ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ
ଡେରାଡୁନ,୯।୫:ଉତ୍ତରାଖଣ୍ଡ ଚମ୍ପାୱାତ ଉପ-ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦଳର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଧାମି କହିଛନ୍ତି,ଚମ୍ପାୱତ ହେଉଛି ଗୁରୁ ଗୋରେଖନାଥଙ୍କ ଭୂମି। ଏଠାକାର ବିକାଶ…
ଟ୍ରେନ୍ ଟଏଲେଟ୍ରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
ମୁମ୍ବାଇ,୯।୫: ମହାରାଷ୍ଟ୍ର ପାଲଘର ଜିଲା ଅନ୍ତର୍ଗତ ଡାହାନୁ ରୋଡ୍ ରେଲଓ୍ବେ ଷ୍ଟେଶନରେ ସ୍ବରାଜ ଏକ୍ସପ୍ରେସ୍ ଟ୍ରେନ୍ରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବତୀଙ୍କ ନାମ ଆରତୀ କୁମାରୀ ଏବଂ ସେ ବିହାରର ହୋଇଥିବା ତାଙ୍କ ଆଧାର…
ଟଙ୍କା ପାଇଁ କରିଥାନ୍ତେ ବିସ୍ଫୋରଣ
ଚଣ୍ଡିଗଡ଼,୯।୫: ପଞ୍ଜାବର ତରନତାରନ ସାହିବ ଜିଲାରୁ ପୋଲିସ ବିସ୍ଫୋରକ ସାମଗ୍ରୀ ସମେତ ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଗୁଜ୍ଜରପୁରାର ବଲଜିନ୍ଦର ସିଂ ଏବଂ ଖାନୋଓ୍ବାଲ ଗ୍ରାମର ଜଗତାର ସିଂ। ସେମାନଙ୍କ ପାଖରୁ ଅଢ଼େଇ କିଲୋଗ୍ରାମ ଓଜନର…
୩୦ ମାସ ପରେ ମାତ୍ର ୨ ଦିନ ପାଇଁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବେ ଶୀର୍ଷକୋର୍ଟ…
ନୂଆଦିଲ୍ଲୀ, ୯।୫ : ସୋମବାର ସୁପ୍ରିମକୋର୍ଟର ବିଚାରପତି ଭାବେ ଜଷ୍ଟିସ ସୁଦର୍ଶନ ଧୁଲିଆ ଏବଂ ଜଷ୍ଟିସ ଜାମସେଦ ବି ପାରଦୀୱାଲା ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଏନ୍.ଭି. ରମନା ସେମାନେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଦୁଇଜଣ…
ସାମ୍ବାଦିକଙ୍କୁ ଘରେ ନ ପାଇ ଫେରି ଆସିଲା ପୋଲିସ ଟିମ୍
ଜୟପୁର,୯।୫: ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା ଏବଂ ଧର୍ମୀୟ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ଟିଭି ସାମ୍ବାଦିକ ଅମନ ଚୋପ୍ରାଙ୍କୁ ଗିରଫ କରିବା ଲାଗି ରାଜସ୍ଥାନର ଏକ ପୋଲିସ ଟିମ୍ ଉତ୍ତରପ୍ରଦେଶର ନୋଏଡାରେ ପହଞ୍ଚତ୍ଛି। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ…
ଗର୍ଜିଲେ ନବନୀତ
ମୁମ୍ବାଇ,୯ ।୫: ମହାରାଷ୍ଟ୍ର ଅମରାବତୀର ନିର୍ଦ୍ଦଳୀୟ ଏମପି ନବନୀତ ରାଣା ସୋମବାର ଦିଲ୍ଲୀ ଗସ୍ତ କରୁଛନ୍ତି । ହେଲେ ଦିଲ୍ଲୀ ଯିବା ପୂର୍ବରୁ ସେ ମୁମ୍ବାଇରେ ଖବରଦାତାଙ୍କ ସାମ୍ନାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଖୁବ୍ ଗର୍ଜିଛନ୍ତି । ସେ…
