଣ୍ଡିଗଡ଼,୧।୭: କଥା ରଖିଲା ଆମ ଆଦମୀ ଦଳ। ପଞ୍ଜାବରେ ନିର୍ବାଚନ ବେଳେ ଦିଆଯାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଶୁକ୍ରବାର ଘୋଷଣା କରିଛନ୍ତି। ତଦନୁଯାୟୀ ଜୁଲାଇ ୧ରୁ ପ୍ରତ୍ୟେକ ପରିବାରକୁ ପ୍ରତି…
ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଭାଜପାର ପୂର୍ବତନ ସହଯୋଗୀ ଅକାଳୀ ଦଳ
ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ସହଯୋଗୀ ଅକାଳୀ ଦଳ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ଏନେଇ ଶୁକ୍ରବାର ଚଣ୍ଡିଗଡ଼ରେ ବସିଥିବା ଦଳର କୋର କମିଟି ବୈଠକ ପରେ ଘୋଷଣା କରାଯାଇଛି। ଦୀର୍ଘ ୨୧…
ପାସ୍ପୋର୍ଟ ଫେରାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଆର୍ଯ୍ୟନ୍
ମୁମ୍ବାଇ,୧।୭: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନ। ଏନ୍ଡିପିଏସ୍ ସ୍ବତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ତେବେ କୋର୍ଟରେ ନିଜର ପାସ୍ପୋର୍ଟ ଫେରାଇବା ପାଇଁ ଆର୍ଯ୍ୟନ୍ ଆବେଦନ କରିଥିବା…
ସିନ୍ଧେ ଶିବସେନା ମୁଖ୍ୟମନ୍ତ୍ରୀ ନୁହନ୍ତି, ନୀରବତା ଭାଙ୍ଗିଲେ ଉଦ୍ଧବ…
ମୁମ୍ବାଇ, ୧।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଶିବସେନାର ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏଥିସହ ସେ…
୨୦ ଟଙ୍କା ଚା’ ଉପରେ ସେବା କର ୫୦ ଟଙ୍କା, ଭାରତୀୟ ରେଲଓ୍ବେ ରସିଦ୍ ସୋସିଆଲ ମିଡ଼ିଆରେ ଭାଇରାଲ…
ନୂଆଦିଲ୍ଲୀ, ୧।୭ : ଭାରତୀୟ ରେଲଓ୍ବେର ଏକ ରସିଦ୍ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରେଲଓ୍ବେ ଜଣେ ଯାତ୍ରୀଙ୍କଠାରୁ ଗୋଟିଏ କପ ଚା‘ ପାଇଁ ୭୦ ଟଙ୍କା ନେଇଛି। ଭୋପାଳ ଶତାବ୍ଦୀ ଏକ୍ସପ୍ରେସରେ ଏଭଳି ଘଟିଛି। ସୂଚନାନୁସାରେ, ଜୁନ…
ଟିଭି ଚ୍ୟାନେଲରେ ବିଚାରାଧୀନ ମାମଲା ଉପରେ ବିତର୍କ ଯୁକ୍ତିଯୁକ୍ତ କି ? ଏସ୍ସିଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ, ୧।୭ : ଜ୍ଞାନବାପି ବିଚାରାଧୀନ ମାମଲା ପ୍ରସଙ୍ଗରେ ଟିଭି ଚ୍ୟାନେଲ ବିତର୍କ କରାଯିବା ଯୁକ୍ତି ଯୁକ୍ତ କି ବୋଲି ସୁପ୍ରିମ୍କୋର୍ଟ (ଏସ୍ସ)ଶୁକ୍ରବାର ପ୍ରଶ୍ନ କରିଛନ୍ତି। ନୂପୁର ଶର୍ମା ମାମଲାର ବିଚାର ସମୟରେ ଶୀର୍ଷକୋର୍ଟ ଏଭଳି କହିଛନ୍ତି। ଏହାଦ୍ୱାରା ଦେଶ ତଥା…
ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି
ଗୁଆହାଟୀ,୧।୭: ଆସାମରେ ଥମିନାହିଁ ବନ୍ୟା ଦୁର୍ଦ୍ଦଶା। ଗତ ୨୪ ଘଣ୍ଟାରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ରାଜ୍ୟର ୨୫ଟି ଜିଲାରେ ପ୍ରବଳ ବର୍ଷା ଯୋଗୁ ୨୯ ଲକ୍ଷରୁ ଅଧିକ ଲୋକ…
ନୂପୁର ଦେଶର ସୁରକ୍ଷା ପାଇଁ ବିପଦ, ସୁପ୍ରିମ୍କୋର୍ଟଙ୍କ ତାଗିଦ୍,ପ୍ରଥମେ ହାଇକୋର୍ଟ ଯାଅ,ପୋଲିସ ତଦନ୍ତ ଉପରେ ପ୍ରଶ୍ନ…
ନୂଆଦିଲ୍ଲୀ, ୧।୭ : ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଏଥିସହ କୋର୍ଟ ତାଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ କହିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେବି ପାରଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି…
Archives


