ଜାତୀୟ

ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଜଣେ ଯବାନ ଶହୀଦ

ଅଗରତାଲା,୧୯।୮: ଉତ୍ତର ତ୍ରିପୁରା ଜିଲା କାଞ୍ଚନପୁର ସ୍ଥିତ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ସକାଳେ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ଅଫ୍‌ ତ୍ରିପୁରା(ଏନ୍‌ଏଲ୍‌ଏଫ୍‌ଟି)ର କେତେକ ସନ୍ଦିଗ୍ଧ ଉଗ୍ରପନ୍ଥୀ ଓ ବିଏସ୍‌ଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ…

ଜରୁରୀ ଅବତରଣ କଲା ନୀତୀଶଙ୍କ ହେଲିକପ୍ଟର

ପାଟନା,୧୯ ।୮: ପାଗ ଖରାପ ଯୋଗୁ ଶୁକ୍ରବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଛି । ରାଜ୍ୟରେ ଉପିଜିଥିବା ମରୁଡି ପରିସ୍ଥିତିର ଅନୁଧ୍ୟାନ କରିବାକୁ ସେ ନିଜ ହେଲିକପ୍ଟରରେ ବାହାରିଥିଲେ । ହେଲେ ପାଗ ଖରାପ…

ମୁମ୍ବାଇରେ ଭୁଶୁଡ଼ିଲା କୋଠାଘର

ମୁମ୍ବାଇ,୧୯।୮: ମୁମ୍ବାଇରେ ଶୁକ୍ରବାର ୪ମହଲା ବିଶିଷ୍ଟ ଏକ କୋଠାଘର ଭୁଶୁୁଡ଼ିପଡ଼ିଛି। ମହାନଗରର ବୋରିଭାଲି ପଶ୍ଚିମର ସାଇବାବା ନାଗରରେ ଥିବା ଏକ ୪ମହଲା କୋଠାଘର ଗୀତାଞ୍ଜଳି ଆପାର୍ଟମେଣ୍ଟ ଭୁଶୁଡ଼ିିପଡ଼ିଛି। ଏହାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିବା କୁହାଯାଉଛି। ତେବେ ବର୍ତ୍ତମାନ…

୧୫୦ କୋଟି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ: କଂଗ୍ରେସକୁ ଦାୟୀ କଲେ ମନ୍ତ୍ରୀ

ଚଣ୍ଡିଗଡ଼,୧୯।୮: ଚାଷୀମାନେ କ୍ଷେତରେ ନଡ଼ା ପୋଡ଼ିବା ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିଲା। ଏହାର ସମାଧାନ ପାଇଁ ପଞ୍ଜାବ ସରକାର ୨୦୧୮ରେ ୯୦,୪୨୨ ନଡ଼ା ପରିଚାଳନା ମେଶିନ୍‌ କିଣିଥିଲେ। ସେଥିରୁ ୧୧,୨୭୫ ମେଶିନ୍‌ ଗାଏବ ହୋଇଯାଇଛି, ଯାହାର ମୂଲ୍ୟ ୧୫୦ କୋଟି ଟଙ୍କାରୁ…

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ଅହମ୍ମଦାବାଦ୍‌,୧୯।୮: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଭାରୁଚରେ ଦଳର ୭ ନେତା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଭାରୁଚ ସିଟି କଂଗ୍ରେସ ସଭାପତି ବିକି ସୋଖୀ, ରାଜ୍ୟ ଯୁବ ସାଧାରଣ…

ନୀତୀଶ କୁମାରଙ୍କୁ ବିଦେଶୀ ମହିଳାଙ୍କ ସହ ତୁଳନା କଲେ କୈଳାଶ ବିଜୟବର୍ଗିୟ

ଇନ୍ଦୋର,୧୯।୮: ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ ବିଦେଶରୁ ଭାରତ ଫେରିଛନ୍ତି। ସେ ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ତାଙ୍କୁ ସ୍ବାଗତ କରିଥିଲେ। ଏଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିଜୟବର୍ଗିୟ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।…

ସମୀର ଓ୍ବାଙ୍ଖେଡେଙ୍କୁ ହତ୍ୟା ଧମକ

ମୁମ୍ବାଇ,୧୯।୮: ମୁମ୍ବାଇର ପୂର୍ବତନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖେଡେଙ୍କୁ ସୋସିଆଲ ମିଡିଆରେ ଧମକ ଦିଆଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି। ଏନେଇ ସମୀର ଗୋରେଗାଓଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ସମୀର ପୋଲିସକୁ କହିଛନ୍ତି ଯେ,…

‘ସିବିଆଇକୁ ସ୍ବାଗତ, ଆମେ ସହଯୋଗ କରିବୁ’

ନୂଆଦିଲ୍ଲୀ,୧୯।୮: ଅବକାରୀ ପଲିସିକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉ କରିଛି। ଅବକାରୀ ପଲିସି ଲିଙ୍କରେ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନ ଉପରେ ସିବିଆଇ ପକ୍ଷରୁ ଚଢାଉ କରିଯାଇଛି। ଏହି ଚଢାଉ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌…

ଦେଶରେ କରୋନା ସଂକ୍ରମଣରେ କମୁନି

ନୂଆଦିଲ୍ଲୀ,୧୯।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୭୫୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…

ଅଲଗା ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ ମିଳୁଛି କରୋନା ଭାଇରସ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟ ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ କରୋନା ଭାଇରସ ଦେଖିବାକୁ ମିଳୁଥିବା କୁହାଯାଇଛି । ବସନ୍ତ କୁଞ୍ଜ ଫର୍ଟିଜ ହସ୍ପିଟାଲର ଡାଇରେକ୍ଟର ଡାକ୍ତର…

ମନିଷ ସିସୋଡିଆଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି କି ତାଙ୍କ ଘରକୁ ସିବିଆଇ ଆସିଛି । ଯାହାକୁ ସେ ସ୍ୱାଗତ କରିଛନ୍ତି । ମୁଁ ସଚ୍ଚୋଟ ବ୍ୟକ୍ତି ଆମେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢୁଛୁ…

ଦେଶର ପ୍ରଥମ ଇଲେକ୍ଟ୍ରିକ ଡବଲ ଡେକର ବସ

ନୂଆଦିଲ୍ଲୀ,୧୯ ।୮: ଦେଶର ପ୍ରଥମ ଡବଲ ଡେକର ଏସି ଇଲେକ୍ଟ୍ରିକ ବସ ମୁମ୍ବାଇରେ ଶୋ କେସ କରାଯାଇଛି । ସ୍ୱିଚ ମୋବିଲିଟି ଲିମିଟେଡ ଦେଶର ପ୍ରଥମ ଡବଲ ଡେକର ଏୟାର କଣ୍ଡିଶନର ବସ ସ୍ୱିଚ ଇଆଇଭି ୨୨କୁ ତିଆରି କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?