ଅର୍ଥମନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ, ଭାଷଣ ଦେଉଥିବା ଅଧିକାରୀଙ୍କୁ ଦେଲେ ପାଣି ବୋତଲ…
ନୂଆଦିଲ୍ଲୀ, ୯।୫ : ସୋସିଆଲ ମିଡିଆରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ୟୁଜର ଅର୍ଥମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟର ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।…
ଶାହିନ ବାଗରେ ବୁଲଡୋଜର, ଭାଜପାକୁ ଘେରିଲା କଂଗ୍ରେସ…
ନୂଆଦିଲ୍ଲୀ, ୯।୫ : ଶାହିନ ବାଗରେ ଅତିକ୍ରମଣ ହଟାଇବା କାର୍ଯ୍ୟ ସୋମବାର ଜାରି ରହିଛି। ଏନେଇ କଂଗ୍ରେସ ଭାଜପାକୁ ଘେରିବା ଆରମ୍ଭ କରିଛି। ଭାଜପା ନିର୍ଦ୍ଦେଶରେ ଏହା କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ଓ କର୍ମୀମାନେ ବୁଲଡୋଜର ସମ୍ମୁଖରେ…
ଏଲପିଜି ସିଲିଣ୍ଡର ଦାମ୍ ବୃଦ୍ଧି, ସୋସିଆଲ ମିଡ଼ିଆରେ ମୋଦିଙ୍କ ପୁରୁଣା ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ, ୯।୫ : ଦେଶରେ ଦରଦାମ୍ ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ଖାଲକରିି ଦେଇଛି। ରୋଷେଇ ଘରେ…
ବିରୋଧୀ ଏକତାକୁ ବଡ଼ ଝଟ୍କା,୨୦୨୪ରେ ମହାମେଣ୍ଟରେ ସାମିଲ୍ ହେବାକୁ ମନା କଲେ କେଜ୍ରିଓ୍ବାଲ …
ନୂଆଦିଲ୍ଲୀ, ୯।୫ : ବିରୋଧୀ ଏକତାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଝଟକା ଦେଇଛନ୍ତି। ଏଏପି ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମହାମେଣ୍ଟରେ ଯୋଗ ଦେବ ନାହିଁ ବୋଲି…
ଡାଲା ଅଟୋ-ଟ୍ରଲି ମୁହାଁମୁହିଁ ଧକ୍କା: ଚାଲିଗଲା ୯ ଜୀବନ, ୧୭ ଆହତ
ହାଇଦ୍ରାବାଦ୍,୯।୫: ତେଲେଙ୍ଗାନାର କାମାରେଡି ଜିଲାର ନିଜାମସାଗରର ହାସନପାଲି ଫାଟକରେ ଏକ ଡାଲା ଅଟୋ ଟ୍ରଲି ସହ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ…
ଡ୍ରୋନ୍ରେ ସୀମା ପାର୍ ହେରୋଇନ୍ ଚୋରା ଚାଲାଣ, ବିଏସ୍ଏଫ୍ ଗୁଳି କରି ଖସାଇଲା …
ଅମୃତସର, ୯।୫ : ପାକିସ୍ତାନ ଭାରତ ବିରୋଧରେ ଷଡ଼ଯନ୍ତ୍ର ଜାରି ରହିଛି। ଡ୍ରୋନ୍ ମାଧ୍ୟମରେ ସୀମାବର୍ତ୍ତୀ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଚୋରା ଚାଲାଣ ପାକିସ୍ତାନ ଇଶାରାରେ କରାଯାଉଛି। ରବିବାର ରାତିରେ ବିଏସ୍ଏଫ୍ ଅମୃତସର ସେକ୍ଟରରେ ଏକ ପାକିସ୍ତାନୀ…
Archives


