ଜାତୀୟ

କହ୍ନେୟା ଲାଲଙ୍କ ହତ୍ୟା ଘଟଣା: ରାଜସ୍ଥାନ ସମେତ ଅନେକ ସହରରେ ବନ୍ଦ ପାଳନ

ଜୟପୁର,୨।୭: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସମଗ୍ର ରାଜସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଶନିବାର ରାଜସ୍ଥାନର ଅନେକ ସହରରେ ବନ୍ଦ ପାଳନ କରାଯାଇଛି। ହିନ୍ଦୁ ସଂଗଠନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦର…

ଦେଶରେ ଥମୁନି ମୃତ୍ୟୁସଂଖ୍ୟା: ଡରାଇଲାଣି ୫ ରାଜ୍ୟ

ନୂଆଦିଲ୍ଲୀ,୨।୭: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ଦିନେ କମିଲେ ଦିନେ ବଢ଼ୁଛି। ଶୁକ୍ରବାର ଅପେକ୍ଷା ଶନିବାର ଏହି ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପାଇଛି। ଶୁକ୍ରବାର ତୁଳନାରେ ଶନିବାର ଏହି…

ଅଭିଯୁକ୍ତଙ୍କ ବାଇକ୍‌ରେ ୨୬/୧୧ ନମ୍ବର

ଉଦୟପୁର,୨।୭: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଅଭିଯୁକ୍ତ ରିଆଜ ଅଖ୍‌ତାରୀ ତାଙ୍କ ବାଇକ୍‌ରେ ‘୨୬୧୧’ (୨୦୦୮ ନଭେମ୍ବର ୨୬ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ) ନମ୍ବର ଲଗାଇଥିଲେ। ଏନେଇ ସେ ୨୦୧୩ରେ ୫ ହଜାର ଟଙ୍କା ଖର୍ଚ୍ଚ କରି ଏହି…

ଦିବ୍ରୁଗଡ଼ର ସିଆରପିଏଫ୍‌ କ୍ୟାମ୍ପରେ ପଶିଲା ବନ୍ୟା ପାଣି

ଦିବ୍ରୁଗଡ଼,୨।୭: ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଗତ କିଛି ଦିନରୁ ପ୍ରବଳ ବର୍ଷା ଯୋଗୁ ଅନେକ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୨୬ଟି ଜିଲାରେ ୩୧.୫୪ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବନ୍ୟା…

ଶିବସେନାକୁ ପୁଣି ଝଟ୍‌କା: ବିଧାୟକଙ୍କ ପରେ ଏମ୍‌ପି କରିପାରନ୍ତି ବିଦ୍ରୋହ

ମୁମ୍ବାଇ,୨।୭: ମହାରାଷ୍ଟ୍ରରେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ସରକାର ଭାଙ୍ଗିପଡ଼ିଛି। ଭାଜପା ସମର୍ଥନରେ ଏକନାଥ ସିନ୍ଧେ ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ବିଧାୟକଙ୍କ ପରେ ଏବେ କେତେକ ଏମ୍‌ପି ମଧ୍ୟ…

ଜୁଲାଇ ୧୨ରେ ଦେଓଗର ଗସ୍ତ କରିବେ ମୋଦି: ଅନେକ ଯୋଜନାର କରିବେ ଶିଳାନ୍ୟାସ

ରାଞ୍ଚି,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୨ରେ ଝାଡ଼ଖଣ୍ଡର ବିଶ୍ୱ ପ୍ରସିଦ୍ଧ ଦେବଭୂମି ଦେଓଘର ଗସ୍ତ କରିବେ। ସେଠାରେ ସେ ୧୧-୧୨ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଏଥିସହ ମୋଦି ସାନ୍ତାଳ ପରଗନାର ଲୋକଙ୍କୁ ଉପହାର ଭେଟି ଦେବେ…

ଦୀର୍ଘ ୧୮ ପରେ ତେଲେଙ୍ଗାନାରେ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ: ପ୍ରଧାନମନ୍ତ୍ରୀ ମୋଦି ହେବେ ସାମିଲ

ହାଇଦ୍ରାବାଦ,୨।୭: ଚଳିତ ଥର ହାଇଦ୍ରାବାଦରେ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହେଉଛି। ହାଇଦ୍ରାବାଦର ନୋଭାଟେଲ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଶନିବାରଠାରୁ ଆରମ୍ଭ ହୋଇ ରବିବାର ଅର୍ଥାତ୍‌ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ଭାଜପା…

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୭୩କୁ ବଢିଲା

ଗୁଆହାଟୀ,୨।୭: ଆସାମରେ ବନ୍ୟା ପରିସ୍ଥିତି ଏବେ ସଙ୍କଟାପର୍ଣ୍ଣ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି। ବନ୍ୟାରେ ୩୦ଟି ଜିଲାରେ ୨୯ଲକ୍ଷରୁ ଅଧିକ ଲୋକେ…

ବିମାନ ଭିତରେ ଧୂଆଁ: ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨।୭: ସ୍ପାଇସ ଜେଟର ଏକ ବିମାନ ଭିତରେ ପ୍ରବଳ ଧୂଆଁ ଦେଖାଯିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ନୂଆଦିଲ୍ଲୀରୁ ଜବଲପୁର ଅଭିମୁଖେ ଯାଉଥିଲା ବିମାନ। ତେବେ ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା…

ଗୋଆ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

ମୁମ୍ବାଇ,୨ ।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶନିବାର ଗୋଆ ପହଞ୍ଚିଛନ୍ତି । ଯେଉଁଠାରେ ଶିବସେନାର ସମସ୍ତ ଅସନ୍ତୁଷ୍ଟ ବିଧାୟକ ରହିଛନ୍ତି ସେହିଠାରେ ପହଞ୍ଚିଛନ୍ତି ସିନ୍ଧେ । ଏମାନେ ସମସ୍ତେ ସିନ୍ଧେଙ୍କ ସହ ମିଶି ଉଦ୍ଧବ ଠାକରେ ସରକାରକୁ ଭାଙ୍ଗି ଦେଇଛନ୍ତି…

ତୁର୍କୀ, ପେରୁରେ ଭାରତର ନୂଆ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨।୭: କେନ୍ଦ୍ର ସରକାର ଶୁକ୍ରବାର ତୁର୍କୀ ଓ ପେରୁ ପାଇଁ ଭାରତର ଦୁଇଜଣ ନୂଆ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ୧୯୯୮ ବ୍ୟାଚ୍‌ ଆଇଏଫ୍‌ଏସ୍‌ ବିଶ୍ୱାସ ବିଦୁ ସପକାଲିଙ୍କୁ ପେରୁର ରାଷ୍ଟ୍ରଦୂତ ବଛା…

୩ ପିଲାଙ୍କୁ ବିଷ ଖୁଆଇଦେଲେ ମା’

ଭୋପାଳ, ୨ା୭: ସ୍ବାମୀଙ୍କ ସହ ଫୋନ୍‌ରେ ଝଗଡ଼ା କରି ମଧ୍ୟପ୍ରଦେଶର ୩୫ ବର୍ଷୀୟା ମହିଳା ମମତା ତାଙ୍କ ୩ ପିଲାଙ୍କୁ ମୂଷାମରା ବିଷ ଖୁଆଇଦେଇଛନ୍ତି। ପିଲାଙ୍କ ପରେ ସେ ନିଜେ ମଧ୍ୟ ବିଷ ଖାଇଦେଇଥିଲେ। ଏଥିରେ ତାଙ୍କ ୭ ବର୍ଷୀୟ ଝିଅ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri