ନୂଆ ସରକାର ଗଠନ ନେଇ ଭାଜପା ଭୟଭୀତ ହୋଇ କରୁଛି ସିବିଆଇ ଚଢ଼ାଉ, ରାବ୍ରୀଙ୍କ କଡ଼ା ସମାଲୋଚନା…
ନୂଆଦିଲ୍ଲୀ, ୨୪।୮ : ବିହାରରେ ମହାମେଣ୍ଟ ସରକାର ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଆରଜେଡି ନେତାମାନଙ୍କ ଉପରେ ସିବିଆଇ ଦ୍ୱାରା ଚଢ଼ାଉ ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ଆରଜେଡି କ୍ରୋଧିତ ହେବାରେ ଲାଗିଛି। କେନ୍ଦ୍ର ସରକାର ଜାଣିଶୁଣି ଏଭଳି ଦେଶ…
ବାଦବିବାଦ ପରେ ଇସ୍ତଫା ଦେଲେ ବାଚସ୍ପତି ବିଜୟ ସିହ୍ନା..
ପାଟନା, ୨୪।୮ : ବିହାରରେ ନୂଆ ମହାମେଣ୍ଟ ସରକାର ବୁଧବାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶକ୍ତି ପରୀକ୍ଷା ପୂର୍ବ ବହୁ ବାଦ ବିବାଦ ପରେ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା…
ପେପର ଲିକ କରୁଥିବା ସରକାରଙ୍କର ଆଉ ଦରକାର ନାହିଁ, ଯୁବବର୍ଗଙ୍କୁ ରୋଜଗାର,ବର୍ଷକୁ ୧୫ ଲକ୍ଷ ନିଯୁକ୍ତି ଦେବାକୁ କହିଲା ଏଏପି…
ଅହମଦାବାଦ, ୨୪।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି ଯେ ଯଦି ଏଏପି ସରକାର ଗୁଜରାଟକୁ ଆସନ୍ତି ତେବେ ପ୍ରତିବର୍ଷ ୧୫ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କେବଳ ଏତିକି ନୁହେଁ ସେ ପ୍ରତ୍ୟେକ ଯୁବବର୍ଗଙ୍କ ପାଇଁ…
୭ ରାଜ୍ୟର ପଞ୍ଚାୟତ ବିକାଶ ପାଇଁ ୧୨୧୩ କୋଟି ମଞ୍ଜୁରୀ, ଓଡ଼ିଶାକୁ ୮୮.୭୩ କୋଟି…
ନୂଆଦିଲ୍ଲୀ, ୨୪।୮ : ଆସନ୍ତା ଚାରି ବର୍ଷ ମଧ୍ୟରେ ସାରା ଦେଶରେ ପଞ୍ଚାୟତର ବିକାଶ ପାଇଁ ୫,୯୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ଅନ୍ତର୍ଗତ କେନ୍ଦ୍ର ସରକାର ଏହା ସହ ଜଡିତ ଏକ ପ୍ରସ୍ତାବକୁ…
ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨, ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୨୪।୮ : ଅଗଷ୍ଟ ୨୫ ରେ ରାତି ୮ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ ର ଫାଇନାଲିଷ୍ଟମାନଙ୍କୁ ସମ୍ବୋଧିତ କରିବେ। ହାକାଥନରେ, ଛାତ୍ରରଛାତ୍ରମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାର…
ଧୀରେ ଧୀରେ କମିବ ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ,୨୪।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ମଙ୍ଗଳବାର ମୁଦ୍ରାସ୍ଫୀତିକୁ ନେଇ ଉଭୟ ଆରବିଆଇ ଏବଂ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ମତ ରଖି କହିଛନ୍ତି, ବର୍ତ୍ତମାନ ସମୟରେ ଉପରମୁହଁା ହୋଇ ରହିଥିବା ମୁଦ୍ରାସ୍ଫୀତକୁ ଧୀରେ ଧୀରେ ୪%କୁ ହ୍ରାସ…
ବଢ଼ିଲା ପିନାକର ଲକ୍ଷ୍ୟଭେଦ କ୍ଷମତା, ପୋଖରାନରେ ସଫଳ ପରୀକ୍ଷଣ…
ଜୟପୁର,୨୪।୮ : ଦେଶର ପ୍ରତିରକ୍ଷା ପାଇଁ ନୂତନ ଅସ୍ତ୍ରଶସ୍ତ୍ରର ବିକାଶରେ ନିୟୋଜିତ ଥିବା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ପିନାକ ରକେଟର ଲକ୍ଷ୍ୟଭେଦ କ୍ଷମତାକୁ ବୃଦ୍ଧି କରିଛି। ରକେଟର ବିସ୍ତାରିତ ଲକ୍ଷ୍ୟଭେଦ କ୍ଷମତା ରାଜସ୍ଥାନର ପୋଖରାନ ଫାୟାରିଂ ରେଞ୍ଜରେ…
ଅଧ୍ୟକ୍ଷ ପଦ ପାଇଁ ଗେହଲଟଙ୍କ ନାମ ନେଇ ଚର୍ଚ୍ଚା, ପାଇଲଟଙ୍କ ଲାଗି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ…
ନୂଆଦିଲ୍ଲୀ, ୨୪।୮ : ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଏକ ବଡ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛି। ଦଶନ୍ଧି ପରେ ସେ ଜଣେ ଅଣ-ଗାନ୍ଧୀ ପରିବାର ସଦସ୍ୟଙ୍କୁ ଅଧ୍ୟକ୍ଷ ଭାବରେ ଚୟନ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ…
ମାନହାନି ମାମଲାରେ ସିସୋଡିଆଙ୍କୁ କୋର୍ଟ ସମନ
ଗୁଆହାଟୀ,୨୪।୮: ଏକ ମାନହାନି ମାମଲାରେ ଆସାମର ଏକ ଅଦାଲତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସମନ ଜାରି କରି ସେପ୍ଟେମ୍ବର ୨୯ରେ ହାଜର ହେବାକୁ କହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ତ୍ରୀ ରିନିକି ଭୂୟାଁ ଶର୍ମା ଦୁର୍ନୀତି ମାମଲାରେ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୨୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୯୬ ହଜାର…
ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ସହ ନୀତୀଶ
ପାଟନା,୨୪।୮: ଗୟାର ବିଶ୍ୱ ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ବାରଣ ରହିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ କ୍ୟାବିନେଟରେ ଜଣେ ମୁସଲମାନ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ସେଠାରେ ପ୍ରବେଶ କରିବା ଘଟଣାରେ ବିବାଦ ଦେଖାଦେଇଛି। ମନ୍ଦିରରେ ମୁସଲମାନ…
ଭିନ୍ନକ୍ଷମ ନାବାଳିକାଙ୍କୁ ୮ବର୍ଷ ଧରି ନିର୍ଯାତନା ଦେଉଥିଲେ ଭାଜପା ନେତ୍ରୀ
ରାଞ୍ଚି,୨୪।୮: ଭାଜପାର ଜଣେ ନେତ୍ରୀଙ୍କ ଘରେ ଦୀର୍ଘବର୍ଷ ଧରି ବନ୍ଧକ ଥିବା ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ସୁନୀତା ନାମ୍ନୀ ଉକ୍ତ ନାବାଳିକାଙ୍କୁ ସୀମା ପାତ୍ରଙ୍କ ଘରେ ଘରୋଇ ଚାକର ଭାବେ ରଖାଯାଇ ଶାରୀରିକ ଓ ମାନସିକ ନିର୍ଯାତନା…
Archives


