କୋର୍ଟରେ ସାଢ଼େ ୪ କୋଟିରୁ ଅଧିକ ବିଚାରାଧୀନ ମାମଲା, ଚିନ୍ତା ପ୍ରକଟ କଲେ ଆଇନମନ୍ତ୍ରୀ…
ନୂଆଦିଲ୍ଲୀ, ୪।୬ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ଏକ ଦିନିକିଆ ଗସ୍ତରେ ଛତିଶଗଡରେ ପହଞ୍ଚିଛନ୍ତି। ଏଠାରେ ସେ ଅଟଳ ନଗର ରାୟପୁର ବେଞ୍ଚ କମ୍ପ୍ଲେକ୍ସରେ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲର ନୂତନ କେନ୍ଦ୍ରୀୟ ସଚିବାଳୟର ଲୋକାର୍ପିତ କରିଛନ୍ତି।…
ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ଘର ଠିକଣା ଲୋକ କଲ୍ୟାଣ ମାର୍ଗ ରଖିଦେଲେ ଲୋକଙ୍କ କଲ୍ୟାଣ ହୁଏନା…
ନୂଆଦିଲ୍ଲୀ, ୪।୬ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି, ବେକାରୀ ସମସ୍ୟା ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଟାର୍ଗେଟ କରିବା ଜାରି ରଖିଛନ୍ତି। ପୁଣିଥରେ କଂଗ୍ରେସ ନେତା ରାହୁଲ…
ବୁଷ୍ଟର ଡୋଜ୍ ପାଇଁ କୋର୍ବେଭାକ୍ସକୁ ଡିସିଜିଆଇ ମଞ୍ଜୁରୀ…
ନୂଆଦିଲ୍ଲୀ, ୪।୬ : ଭାରତରେ, ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ, ବାୟୋଲୋଜିକାଲ ଇ ଲିମିଟେଡର କରୋନା ଟିକା କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ପ୍ରଦାନ କରାଯାଇ ପାରିବ। ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) କୋର୍ବେଭାକ୍ସ ଟିକାକ୍ର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ…
ଛାଡ଼ି ଯାଅ ନାହିଁ ଜମ୍ମୁ-କଶ୍ମୀର, ଆମେ ସବୁ ଅଛୁ ସାଥିରେ, କଶ୍ମୀର ପଣ୍ଡିତଙ୍କୁ ମୁସଲମାନଙ୍କ ଅନୁରୋଧ…
ଶ୍ରୀନଗର, ୪।୬ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତଙ୍କ ସମେତ ଅଣ-ମୁସଲମାନ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଉପତ୍ୟକାରେ ହିଂସା ବୃଦ୍ଧି ପାଉଥିବାରୁ ଲୋକଙ୍କ ତଥା ସରକାରଙ୍କ ଚିନ୍ତା ବ ଢ଼ିଚାଲିଛି। ଜମ୍ମୁ-କଶ୍ମୀରରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କ…
ଟୁଇଟରର ସର୍ଚ୍ଚ ସବସ୍କ୍ରାଇବ୍ ଫିଚର ଟେଷ୍ଟିଂ, ସର୍ଚ୍ଚ ଟର୍ମ ପାଇଁ ଆସିବ ନୋଟିଫିକେଶନ…
ନୂଆଦିଲ୍ଲୀ, ୪।୬ : ଟୁଇଟର ଏହାର ଉପଭୋକ୍ତାମାନଙ୍କ ପାଇଁ ସର୍ଚ୍ଚ ସବସ୍କ୍ରାଇବ ନାମକ ଏକ ନୂତନ ଫିଚର ଉପରେ କାମ କରୁଛି । ଏହି ବୈଶିଷ୍ଟ୍ୟ ଏକ ନିର୍ଦ୍ଦିଷ୍ଟ ସନ୍ଧାନ ଶବ୍ଦ ସହିତ ମେଳ ଖାଉଥିବା ନୂତନ ଟୁଇଟ ପାଇଁ ଉପଭୋକ୍ତାମାନଙ୍କୁ…
