Posted inଜାତୀୟ

ଦିଲ୍ଲୀରେ ଚାଲିବ କାହାର ନିର୍ଦ୍ଦେଶ, ସେପ୍ଟେମ୍ବର ୨୭କୁ ଅପେକ୍ଷା…

ନୂଆଦିଲ୍ଲୀ, ୭।୯ : ଜାତୀୟ ରାଜଧାନୀ ଦିଲ୍ଲୀରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ବର୍ତ୍ତମାନ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କ ବିଧାନସଭା ତଥା କାର୍ଯ୍ୟନିର୍ବାହୀ କ୍ଷମତା ପରିସରଭୁକ୍ତ ଆଇନଗତ ପ୍ରସଙ୍ଗରେ କାଗଜବିହୀନ(ପେପରଲେସ୍‌) ଶୁଣାଣି କରିବେ।

ସେପ୍ଟେମ୍ବର ୨୭ରେ ପ୍ରଥମ ଥର ପାଇଁ ଶୁଣାଣି ପେପରଲେସ ଢଙ୍ଗରେ ଅନୁଷ୍ଠିତ ହେବ। ସାମ୍ବିଧାନିକ ବେଞ୍ଚ ଆବେଦନ ଏବଂ ଡକ୍ୟୁମେଣ୍ଟର ସଫ୍ଟ କପି ବ୍ୟବହାର କରି ଏହି ମାମଲାର ଶୁଣାଣି କରିବେ।

ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହାପୂର୍ବରୁ ମେ ୬ ରେ ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର ମାମଲା ସମ୍ବିଧାନ ବେଞ୍ଚକୁ ପଠାଯାଇଥିଲା। ସୁପ୍ରିମକୋର୍ଟ କହିଥିଲେ ଯେ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ ମାମଲାର ଶୁଣାଣି କରିବେ। ତିନିଜଣିଆ ଖଣ୍ଡପୀଠ ଏହି ମାମଲାକୁ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ବଢିଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୪।୪: ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀରେ ଦୈନିକ ୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ...

ଭୋକିଲା ବୃଦ୍ଧଙ୍କୁ ନିଜ ହାତରେ ଖୁଆଇଲେ ପୋଲିସ ଅଧିକାରୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ନୋଏଡା ଥାନା ସେକ୍ଟର ୨୦ର ଜଣେ ପୋଲିସ ଅଧିକାରୀ ମଣିଷପଣିଆର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମଙ୍ଗଳବାର ରାସ୍ତାରେ ବସିଥିବା ଜଣେ ଭୋକିଲା...

ଖୁବ୍‌ ଶୀଘ୍ର ଅଣାଯିବ ଛାତ୍ରଙ୍କ ମୃତଦେହ: କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ସାଧାରଣ ଲୋକ ବହୁ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ଯୋଗୁ ୨ଦେଶର ସୈନ୍ୟମାନେ ନିହତ ହୋଇଥିବା...

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ସର୍ବଦା ରହିଛି ନୂତନତ୍ୱ: ନଡା

ନୂଆଦିଲ୍ଲୀ,୩୦।୫: ମୋଦି ସରକାରକୁ ସୋମବାର ୮ ବର୍ଷ ପୂରଣ ହୋଇଛି। ମେ ୩୦ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଜି...

ଚାଷୀଙ୍କ ପାଇଁ ଖୁସି ଖବର: ଏବର୍ଷ ସ୍ବାଭାବିକ ହେବ ବର୍ଷା

ନୂଆଦିଲ୍ଲୀ,୧୬।୪: ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ହେବ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ...

ପ୍ରତ୍ୟାହାର ହେବ ନାହିଁ କୃଷି ଆଇନ

ନୂଆଦିଲ୍ଲୀ,୮।୭: କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ। ଏହାର ଅନ୍ୟ ବିକଳ୍ପ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ।...

ଭାରତୀୟ ଯବାନଙ୍କ ଅପହରଣ, ହତ୍ୟା ପଛରେ ଆତଙ୍କବାଦୀ

ଶ୍ରୀନଗର,୧୫।୩: ଜଣେ ଯବାନଙ୍କୁ ଅପହରଣ ଏବଂ ହତ୍ୟା ମାମଲା ଉପରୁ ପରଦା ହଟାଇଛି ଜମ୍ମୁ-କଶ୍ମୀର ପୋଲିସ। ଯବାନଙ୍କ ହତ୍ୟାକାରୀମାନେ ଅନ୍ୟ ଦୁଇଟି ଆକ୍ରମଣ ଘଟଣାରେ ସମ୍ପୃକ୍ତ...

ଲାଲୁଙ୍କୁ ଭେଟିଲେ କେସିଆର୍‌

ପାଟନା,୩୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପାଟନାରେ ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଭେଟିଛନ୍ତି। ରାବ୍ରି...

Advertisement
Archives

Model This Week