ଜାତୀୟ

ଭୁଶୁଡ଼ିଲା କୋଠା, ଜଣେ ମୃତ

ନୂଆଦିଲ୍ଲୀ,୨୪ା୭: ଦିଲ୍ଲୀର ମୁସ୍ତଫାବାଦର ବାବୁନଗରରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ୩ଟି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…

ସ୍ୱାଧିନତାର ମହାପର୍ବ ସହ ଆରମ୍ଭ ହେବ ‘କୌନ ବନେଗା କରୋଡପତି’ର ନୂଆ ସିଜନ

ମୁମ୍ବାଇ,୨୪ ।୭: ଟେଲିଭିଜନ ଦୁନିଆର ସବୁଠାରୁ ଆକର୍ଷିତ କ୍ୱିଜ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ବେଶ କିଛିବର୍ଷ ହେବ ଦର୍ଶକଙ୍କ ମନୋରଞ୍ଜନ କରି ଆସିଛି । ଏହାର ୧୩ ତମ ସିଜନ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ…

ଅଗ୍ନିପଥ ଯୋଜନା ଅଧିନରେ ଭାରତୀୟ ନୌସେନାକୁ ମିଳିଛି ୩ ଲକ୍ଷରୁ ଅଧିକ ଆବେଦନ

ନୂଆଦିଲ୍ଲୀ,୨୪ ।୭: ଭାରତୀୟ ନୌସେନା ପକ୍ଷରୁ ଅଗ୍ନିବୀର ପଦରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏହାର ଶେଷ ତାରିଖ ଜୁଲାଇ ୨୨, ୨୦୨୨ ରଖାଯାଇଥିଲା । ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ଭାରତୀୟ ନୌସେନାରେ…

କଥା ରଖିଲେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୪ ।୭: ପଞ୍ଜାବର ଆମ ଆଦମୀ(ଏଏପି) ସରକାର ଦିଲ୍ଲୀ ଭଳି ପଞ୍ଜାବରେ ବି ମାଗଣା ବିଜୁଳୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ଏଥିନେଇ ସରକାର ଏକ ସର୍କୁଲାର ଜାରି କରିଛନ୍ତି । ଏହି ସର୍କୁଲାର ଅଧିନରେ ପ୍ରତି ମାସରେ ପଞ୍ଜାବବାସୀଙ୍କୁ…

୧୮ ବର୍ଷରୁ କମ୍‌ ବୟସ୍କ ମୁସଲମାନ୍‌ ବାଳିକା ବିବାହ ନେଇ ସରକାରଙ୍କ ଜବାବ ଲୋଡିଲେ ହାଇକୋର୍ଟ…

ନୈନିତାଲ, ୨୩।୭ : ୧୮ ବର୍ଷରୁ କମ ବୟସ୍କ ମୁସଲମାନ ବାଳିକାଙ୍କ ବିବାହକୁ ବେଆଇନ ଘୋଷଣା କରିବାକୁ ଚାହୁଁଥିବା ଏକ ଜନସ୍ବାର୍ଥ ମାମଲା ଉପରେ ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଜବାବ ଲୋଡିଛନ୍ତି। ୟୁଥ ବାର୍‌ ଆସୋସିଏଶନ ଅଫ…

ସାଇକେଲ ଛାଡ଼ି ଅଲଗା ରାସ୍ତାରେ ବଙ୍କୁଲି ବାଡ଼ି…

ଲକ୍ଷ୍ନୌ, ୨୩।୭ : ଉତ୍ତରପ୍ରଦେଶ ରାଜନୀତିରେ ଶନିବାର ଉଷ୍ଣତା ଭରିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ମାମୁ ଶିବପାଲ ସିଂ ଯାଦବ ଏବଂ ସୁହେଲଦେବ ଭାରତ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭରଙ୍କୁ ଏକ ଚିଠି ଲେଖିଛନ୍ତି…

ଦୁର୍ନୀତିରେ ବୁଡ଼ି ରହିଛନ୍ତି ଟିଏମ୍‌ସି ସରକାର…

ନୂଆଦିଲ୍ଲୀ, ୨୩।୭ : ପଶ୍ଚିମବଙ୍ଗରେ ସ୍କୁଲ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସରକାରଙ୍କ ଉଦ୍ୟୋଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ପରେ କେନ୍ଦ୍ରୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଟିଏମ୍‌ସି…

ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆଶଙ୍କା-ଭାଙ୍ଗିଯିବ ଶିନ୍ଦେ ସରକାର, କହିଲେ ଆଦିତ୍ୟ ଠାକରେ…

ନୂଆଦିଲ୍ଲୀ, ୨୩।୭ : ଶିବସେନା ନେତା ଆଦିତ୍ୟ ଠାକରେ ଶନିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଖୁବ ଶୀଘ୍ର ଭାଙ୍ଗି ପଡ଼ିବ। ଏଥି ସହ ଖୁବ ଶୀଘ୍ର ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ମଧ୍ୟ ଅନୁଷ୍ଠିତ…

ଦିନ-ରାତି ଉଡ଼ିବ ଜାତୀୟ ପତାକା, ଫ୍ଲାଗ୍‌ କୋଡ୍‌ରେ ସଂଶୋଧନ…

ନୂଆଦିଲ୍ଲୀ, ୨୩।୭ : କେନ୍ଦ୍ର ସରକାର ଫ୍ଲାଗ କୋଡରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ଏଣିକି ଜାତୀୟ ପତାକା ଦିନ-ରାତି ସବୁ ସମୟରେ ଉଡ଼ାଯାଇ ପାରିବ। ଏବେ ପଲିଷ୍ଟର ଏବଂ ମେସିନ ନିର୍ମିତ ଜାତୀୟ ପତାକା ମଧ୍ୟ ବ୍ୟବହାର କରାଯାଇପାରିବ। ସ୍ବାଧୀନତାର ଅମୃତ…

ଭୁପେଶ-ରମଣ ଟୁଇଟର ଯୁଦ୍ଧ…

ରାୟପୁର, ୨୩।୭ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ ଜାରି ରହିଛି। ପୂର୍ବରୁ ବିଭିନ୍ନ ସାଧାରଣ ସଭାରେ ଦୁହେଁ ପରସ୍ପରକୁ କାଦୁଅ ଫିଙ୍ଗୁଥିବାବେଳେ ଏବେ ଦୁଇ ଭେଟେରାନ ସୋସିଆଲ…

ବିଦାୟ ନେଲେ କୋବିନ୍ଦ…

ନୂଆଦିଲ୍ଲୀ, ୨୩।୭ : ସଂସଦ ଗୃହର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ବିଦାୟ ଦିଆଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ,, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ବହୁ କେନ୍ଦ୍ର…

ଫଡ଼ନଭିସଙ୍କ ଫୋନ୍‌ ଟାପିଂ ମାମଲାର ହେବ ସିବିଆଇ ଯାଞ୍ଚ୍‌, ଶିନ୍ଦେ ସରକାରଙ୍କ ନିର୍ଦ୍ଦେଶ…

ମୁମ୍ବାଇ, ୨୩।୭ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ରାଜ୍ୟ ପୋଲିସକୁ ଦୁଇଟି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କ ଫୋନ୍‌ ଟାପିଂ ମାମଲା ମଧ୍ୟ ରହିଛି। ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?