ହିମାଚଳର ସମସ୍ତ ଅନ୍ତର୍ଜାତୀୟ ସୀମା ସିଲ
ଚଣ୍ଡିଗଡ଼,୯ ।୫: ହିମାଚଳ ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ହଠାତ୍ ରବିବାର ସମସ୍ତ ଅନ୍ତର୍ଜାତୀୟ ସୀମାକୁ ସିଲ୍ କରି ଦେଇଛନ୍ତି । ଏହାସହ ପୋଲିସକୁ ସବୁଠି ଚେକିଂ କରିବାକୁ କୁହାଯାଇଛି । ଡିଜିପି କହିଛନ୍ତି ରାଜ୍ୟକୁ ଆସୁଥିବା ସମସ୍ତ ଗାଡିକୁ…
୧୫୦ରୁ ଊର୍ଦ୍ଧ୍ୱ ଆସନ ଲକ୍ଷ୍ୟରେ ଭାଜପା
ଅହମଦାବାଦ,୯।୫: ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ହୋଇଛି। ରାଜ୍ୟ ଭାଜପା ସଭାପତି ସି.ଆର୍. ପାଟିଲ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଛି। ୧୮୨…
ଆସାମରେ ଶାହା
ଗୁଆହାଟି,୯ ।୫: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତିରେ ଦୁଇ ଦିବସୀୟ ଆସାମ ଗସ୍ତରେ ଗୁଆହାଟିରେ ଲୋକପ୍ରିୟ ଗୋପିନାଥ ବୋରଦୋଲାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ସ୍ୱାଗତ…
ହରିଦ୍ୱାର-ରୁରକି ସମେତ ୬ ରେଲୱେ ଷ୍ଟେଶନକୁ ଉଡାଇ ଦେବାକୁ ଧମକ
ରୁରକି,୯ ।୫: ରୁରକି ରେଲୱେ ଷ୍ଟେଶନର ଅଧିକ୍ଷକଙ୍କୁ ଏକ ଧମକପୂର୍ଣ୍ଣ ପତ୍ର ମିଳିଛି । ଯେଉଁଥିରେ ୨୧ ମେ’କୁ ଲସ୍କର, ନାଜିବାବାଦ, ଡେରାଡୁନ, ରୁରକି, ରିଷିକେଶ, ହରିଦ୍ୱାର ରେଲୱେ ଷ୍ଟେଶନ ସମେତ ଆଉ କିଛି ଷ୍ଟେଶନ ବ୍ୟତୀତ ହରିଦ୍ୱାର ଓ ଅନ୍ୟାନ୍ୟ…
ଖଲିସ୍ତାନ ପତାକା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଶିମଲା,୮।୫: ହିମାଚଳପ୍ରଦେଶ ବିଧାନସଭାର ମୁଖ୍ୟ ପ୍ରବେଶ ପଥ ଏବଂ କାନ୍ଥରେ ରବିବାର ଖଲିସ୍ତାନ ପତାକା ଲାଗିଥିବା ଦେଖାଯାଇଛି। ଧର୍ମଶାଳାସ୍ଥିତ ଆସେମ୍ବ୍ଲି ବିଲ୍ଡିଂର କାନ୍ଥରେ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ପ୍ରଶାସନ ଉକ୍ତ ପତାକାକୁ ହଟାଇ ଦେଇଛି। ଖଲିସ୍ତାନ ପତାକା ଲଗାଯିବା ଘଟଣାକୁ ହିମାଚଳପ୍ରଦେଶ…
ପ୍ରଶାସନିକ ଅଧିକାରୀଙ୍କୁ ଯୋଗୀଙ୍କ କଡ଼ା ନିର୍ଦ୍ଦେଶ
ଝାନ୍ସି,୮।୫: ରାସ୍ତାରେ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ନ ଦେବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କାର୍ଯ୍ୟକ୍ରମ କେବଳ ଧର୍ମସ୍ଥଳୀ ପରିସରରେ କରାଯିବା ଆବଶ୍ୟକ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି। ଲଲିତପୁର…
ଇଡଲି ଆମ୍ମାଙ୍କୁ ବଡ଼ ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା
