ଜାତୀୟ

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି- ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୩।୮ : ବିଚାରପତିଙ୍କ ଦରମା ଭତ୍ତା ଏବଂ ସେବା ନିୟମର ଅଧିନିୟମ ୧୯୫୮ରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଏହା ଅନ୍ତର୍ଗତ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଯାଇଛି। ନୂଆ ସଂଶୋଧିତ ଆଇନ ଅନୁସାରେ…

କଂଗ୍ରେସ ସରକାର ସମୟରେ ପାକିସ୍ତାନ ଲଗାତାର କରୁଥିଲା ଆତଙ୍କବାଦୀ ଆକ୍ରମଣ…

ନୂଆଦିଲ୍ଲୀ, ୨୩।୮ : କେନ୍ଦ୍ରରେ କଂଗ୍ରେସ ସରକାର ବହୁବର୍ଷ ଧରି ରହିଥିଲେ। ଏହି ସମୟରେ ପାକିସ୍ତାନ ନିଜ ଇଛା ଅନୁସାରେ ଯେବେ ଚାହୁଁଥିଲା ଲଗାତାର ଆତଙ୍କବାଦୀ ଆକ୍ରମଣ କରୁଥିଲା ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଅଭିଯୋଗ କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ…

ରନଓ୍ବେରେ ବିମାନରେ ଯାନ୍ତ୍ରିକ ତ୍ରୁଟି: ନୌସେନା ସହାୟତାରେ ଯାତ୍ରୀ ଉଦ୍ଧାର

ପଣଜୀ,୨୩।୮: ଗତ କିଛି ଦିନରୁ ବିମାନରେ ତ୍ରୁଟିପୂର୍ଣ୍ଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇଛି। ପ୍ରତ୍ୟେକ ଦିନ ଏସମ୍ପର୍କିତ ଖବର ସାମ୍ନାକୁ ଆସୁଛି। ଇତିମଧ୍ୟରେ ଗୋଆରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ଜଣାପଡ଼ିଛି। ଗୋଆ ବିମାନ ବନ୍ଦରର…

ରାହୁଲଙ୍କୁ ବାଧ୍ୟ କରି ପାରିବୁ ନାହିଁ, କଂଗ୍ରେସ ଅଧ୍ୟକ୍ଷ ନେଇ ଦିଗବିଜୟଙ୍କ ଉତ୍ତର…

ନୂଆଦିଲ୍ଲୀ, ୨୩।୮ : କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଦଳର ନୂତନ ଅଧ୍ୟକ୍ଷ ହେବାକୁ ବାଧ୍ୟ କରାଯାଇ ପାରିବ…

ଏଏପି ପାଖରେ ଯଦି ଅଫର ରେକର୍ଡିଂ ଅଛି ତେବେ ଭାଜପାର ପର୍ଦ୍ଦାଫାଶ୍‌ କରାଯାଉ, କହିଲା ଏନସିପି…

ନୂଆଦିଲ୍ଲୀ, ୨୩।୮ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଭାଜପା ପକ୍ଷରୁ ଦିଆଯାଇଥିବା ଅଫରକୁ ନେଇ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଜାରି ରହିଛି। ମଙ୍ଗଳବାର ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି କହିଛି ଯେ, ଯଦି ଏଏପି ପାଖରେ ଏହି ଅଫର ରେକର୍ଡିଂ…

ବେଆଇନ୍‌ ଅର୍ଥ କାରବାର ମାମଲାରେ ସତୈନ୍ଦ୍ରଙ୍କ ସ୍ତ୍ରୀଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ,୨୩।୮: ବେଆଇନ୍‌ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ସ୍ତ୍ରୀ ପୁନମ ଜୈନଙ୍କୁ ରୋଜ ଏଭିନ୍ୟୁ କୋର୍ଟ ମଙ୍ଗଳବାର ଜାମିନ୍‌ ପ୍ରଦାନ କରିଛନ୍ତି। ସତୈନ୍ଦ୍ର ଜୈନ ମଧ୍ୟ ନୂତନ ଜାମିନ୍‌ ଆବେଦନ କରିଛନ୍ତି, ତେବେ ଆସନ୍ତା…

