ଜାତୀୟ

ସମର୍ଥନ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଦକ୍ଷିଣ ଭାରତ ଗସ୍ତ…

ଚେନ୍ନାଇ, ୨।୭ : ଭାଜପା ନେତୃତ୍ୱାଧିନ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସମର୍ଥନ ଯୋଗାଡ଼ ପାଇଁ ଦକ୍ଷିଣ ଭାରତ ଗସ୍ତ କରିଛନ୍ତି। ଏହି ମର୍ମରେ ସେ ଶନିବାର ତାମିଲନାଡୁରେ ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଇ.ପାଲାନିସାମୀ ଏବଂ ଓ.ପନିରସେଲଭାମ୍‌ଙ୍କୁ…

ଏଫସିଆର୍‌ଏ ନିୟମରେ ପରିବର୍ତ୍ତନ, ସମ୍ପର୍କୀୟ ବିଦେଶରୁ ପଠାଇ ପାରିବେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା…

ନୂଆଦିଲ୍ଲୀ, ୨।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଦେଶୀ ଅଂଶଦାନ ନିୟମାବଳୀ ଅଧିନିୟମ (ଏଫସିଆର୍‌ଏ) ସହ ଜଡିତ କେତେକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ଏଣିକି ଭାରତୀୟମାନେ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଠାରୁ ବର୍ଷକୁ ୧୦…

କହ୍ନେୟାଙ୍କ ହତ୍ୟାକାଣ୍ଡ, ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା…

ନୂଆଦିଲ୍ଲୀ, ୨।୭ : କହ୍ନେୟା ଲାଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅତାରିଙ୍କ ରାଜନୈତିକ ଭାଜପା ଲିଙ୍କ୍‌ ନେଇ ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କଂଗ୍ରେସର ଜାତୀୟ ମୁଖପାତ୍ର ପୱନ ଖେଡା ଶନିବାର ଅପରାହ୍ନରେ ଦିଲ୍ଲୀରେ…

କହ୍ନେୟାଙ୍କ ହତ୍ୟାକାରୀଙ୍କ ଭାଜପା ଲିଙ୍କ୍‌ ନେଇ ରାଜନୀତି ଆରମ୍ଭ…

ଉଦୟପୁର, ୨।୭ : ଉଦୟପୁରରେ କହ୍ନେୟା ଲାଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅତାରିଙ୍କ ରାଜନୈତିକ ଲିଙ୍କ୍‌ ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଫଟୋରେ ତାଙ୍କୁ ଭାଜପାର ବରିଷ୍ଠ ନେତା ଗୁଲାବଚନ୍ଦ କଟାରିଆଙ୍କ…

ପିସି ଜର୍ଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା…

ଥିରୁଭାନନ୍ତପୁରମ, ୨।୭ : କେରଳର ପୂର୍ବତନ ବିଧାୟକ ପିସି ଜର୍ଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ନିର୍ଯାତନା ମାମଲା ରୁଜୁ ହୋଇଛି। ପୂର୍ବତନ ବିଧାୟକଙ୍କ ବିରୋଧରେ ଆଇପିସିର ଧାରା ୩୫୪ ଏବଂ ୩୫୪- ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।…

ନ୍ୟାୟପାଳିକା ସେମାନଙ୍କର କାର୍ଯ୍ୟସୂଚୀକୁ ସମର୍ଥନ କରୁ ବୋଲି ରାଜନୈତିକ ଦଳ ଚାହୁଁଛନ୍ତି, ସିଜେଆଇଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨।୭ : ଗଣତନ୍ତ୍ରରେ ନ୍ୟାୟପାଳିକାର ଭୂମିକା ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି ରମନା ତାଙ୍କ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ରାଜନୈତିକ ଦଳ ମଧ୍ୟରେ ଏକ ଭୁଲ ଧାରଣା ରହିଛି ଯେ ନ୍ୟାୟପାଳିକା ସେମାନଙ୍କ କାର୍ଯ୍ୟକୁ…

୧୪ ଦିନିଆ ନ୍ୟାୟିକ ହେପାଜତରେ ଜୁବେର…

ନୂଆଦିଲ୍ଲୀ, ୨।୭ : ଚାରି ବର୍ଷ ତଳେ ୨୦୧୮ରେ କରାଯାଇଥିବା ଏକ ଟୁଇଟ୍‌ ନେଇ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଶନିବାର ପାଟିଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜୁବେର ଏକ ଜାମିନ ଆବେଦନ କରିଥିଲେ…

ଭାଜପା ସରକାରଙ୍କୁ ପୁଣି ଘେରିଲେ ବରୁଣ, ରୁଟି-କପଡ଼ା-ମକାନ ପରେ ଏବେ ଚିକିତ୍ସା ବି ହେଲା ମହଙ୍ଗା…

ନୂଆଦିଲ୍ଲୀ, ୨।୭ : ଦେଶରେ ବୃଦ୍ଧି ପାଉଥିବା ଦରଦାମ୍‌ ବୃଦ୍ଧି ନେଇ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ନିଜ ସରକାରକୁ ପୁଣି ଘେରିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ସେ ଭାଜପା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ମଧ୍ୟ…

ମନରେଗାକୁ ବୁଝି ପାରି ନାହାନ୍ତି ପ୍ରଧାନମନ୍ତ୍ରୀ…

ଓ୍ବାୟନାଡ଼, ୨।୭ : କେରଳ ଗସ୍ତର ଦ୍ୱିତୀୟ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ୱାୟନାଡରେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ମନରେଗା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଭେଟି ସେମାନଙ୍କୁ…

ମତେ ବି ମିଳିଥିଲା ଗୁଆହାଟୀ ଯିବାକୁ ଅଫର, କହିଲେ ସଞ୍ଜୟ…

ମୁମ୍ବାଇ, ୨।୭ : ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଶନିବାର ପ୍ରକାଶ କରିଛନ୍ତି ଯେ ତାଙ୍କୁ ମଧ୍ୟ ଗୁଆହାଟୀ ଯିବାକୁ ଅଫର ମିଳିଛି। ରାଉତ କହିଛନ୍ତି, ମୁଁ ମଧ୍ୟ ଗୁଆହାଟି ଯିବାକୁ ଏକ ଅଫର ପାଇଥିଲି, କିନ୍ତୁ ମୁଁ ବାଲାସାହେବ…

ମିଶନ ୨୦୨୪, ପଞ୍ଜାବ ପାଇଁ ଭାଜପାର ସ୍ବତନ୍ତ୍ର ଯୋଜନା…

ଚଣ୍ଡିଗଡ଼, ୨।୭ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ନୂତନ ଦଳ ଗଠନ କରିଥିଲେ। ଏହାକୁ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ଭାବେ ନାମକରଣ ମଧ୍ୟ କରିଥିଲେ। ବର୍ତ୍ତମାନ ଖୁବ ଶୀଘ୍ର…

ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଇମ୍ଫାଲ୍‌,୨।୭: ମଣିପୁର ନୋନି ଜିଲାରେ ବୁଧବାର ରାତିରେ ହୋଇଥିବା ଭୂସ୍ଖଳନରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଶନିବାର ମଧ୍ୟାହ୍ନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଜବତ କରିଛି। ସେମାନଙ୍କ ମଧ୍ୟରେ ୧୮ ଜଣ ଯବାନ ରହିଥିବା ବେଳେ ୬ ଜଣ ସାଧାରଣ ନାଗରିକ ରହିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri