Posted inଜାତୀୟ

ଟିକା ମୃତ୍ୟୁକୁ ନେଇ ବିଲ୍‌ ଗେଟ୍ସ, ସିରମ୍‌କୁ ହାଇକୋର୍ଟ ନୋଟିସ

ମୁମ୍ବାଇ, ୩ା୯: କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଜଣଙ୍କ ମୃତ୍ୟୁ ଘଟଣାରେ ବମ୍ବେ ହାଇକୋର୍ଟ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କୁ ଶୁକ୍ରବାର ନୋଟିସ ଜାରି କରି ଜବାବ ମାଗିଛନ୍ତି। ଡାକ୍ତର ଝିଅର ମୃତ୍ୟୁକୁ ନେଇ ଔରଙ୍ଗାବାଦର ଦିଲୀପ ଲୁନାଓ୍ବତ୍‌ ୧,୦୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ହାଇକୋର୍ଟରେ ପିଟିଶନ ଦାଏର କରିଥିଲେ। ୨୦୨୦ରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ବିଲ୍‌ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହଭାଗିତାରେ କୋଭିଶିଲ୍ଡ ଟିକାର ୧୦୦ ନିୟୁତ ଡୋଜ୍‌ ଉତ୍ପାଦନ ଓ ଯୋଗାଣ ପାଇଁ ଚୁକ୍ତି କରିଥିଲେ। ପିଟିଶନରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଡା. ଭି. ଜି ସୋମନି ଏବଂ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମଧ୍ୟରେ ହାହାକାର, ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ବାଧ୍ୟତା ମୂଳକ ଅବସର…

ଲକ୍ଷ୍ନୌ, ୬।୭ : ଉତ୍ତରପ୍ରଦେଶର ରାଜ୍ୟ ସରକାରୀକର୍ମଚାରୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦...

କମଲ ହାସନଙ୍କ ଦଳକୁ ଫେରିଲା ବ୍ୟାଟେରି ଟର୍ଚ୍ଚ ଚିହ୍ନ

ଚେନ୍ନାଇ, ୧୬।୧: କମଲ ହାସନଙ୍କ ଦଳ ମକ୍କଲ୍‌ ନିଧି ମୈୟମ (ଏମ୍‌ଏନ୍‌ଏମ୍‌)କୁ ପୁଣିଥରେ ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ ମିଳିଛି। ଏକ ଭିଡିଓ ବାର୍ତ୍ତାରେ କମଲ ହାସନ...

ମନରେଗାର ଗୁରୁତ୍ୱ ଉପଲବ୍ଧି କରୁଛନ୍ତି ମୋଦି ସରକାର: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣ ସମୟରେ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ମନରେଗା ଦ୍ୱାରା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ପାଖରେ ସରକାରଙ୍କ ଆର୍ଥିକ ସହାୟତା...

ହିଜାବ ପାଇଁ କଲେଜ ସମ୍ମୁଖରେ ଆନ୍ଦୋଳନ

ବେଙ୍ଗାଲୁରୁ,୨୦।୧: ପ୍ରାୟ ୩ ସପ୍ତାହ ହେଲା କର୍ନାଟକର ଉଡୁପି ଜିଲାର ଏକ ସରକାରୀ କଲେଜ ଏବଂ ହିଜାବ ପିନ୍ଧିବାକୁ ଚାହୁଁଥିବା କିଛି ମୁସଲିମ ଛାତ୍ରୀଙ୍କ ମଧ୍ୟରେ...

ମିଳିଲା ଗୁପ୍ତଧନ: ଶହେ ବର୍ଷ ତଳର ମାଟିପାତ୍ରରେ ୨,୫୯୫ ମୁଦ୍ରା

ଥିରୁଭାନନ୍ତପୁରମ୍‌,୭।୧୨: କେରଳର ଥିରୁଭାନନ୍ତପୁରମ୍‌ରେ ମାଟି ତଳୁ ମିଳିଛି ଗୁପ୍ତଧନର ସନ୍ଧାନ। ଶହେ ବର୍ଷ ପୁରୁଣା ମାଟି ପାତ୍ରରେ ୨,୫୯୫ ତମ୍ବା ମୁଦ୍ରା ବନ୍ଦ ଅବସ୍ଥାରେ ମିଳିଛି।...

ଚାଇନା ହାତରେ ଖେଳୁଛି ଆମେରିକା

ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍‌ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା...

ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବୃଦ୍ଧି ପାଉଛି: ମୋଦି

ନୂଆଦିଲ୍ଲୀ,୩।୩: ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବଢ଼ିଚାଲିଛି। ଏହା ଭାରତର ଗୁଣବତ୍ତାକୁ ସୂଚିତ କରୁଛି। ବୁଧବାର ଶିକ୍ଷା,ଅନୁସନ୍ଧାନ ଓ କୌଶଳ ବିକାଶ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ...

ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା, ୨ ଆତଙ୍କବାଦୀ ନିହତ, ୪ ଗିରଫ…

ଶ୍ରୀନଗର, ୧୦।୫ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଶ୍ରୀନଗରର ବେମିନା ଅଞ୍ଚଳରେ ଅପରେଶନ୍‌ ସମୟରେ ୪...

Advertisement
Archives

Model This Week