ଉଦୟପୁରର କହ୍ନେୟାଲାଲ ହତ୍ୟା ମାମଲା: ୩୨ ପୋଲିସ ଅଧିକାରୀଙ୍କୁ ବଦଳି
ଜୟପୁର,୧।୭: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଘଟଣା ପରେ ଉଦୟପୁରର ଇନ୍ସପେକ୍ଟର୍ ଜେନେରାଲ ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ୩୨ଜଣ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସୂଚନାଯୋଗ୍ୟ, ପ୍ରଫେଟ୍ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା…
ବଳାତ୍କାର ପୀଡ଼ିତାଙ୍କୁ ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ…
ମୁମ୍ବାଇ, ୧।୭ : ଜଣେ ବଳାତ୍କାର ପୀଡ଼ିତାଙ୍କୁ ସନ୍ତାନ ଜନ୍ମ କରି ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ବଳାତ୍କାର ଯୋଗୁ ଜାତ ହୋଇଥିବା ସନ୍ତାନଙ୍କୁ ଜନ୍ମ ଦେବେ ଅବା ନାହିଁ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସମ୍ବିଧାନର…
ନୂଆ ସରକାରକୁ ଶୁଭେଚ୍ଛା ଜଣାଇଲେ ସଞ୍ଜୟ
ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ନୂଆ ସରକାର ଗଠନକୁ ନେଇ ଶିବସେନା ନେତା ତଥା ଏମ୍ପି ସଞ୍ଜୟ ରାଉତ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାଙ୍ଗିବା ଗଢିବା ଆମ ପାଇଁ ପୁରୁଣା କଥା ହାଇଯାଇଛି…
ଶରଦ ପାୱାରଙ୍କୁ ଆୟକର ବିଭାଗର ନୋଟିସ୍
ମୁମ୍ବାଇ,୧।୭ : ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଝଟକା। ନିର୍ବାଚନ ସତ୍ୟପାଠ ମାମଲା ସମ୍ପର୍କିତ ଶରଦ ପାୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୯ରେ ହୋଇଥିବା ଲୋକସଭା ନିର୍ବାଚନରେ ଶରଦ ପାୱାର ଦାଖଲ…
ସମ୍ପତ୍ତି ଅଧିକାର ମୌଳିକ ମାନବିକ ଅଧିକାର, ସରକାରଙ୍କ ଉପରେ ୧୦ ଲକ୍ଷ ଜରିମାନା ଜାରି କଲେ ହାଇକୋର୍ଟ…
ଶ୍ରୀନଗର, ୧।୭ : ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ଅଧିକାର ଏକ ମୌଳିକ ମାନବିକ ଅଧିକାର। ଏହାର ଉଲ୍ଲଂଘନ କରାଯାଇ ପାରିବ ନାହିଁ । ସରକାର ବଳ ପ୍ରୟୋଗ ପୂର୍ବକ ଏହାକୁ ଦଖଲ କରିପାରିବେ ନାହିଁ ବୋଲି ଜମ୍ମୁ-କଶ୍ମୀର ହାଇକୋର୍ଟ ଏକ ମାମଲାର…
ଆଜିଠୁ ତିନି ଦିନିଆ କେରଳ ଗସ୍ତରେ ରାହୁଲ
ନୂଆଦିଲ୍ଲୀ,୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିଠୁ ତିନି ଦିନିଆ କେରଳ ଗସ୍ତରେ ଯିବେ। ଗତ ସପ୍ତାହରେ ୱାୟନାଡ ସ୍ଥିତ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ଘଟଣା ପରେ ରାହୁଲ ଶୁକ୍ରବାର ତାଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବେ ବୋଲି ଦଳ ପକ୍ଷରୁ ସୂଚନା…
ନୂପୁର ଶର୍ମା ଟିଭିରେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧।୭: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ନୁପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ କଡ଼ା ନିନ୍ଦା ଦେଇଛନ୍ତି। ଟିଭିରେ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି କୋର୍ଟ କହିଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ…
ସୁପ୍ରିମକୋର୍ଟ ଗଲେ ନୂପୁର: ଲଗାତର ମିଳୁଛି ହତ୍ୟା ଧମକ
ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଶୁକ୍ରବାର ସୁପ୍ରିମକୋର୍ଟ ଯାଇଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡିକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ତାଙ୍କୁ କ୍ରମାଗତ ଭାବରେ ହତ୍ୟା…
ଉଦ୍ଧବଙ୍କୁ ଝଟ୍କା, ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୧।୭ : ମହାରାଷ୍ଟ୍ରରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମ୍କୋର୍ଟରେ ବଡ଼ ଝଟ୍କା ଲାଗିଛି। ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ ବୋଲି ଶୀର୍ଷକୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା…
କ୍ଷମତା ପାଇଁ ଅର୍ଥ-ବାହୁବଳର ପ୍ରୟୋଗ କରୁଛି ଭାଜପା, କଂଗ୍ରେସର ଅଭିଯୋଗ…
ନୂଆଦିଲ୍ଲୀ, ୧।୭ : କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ଏମ୍ପି ଜୟରାମ ରମେଶ ଭାଜପାକୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରରେ ଭାଜପା ଅଯଥାରେ କ୍ଷମତା ଦଖଲ କରିଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ…
‘ମୁଁ ସିନ୍ଧେଙ୍କୁ ଶିବସୈନିକ ଭାବୁନାହିଁ’
ମୁମ୍ବାଇ,୧।୭: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ଏହାର ଗୋଟିଏ ଦିନ ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉତ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ…
ସିନ୍ଧେଙ୍କ ବିଧାନସଭା ପ୍ରବେଶ ଉପରେ ଲାଗୁ ରୋକ, ଅଯୋଗ୍ୟତା ନୋଟିସ ନେଇ ସୁପ୍ରିମ୍କୋର୍ଟରେ ଶିବସେନା…
ମୁମ୍ବାଇ, ୧।୭ : ମହାରାଷ୍ଟ୍ରରେ କ୍ଷମତାର ଓଲଟପାଲଟ ହୋଇଛି ଏବଂ ବର୍ତ୍ତମାନ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପରେ ମଧ୍ୟ ରାଜନୈତିକ ମତଭେଦ ବନ୍ଦ ହୋଇନାହିଁ । ବିବାଦକୁ ନେଇ ଶିବସେନା ପୁଣି ଥରେ ସୁପ୍ରିମକୋର୍ଟଙ୍କ…
Archives