ବିକ୍ରମ ଦୋରାଇସ୍ବାମୀ ଇଂଲଣ୍ଡରେ ଭାରତର ନୂଆ ହାଇ କମିଶନର ନିଯୁକ୍ତ…

ନୂଆଦିଲ୍ଲୀ, ୨୩।୮ : ଅଭିଜ୍ଞ କୂଟନୀତିଜ୍ଞ ବିକ୍ରମ କେ. ଦୋରାଇସ୍ବାମୀ ମଙ୍ଗଳବାର ବ୍ରିଟେନରେ ଭାରତର ନୂତନ ହାଇ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି…

ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର(ବ୍ୟୁରୋ), ୨୩।୮ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମଙ୍ଗଳବାର ଭର୍ଟିକାଲ ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିଜାଇଲ (ଭିଏଲ-ଏସଆରଏସଏଏମ)ର ସଫଳତାର ସହ ପରୀକ୍ଷଣ କରିଛନ୍ତି। ଓଡ଼ିଶାର ଚାନ୍ଦିପୁର ଉପକୂଳରୁ ଏକ ଭାରତୀୟ…

ନଡ୍ଡାଙ୍କ କଡ଼ା ସମାଲୋଚନା,ତେଲେଙ୍ଗାନାରୁ ମୂଳ ପୋଛ ହେବେ କେସିଆର ସରକାର…

ହାଇଦ୍ରାବାଦ, ୨୩।୮ : ହାଇଦ୍ରାବାଦରେ ଭାଜପା କର୍ମକର୍ତ୍ତାଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ କରୁଥିବା ତେଲେଙ୍ଗାନାଭାଜପା ଅଧ୍ୟକ୍ଷ ବି.ସଞ୍ଜୟ କୁମାରଙ୍କୁ ପୋଲିସ ଗିରଫ କରିଛି। ଏହାକୁ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲେଙ୍ଗାନା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।…

ଟି. ରାଜା ଭାଜପାରୁ ନିଲମ୍ବିତ, ୧୦ ଦିନ ମଧ୍ୟରେ ଦେବେ ଜବାବ…

ନୂଆଦିଲ୍ଲୀ, ୨୩।୮ : ମହାପୁରୁଷ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ଭାରତୀୟ ଜନତା ପାର୍ଟି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ତେଲେଙ୍ଗାନା ବିଧାୟକ ଟି ରାଜା ସିଂଙ୍କୁ ନିଲମ୍ବିତ କରିଛି। ଏହା ସହିତ ତାଙ୍କୁ ଏକ କାରଣ…

ଅଖିଳେଶ ଚାହିଁଲେ ୧୫ ଦିନରେ କ୍ଷମତାଚ୍ୟୁତ ହେବେ ଯୋଗୀ ସରକାର, ୧୫୦ରୁ ଅଧିକ ଭାଜପା ବିଧାୟକ ଅସନ୍ତୁଷ୍ଟ, ନାରଦଙ୍କ ଦାବି…

ଲକ୍ଷ୍ନୌ,୨୩।୮ : ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ନାରଦ ରାୟ କହିଛନ୍ତି ଯେ ଯେଉଁ ଦିନ ଅଖିଳେଶ ଯାଦବ ତାଙ୍କ ନିଷ୍ପତ୍ତି ନେବେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ୧୫ଦିନ ମଧ୍ୟରେ କ୍ଷମତାଚ୍ୟୁତ ହେବେ। ଯୋଗୀଙ୍କ ଉପରେ ୧୫୦ରୁ…

ସକ୍ରିୟ ମାମଲା ୯୭ ହଜାର ତଳେ…

ନୂଆଦିଲ୍ଲୀ, ୨୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୩ ଦିନ ଧରି ସକ୍ରିୟ ମାମଲା ଏବଂ ଦୈନିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri