ସରକାର ଯୋଜନା, ଆର୍ଥିକ ପ୍ରଭାବକୁ ଧ୍ୟାନ ଦେବା ଉଚିତ୍: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬ା୪: ବୁଧବାର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ କେନ୍ଦ୍ରକୁ କହିଛନ୍ତି, ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଏହାର ଆର୍ଥିକ ପ୍ରଭାବକୁ ମଧ୍ୟ ଧ୍ୟାନ ଦେବା ଉଚିତ୍। ରାଇଟ ଟୁ ଏଜୁକେଶନ ଆକ୍ଟର ଉଦାହରଣ ଦେଇ କୋର୍ଟ…
ତିଳକ ଲଗାଇ ସ୍କୁଲ ଆସିିବାରୁ ଛାତ୍ରୀଙ୍କୁ ନିର୍ଧୂମ ପିଟିଲେ ଶିକ୍ଷକ
ଶ୍ରୀନଗର,୬।୪: ଜମ୍ମୁ-କଶ୍ମୀରର ରାଜୌରିରେ ଏକ ଅଭାବନୀୟ ଘଟଣା ଘଟିଛି। ନବରାତ୍ର ସମୟରେ ମୁଣ୍ଡରେ ତିଳକ ଲଗାଇ ସ୍କୁଲ ଯାଇଥିବା ଜଣେ ଛାତ୍ରୀଙ୍କୁ ଶିକ୍ଷକ ପିଟିଥିବା ଅଭିଯୋଗ ହୋଇଛି। ଏନେଇ ଏକ ମାମଲା ରୁଜୁ ହେବାପରେ ଅଭିଯୁକ୍ତ ଶିକ୍ଷକଙ୍କଚ ନିଲମ୍ବିତ କରାଯାଇଛି। ଏହାସହ…
ବିରୋଧୀଙ୍କ ଉପରେ ବର୍ଷିଲେ ବାବୁଲ ସୁପ୍ରିଓ; କହିଲେ ମୁଁ ସବୁକିଛି ହୋଇପାରେ,ହେଲେ…
କୋଲକାତା,୬।୪: ତ୍ରୁଣମୂଳ କଂଗ୍ରେସ (ଟିଏମ୍ସି) ନେତା ବାବୁଲ ସୁପ୍ରିୟୋଙ୍କୁ ଜଣେ ଦଳବଦଳକାରୀ ନେତା ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। ବୁଧବାର ଏହି ଉକ୍ତିର ଜବାବ ରଖି ‘ମୁଁ ସବୁ କିଛି ହୋଇପାରେ। କିନ୍ତୁ ମୁଁ ଦଳବଦଳକାରୀ ନୁହେଁ’ ବୋଲି ବାବୁଲ କହିଛନ୍ତି।…
ଭାରତରେ ପ୍ରବେଶ କଲା କରୋନାର ନୂଆ ଭାରିଆଣ୍ଟ ‘ଏକ୍ସଇ’
ମୁମ୍ବାଇ,୬।୪: କରୋନା ଭୂତାଣୁ ‘ଏକ୍ସଇ’ ର ନୂଆ ଭାରିଆଣ୍ଟ ଭାରତରେ ମଧ୍ୟ ପ୍ରବେଶ କରିଛି। ଏହାର ସଂକ୍ରମଣର ପ୍ରଥମ ସଂକ୍ରମିତ ବୁଧବାର ମୁମ୍ବାଇରେ ଚିହ୍ନଟ ହୋଇଛି। ଏଠାରେ ସମୁଦାୟ ୩୭୬ ନମୁନା ନିଆଯାଇଥିଲା। ଏଥିରେ ଜଣେ ରୋଗୀଙ୍କଠାରେ କରୋନାର ‘ଏକ୍ସଇ’ ଭାରିଆଣ୍ଟରେ…
ପ୍ରତ୍ୟାହାର ହେଲା ରମଜାନ ପାଇଁ ମୁସଲିମ ଷ୍ଟାଫଙ୍କୁ ସାମୟିକ ବ୍ରେକ ନିର୍ଦ୍ଦେଶ
ନୂଆଦିଲ୍ଲୀ,୬।୪: ରମଜାନ ମାସରେ ମୁସଲିମ କର୍ମକର୍ତ୍ତାଙ୍କୁ ପ୍ରତ୍ୟେକ ଦିନ ଦୁଇ ଘଣ୍ଟାର ବ୍ରେକ୍ ଦିଆଯିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛି ଦିଲ୍ଲୀ ଜଳ ବୋର୍ଡ(ଡିଜିବି)। ଏ ନେଇ ମଙ୍ଗଳବାର ବୋର୍ଡ ପକ୍ଷରୁ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି। “ଅପ୍ରିଲ ୪ରେ…
‘ଆମକୁ ରାଜନୀତି ନୁହେଁ, ସ୍କୁଲ ଖୋଲିବା ଆସେ’
ଚଣ୍ଡିଗଡ,୬।୪: ପଞ୍ଜାବରେ ଏକ ବଡ଼ ବିଜୟ ହାସଲ ପରେ ଆମ ଆଦମୀ ପାର୍ଟି ହିମାଚଳ ପ୍ରଦେଶ ମୁହାଁ ହୋଇଛି। ରାଜ୍ୟର ମଣ୍ଡି ଜିଲାରେ ବୁଧବାର ଏଏପି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ…
