ଜାତୀୟ

ଆସାମରେ ବନ୍ୟାସ୍ଥିତି: ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି

ଗୁଆହାଟୀ,୨୫।୬: ଆସାମରେ ବନ୍ୟାସ୍ଥିତି ଅଣାୟତ। ୨୪ ଘଣ୍ଟାରେ ଆଉ ୧୦ ଜୀବନ ଯାଇଥିବା ବେଳେ ୨୮ ଜିଲାର ୩୩.୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏବେବି ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଥିବା ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ…

ତପନ ଡେକା ହେଲେ ଆଇବି ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୫।୬: ବରିଷ୍ଠ ଆଇପିଏସ୍‌ ଅଫିସର ତପନ କୁମାର ଡେକାଙ୍କୁ ଶୁକ୍ରବାର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ଆଇବି ମୁଖ୍ୟ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଜୁନ୍‌ ୩୦ରେ ଶେଷ ହେଉଥିବାବେଳେ ତାଙ୍କ ସ୍ଥାନରେ ଡେକା ଯୋଗଦେବେ। ୧୯୮୮…

ନୂଆ ଶ୍ରମ ଆଇନକୁ ବିରୋଧ

ଭୁବନେଶ୍ୱର(ବ୍ୟୁରୋ)/ ନୂଆଦିଲ୍ଲୀ, ୨୫।୬: ଦେଶରେ ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ନୂଆ ଶ୍ରମ ଆଇନ ଲାଗୁ ହୁଏ, ତା’ହେଲେ ଶ୍ରମିକମାନେ ବ୍ୟାପକ କ୍ଷତି ସହିବେ ବୋଲି ସଙ୍ଗଠନଗୁଡିକ ପକ୍ଷରୁ ଆଶଙ୍କା କରାଯାଉଛି। ମୁଖ୍ୟତଃ ଏହି ଆଇନ ବଡ଼…

ଆସାମ ବନ୍ୟା: ଚଳିତ ବର୍ଷ ମୃତକଙ୍କ ସଂଖ୍ୟା ୧୧୭

ଗୁଆହାଟି,୨୫ ।୬: ଦେଶର ପୂର୍ବୋତ୍ତର ରାଜ୍ୟ ଆସାମରେ ଆସିଥିବା ବନ୍ୟା ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । କିଛି ଜିଲାରେ ଏବେବି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁ ଶୁକ୍ରବାର ୪୫.୩୪ ଲକ୍ଷ…

କଠୋର ହେଲେ ଠାକ୍‌ରେ

ମୁମ୍ବାଇ/ଗୁଆହାଟୀ/ନୂଆଦିଲ୍ଲୀ,୨୫ା୬: ଶିବସେନାର ଦୁଇ ନମ୍ବର ନେତା ଏକନାଥ ସିନ୍ଧେ ଭାଜପା ଶାସିତ ଆସାମର ଏକ ହୋଟେଲରେ ବିଦ୍ରୋହୀ ବିଧାୟକମାନଙ୍କୁ ଧରି ମହାରାଷ୍ଟ୍ର ଦଖଲ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ। ଶୁକ୍ରବାର ଆଉ ଦୁଇଜଣ ଶିବସେନା ବିଧାୟକ ବିଦ୍ରୋହୀ ଶିବିରରେ ସାମିଲ ହେବା…

ରାହୁଲ ଗାନ୍ଧୀଙ୍କ ଓ୍ବାୟନାଡ ଅଫିସ ଭଙ୍ଗାରୁଜା

ଓ୍ବାୟନାଡ,୨୫।୬: କେରଳର ଓ୍ବାୟନାଡରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଅଫିସ୍‌କୁ ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ସଦସ୍ୟମାନେ ଭଙ୍ଗାରୁଜା କରିଛନ୍ତି। ଶୁକ୍ରବାର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ରାହୁଲଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ସେଠାରେ ଥିବା ଆସବାବପତ୍ର…

ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ,୨୫।୬: ଜଣେ ୭.୫ ବର୍ଷର ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଓ ହତ୍ୟା ମାମଲାରେ ଅପରାଧୀଙ୍କୁ ମିଳିଥିବା ମୃତ୍ୟୁ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ଶୁକ୍ରବାର କାଏମ ରଖିଛନ୍ତି। ୨୦୧୫ ମେ’ ୨୯ରେ ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତ ମନୋଜ…

ଏକାଠି ଦୃଶ୍ୟମାନ ୫ ଗ୍ରହ

ନୂଆଦିଲ୍ଲୀ,୨୫ା୬: ସୌରଜଗତର ୫ ଗ୍ରହ ଏକାଠି ଦୃଶ୍ୟମାନ ହୋଇଛନ୍ତି। କୋଟି କୋଟି କିଲୋମିଟର ଦୂରରେ ନିଜ କକ୍ଷ ପଥରେ ଘୂରୁଥିବା ଗ୍ରହମାନେ ଏବେ ଗୋଟିଏ ସରଳରେଖାରେ ଅବସ୍ଥାପିତ । ବୁଧ, ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଗ୍ରହ ଏକ ସରଳରେଖାରେ…

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପଛରେ ଭାଜପାର ହାତ: ଠାକରେ

ମୁମ୍ବାଇ,୨୫ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପରେ ଦଳକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶେଷ ପ୍ରୟାସ ଚଳାଇଛନ୍ତି । ଦଳର ଜିଲା ଓ ବିଭାଗ ମୁଖ୍ୟଙ୍କର ଶୁକ୍ରବାର ହୋଇଥିବା ବୈଠକରେ ଠାକରେ ସିନ୍ଦେ ଓ ତାଙ୍କ ସହ ଥିବା ଅସନ୍ତୁଷ୍ଟ…

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ସନ୍ଧ୍ୟା ସାଢ଼େ ୬ଟାରେ ମାତୋଶ୍ରୀରେ ବସିବ ବଡ଼ ବୈଠକ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ଏବେ ଚେକ୍‌ ମ୍ୟାଟର ଖେଳ ଜାରି ରହିଛି। ଗୋଟିଏ ପଟେ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ଦଳ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଅନ୍ୟପଟେ ଶିବସେନା ବିଧାୟକମାନେ ଜଣେ ପରେ ଜଣେ ଉଦ୍ଧବ ଠାକେରଙ୍କଠାରୁ ଅଲଗା…

ସରକାରୀ ସ୍କୁଲରେ ପିଲାଙ୍କୁ ସପ୍ତାହକୁ ମିଳିବ ୨ଥର କ୍ଷୀର

ଜୟପୁର,୨୪।୬: ସ୍କୁଲ ପିଲାଙ୍କ ପାଇଁ ରାଜସ୍ଥାନ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସରକାରୀ ସ୍କୁଲର ପିଲାଙ୍କୁ ସପ୍ତାହକୁ ୨ଥର କ୍ଷୀର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଜେଟରେ ଘୋଷଣା…

ଅଜିତ ପାୱାରଙ୍କ ଦାବି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ନିକଟରେ ରହିଛି ବହୁମତ

ମୁମ୍ବାଇ,୨୪ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ଶିବସେନା ମେଣ୍ଟ ସରକାର ଏକ ପ୍ରକାର ଭାଙ୍ଗିବାକୁ ଯାଉଛି କହଲେ ଚଳେ । ହେଲେ ଏହାରି ଭିତରେ ସାମନ୍ୟ ଆଶା ସଂଚାର କରିଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri