Posted inଜାତୀୟ

ବିମାନରେ ବିଗିଡିଲା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲ୍‌ରେ ମୃତ୍ୟୁ

ନୂଆଦିଲ୍ଲୀ,୧୧।୯: ଦୁବାଇରୁ କୋଚି ଅଭିମୁଖେ ଯାତ୍ରା କରୁଥିବା ଜଣେ ମହିଳା ବିମାନରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ କୋଚିର ଏକ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ରବିବାର ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ମିନି (୫୬) ଦୁବାଇରୁ କୋଚି ଅଭିମୁଖେ ଯାଉଥିଲେ। କିନ୍ତୁ ବିମାନ ଉଡ଼ାଣ ସମୟରେ ସେ ବେହୋଶ ହୋଇପଡିଥିଲେ। ବିମାନ ଅବତରଣ କରିବା ପରେ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମହିଳା ଜଣକ କିଛି ଅସୁସ୍ଥତା ପାଇଁ ପୂର୍ବରୁ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ପ୍ରାକୃତିକ ଭାବେ ହୋଇଥିବା କାରଣରୁ ଏହି ମାମଲାରେ ପୋଲିସ କୌଣସି ମାମଲା ରୁଜୁ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା: ମମତା

କୋଲକାତା,୧୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଆବଶ୍ୟକ ଥିବା ସମସ୍ତ...

ରାଜ୍ୟ ସଭାରେ ସୁଷମାଙ୍କ ପାଇଁ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ବୁଧବାର ରାଜ୍ୟ ସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୁଷମାଙ୍କ...

କରୋନା ପଜିଟିଭ ମନ୍ତ୍ରୀଙ୍କ ପାଇଁ ଡାଏଟ୍‌ ଚାର୍ଟ

ଶିମଲା,୮।୮: ଶକ୍ତିମନ୍ତ୍ରୀ ସୁଖରାମ ଚୌଧୁରୀ କରୋନାରେ ସଂକ୍ରମିତ ହେବା ପରେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୦ ଦିନ ପରେ ପୁଣିଥରେ ତାଙ୍କର ଓ ତାଙ୍କ...

ନାଗରିକତା ସଂଶୋଧନ ବିଲ୍‌: ମୋଦିଙ୍କ କ୍ୟାବିନେଟ୍‌ରେ ମିଳିଲା ମଞ୍ଜୁରୀ; ସଂସଦରେ ହେବ ଉପସ୍ଥାପିତ

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ବୁଧବାର ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ। ସଂସଦ...

ଆଇଟିବିପି କ୍ୟାମ୍ପରେ ଥିବା ୪୦୬ ଜଣଙ୍କ ରକ୍ତ ନୁମନା ନେଗେଟିଭ

ନୂଆଦିଲ୍ଲୀ,୯।୨: ଚାଇନାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଆସିଥିବା ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସେମାନଙ୍କୁ ଆଇଟିବିପି ଯବାନଙ୍କ ଦ୍ୱାରା ପ୍ରସ୍ତୁତ କ୍ୟାମ୍ପରେ ରଖାଯାଇଥିଲା।...

ଓଢ଼ଣି ଉପରେ ପ୍ରତିବନ୍ଧକ ଲାଗିବ କେବେ: ଓଓ୍ବେସି

ନୂଆଦିଲ୍ଲୀ,୧।୫: ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯିବା ପାଇଁ ଶିବସେନା ପକ୍ଷରୁ ଦାବୀ କରାଯାଇଛି। ତେବେ ଏନେଇ ଭାଜପା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏହା ଏକ...

ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ଯୋଗୀ

ଡେରାଡୁନ,୪।୫: ଦୀର୍ଘ ୨୮ ବର୍ଷ ପରେ ନିଜ ପୈତୃକ ଘରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି ସେ।...

ଦୀପାବଳି ପୂର୍ବରୁ ଅନ୍ଧାର ଆଶଙ୍କା…

ନୂଆଦିଲ୍ଲୀ,୧୧।୧୦: ଆଲୋକର ପର୍ବ ଦୀପାବଳିର ପୂର୍ବରୁ ଦେଶରେ ଅନ୍ଧାର ଘୋଟିବାକୁ ଯାଉଛି। ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।...

Advertisement
Archives

Model This Week