ପୁଅ ଆଖିରେ ଲଙ୍କା ଗୁଣ୍ଡ ପୂରାଇ ଦେଲେ ମା’
ହାଇଦ୍ରାବାଦ,୬।୪: ଜଣେ ମହିଳା ତାଙ୍କ ୧୬ ବର୍ଷୀୟ ନାବାଳକ ପୁଅଙ୍କୁ ଏକ ଖୁଣ୍ଟରେ ବାନ୍ଧି ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପୂରାଇ ଦେଇଛନ୍ତି। ତେବେ ଅନେକ ଦିନ ଧରି ଘରୁକୁ ନ ଆସିବା ଏବଂ ଗଞ୍ଜେଇ ନିଶା ଛଡ଼ାଇବା ପାଇଁ ମହିଳା…
ମୋଦିଙ୍କୁ ଭେଟିଲେ ଏନ୍ସିପି ମୁଖ୍ୟ
ନୂଆଦିଲ୍ଲୀ,୬।୪: ଏନ୍ସିପି ସୁପ୍ରିମୋ ଶରଦ ପାୱାର ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ପ୍ରାୟ ୨୦ରୁ ୨୫ ମିନିଟ ଧରି ଚାଲିଥିଲା। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ମହାରାଷ୍ଟ୍ରର ପ୍ରସଙ୍ଗକୁ ନେଇ…
ରକ୍ତପାତ ପରେ ବି ସମାଧାନ ନାହିଁ, ଲୋକ ସଭାରେ ଜୟଶଙ୍କରଙ୍କ ଉତ୍ତର…
ନୂଆଦିଲ୍ଲୀ, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ବହିର୍ବ୍ୟାପାରମନ୍ତ୍ରୀ ଏସ୍.ଜୟଶଙ୍କର ବୁଧବାର ଲୋକ ସଭାରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଭାରତ ୟୁକ୍ରେନ୍ରେ ଜାରି ରହିଥିବା ଯୁଦ୍ଧକୁ ବିରୋଧ କରୁଛି। ଏଠାରେ ରକ୍ତପାତ ପରେ ବି…
ଆଇଏନ୍ଏସ୍ ବିକ୍ରାନ୍ତର ଶକ୍ତି ବୃଦ୍ଧି ହେବ, ସାମିଲ ହେବ ଏଫ୍-୧୮ ଯୁଦ୍ଧ ବିମାନ…
ନୂଆଦିଲ୍ଲୀ, ୬।୪ : ଆମେରିକାର ବିମାନ କମ୍ପାନୀ ବୋଇଙ୍ଗ ଏହାର ଅତ୍ୟାଧୁନିକ ଏଫ୍-୧୮ ସୁପର ହର୍ନେଟ ଯୁଦ୍ଧ ବିମାନ ଆସନ୍ତା ମାସରେ ଭାରତକୁ ପଠାଇବ। ଭାରତୀୟ ନୌସେନା ଗୋଆ ଆଇଏନଏସ ହଂସାର କୋଷ୍ଟାଲ ଟେଷ୍ଟ ସେଣ୍ଟରରେ ସେମାନଙ୍କୁ ପରୀକ୍ଷଣ କରାଯିବ। ପ୍ରଧାନମନ୍ତ୍ରୀ…
ଛେଳି ଚରାଉଥିବା ଯୁବକ ଏବେ ଆଇଏଏସ୍
ନୂଆଦିଲ୍ଲୀ,୬।୪: ପିଲାଦିନ ସହିତ ଜଡିତ ସମସ୍ତଙ୍କର କିଛି ନା କିଛି ସ୍ମୃତି ରହିଛି। ଯେତେବେଳେ ଲୋକମାନେ ସେମାନଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ବସିଥାନ୍ତି ସେହି ମସୟରେ ଏହି ପୁରୁଣା ମୁହୂର୍ତ୍ତଗୁଡ଼ିକୁ ମନେପଡ଼ିଯାଇଥାଏ। ଇତିମଧ୍ୟରେ ଜଣେ ଆଇଏଏସ୍ ଅଧିକାରୀଙ୍କର କିଛି ଏଭଳି ସ୍ମୃତି…
ୟୁପିରେ ମିଳିବ ଶସ୍ତା ଖାଦ୍ୟ: ଖୁବ୍ଶୀଘ୍ର ଯୋଗୀ ସରକାର ଆରମ୍ଭ କରିବେ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ
ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶରେ ଲଗାତର ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି ଭାଜପା। ଏହାପରେ ଭାଜପା ନିଜର ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଆରମ୍ଭ କରିଦେଇଛି। ଏହିକ୍ରମରେ ୟୁପିରେ ଯୋଗୀ ସରକାର ଗରିବ…
Archives