ଚେନ୍ନାଇ,୮।୫: ତାମିଲନାଡୁର ଭାଡିଭେଲାମପାଲାୟାମର ବାସିନ୍ଦା ଏମ କମଲାଥଲଙ୍କୁ ମାତୃ ଦିବସରେ ବଡ଼ ଉପହାର ମିଳିଛି। ଇଡଲି ଆମ୍ମା ନାମରେ ଜଣାଶୁଣା କମଲାଥଲଙ୍କୁ ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏକ ଘର ଭେଟି ଦେଇଛନ୍ତି। ଏନେଇ ମହିନ୍ଦ୍ରା ଟୁଇଟ୍ ଯୋଗେ ସୂଚନା…
ଜାହାଙ୍ଗୀରପୁରୀ ହିଂସା ମାମଲା: ୮ ଅଭିଯୁକ୍ତଙ୍କ ଜାମିନ ଖାରଜ
ନୂଆଦିଲ୍ଲୀ,୮।୫: ଦିଲ୍ଲୀର ରୋହିଣୀ କୋର୍ଟ ରବିବାର ଜାହାଙ୍ଗୀରପୁରୀ ହିଂସା ମାମଲାର ଶୁଣାଣି କରି ୮ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଜାମିନରେ ମୁକ୍ତ କରାଗଲେ ସାକ୍ଷୀ ପ୍ରଭାବିତ ହେବାର ଆଶଙ୍କା ରହିଥିବା କୋର୍ଟ ପକ୍ଷରୁ କୁହାଯାଇଛି। ଏପରି କି…
ବିଧାନସଭା ପାଚେରିରେ ଉଡିଲା ଖଲିସ୍ତାନୀ ପତାକା
ଧର୍ମଶାଳା,୮।୫: ହିମାଚଳ ପ୍ରଦେଶ ଧର୍ମଶାଳା ସ୍ଥିତ ବିଧାନସଭାର ପାଚେରିରେ ରବିବାର ଖଲିସ୍ତାନୀ ପତାକା ଉଡୁଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ପାଚେରିରେ ଖଲିସ୍ତାନ ସମର୍ଥରେ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ପୋଲିସ ଏହି ଘଟଣାର ସୂଚନା ପାଇବା ମାତ୍ରେ ତୁରନ୍ତ ପତାକା…
୨୫ ବର୍ଷ ପରେ ଜମି କ୍ଷତିପୂରଣ ମିଳିଲା ୧୦୦ କୋଟି
ନୋଏଡା,୮।୫: ଛଅ ସପ୍ତାହ ମଧ୍ୟରେ ଜଣେ ଜମି ମାଲିକଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନୋଏଡା ପ୍ରାଧିକରଣକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ରେଡ୍ଡୀ ଭେରାନା ୧୯୯୭ ମସିହାରେ ଚାଲେରା ବଙ୍ଗର ଗ୍ରାମରେ ୧ କୋଟି ଟଙ୍କା ମୂଲ୍ୟରେ…
ଉଦ୍ଧବଙ୍କୁ ନବନୀତଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଅଛି ତ ମୋ ସହ ନିର୍ବାଚନ ଲଢି ଦେଖାଅ
ମୁମ୍ବାଇ,୮ ।୫: ହନୁମାନ ଚାଳିଶା ବିବାଦ ପରେ ଚର୍ଚ୍ଚାରେ ଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍ପି ନବନୀତ ରାଣା ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେ ମହାରାଷ୍ଟ୍ରର…
ଅମିତ ଶାହାଙ୍କ ସହ ରାତ୍ରୀ ଭୋଜନର ଗୋଟିଏ ଦିନ ପରେ ଦିଦିଙ୍କୁ ପ୍ରଶଂସା କଲେ ଗାଙ୍ଗୁଲି
କୋଲକତା,୮।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ରାତ୍ରୀ ଭୋଜନ କରିବାର ଗୋଟିଏ ଦିନ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିଛନ୍ତି। ଏକ ଘରୋଇ ହସ୍ପିଟାଲର ଉଦଘାଟନୀ କାର୍ଯ୍ୟକ୍ରମରେ ଗାଙ୍ଗୁଲି କହିଛନ୍ତି,…
Archives