ମାଓବାଦୀ ଗଡ଼ରେ ସଡ଼କ ନିର୍ମାଣ, ଖୁସିରେ ନାଚୁଛନ୍ତି ଛୋଟପିଲା, ସୋସିଆଲ ମିଡ଼ିଆରେ ଭାଇରାଲ…
ବସ୍ତର, ୪।୬ : ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଅନେକ ଥର ଟେଣ୍ଡର ନେବା ପରେ ମଧ୍ୟ କଣ୍ଟ୍ରାକ୍ଟରମାନେ ମିଳନ୍ତି ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା…
ଗହମ ପରେ ଭାରତ ଚା’ କୁ ଫେରାଇଲେ ବହୁ ଦେଶ, କୀଟନାଶକ ଥିବା ଅଭିଯୋଗ…
ନୂଆଦିଲ୍ଲୀ, ୪।୬ : ଭାରତୀୟ ଚା’ ରପ୍ତାନିକାରୀ ସଂଘ (ଆଇଟିଈଏ) ର ସଭାପତି ଅଶୂଂମାନ କାନୋରିଆ କହିଛନ୍ତି ଯେ କୀଟନାଶକ ଏବଂ ରାସାୟନିକ ପଦାର୍ଥର ଧାର୍ଯ୍ୟ ସୀମାଠାରୁ ଅଧିକ ଥିବାରୁ ଅନ୍ତର୍ଜାତୀୟ ତଥା ଘରୋଇ କ୍ରେତାମାନେ ଭାରତର ଚା’କୁ ଫେରସ୍ତ କରିଛନ୍ତି।…
କେକେଙ୍କ ମୃତ୍ୟୁ ନେଇ ପ୍ରଶାସନକୁ ଦୋଷ ଦେଲେ ରାଜ୍ୟପାଳ…
କୋଲକାତା, ୪।୬ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଣ୍ଡ କହିଛନ୍ତି ଯେ ଗାୟକ କେକେଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ସେ କହିଛନ୍ତି ଯେ ଅନେକ ଲୋକ ମୋତେ ଭିଡିଓ ପଠାଇଛନ୍ତି ଏବଂ ମୁଁ ସେହି ଭିଡିଓଗୁଡିକ ଦେଖିଛି। ଖରାପ ଆୟୋଜନ ଯୋଗୁ…
ରାଜଧାନୀରେ ଲଗାଯିବ ୫୦୦ ତ୍ରିରଙ୍ଗା…
ନୂଆଦିଲ୍ଲୀ, ୪।୬ : ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଅଗଷ୍ଟ ୧୫ ସୁଦ୍ଧା ଦିଲ୍ଲୀରେ ୫୦୦ ତ୍ରିରଙ୍ଗା ଲଗାଯିବ। ତ୍ରିରଙ୍ଗାର ଯତ୍ନ ନେବା ପାଇଁ ସ୍ବେଚ୍ଛାସେବୀ କମିଟି ମଧ୍ୟ ଗଠନ କରାଯିବ। କେଜ୍ରିୱାଲ କହିଛନ୍ତି…
ରାଜ୍ୟ ସଭା ନିର୍ବାଚନ,ସିବଲ-ଚିଦାମ୍ବରମ୍ଙ୍କ ସମେତ ୪୧ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…
ନୂଆଦିଲ୍ଲୀ, ୪।୬ : ରାଜ୍ୟସଭା ନିର୍ବାଚନ ୨୦୨୨ ପୂର୍ବରୁ, ୧୧ ଟି ରାଜ୍ୟରୁ ୪୧ ଟି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ୧୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ରାଜ୍ୟ ସଭା ଆସନ ପାଇଁ…
ବିଶ୍ୱ ପରିବେଶ ଦିବସ ଅବସରରେ ଆର୍ଟ ଅଫ ଲିଭିଙ୍ଗର ସ୍ବତନ୍ତ୍ର କାର୍ଯ୍ୟକ୍ରମ…
ନୂଆଦିଲ୍ଲୀ, ୪।୬ : ବିଶ୍ୱ ପରିବେଶ ଦିବସ ଅବସରରେ, ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ଏକ ଅଂଶ ଭାବରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରାଯାଇଛି। ଏକ ସ୍ଥାୟୀ, ଶାନ୍ତିପୂର୍ଣ୍ଣ, ଶକ୍ତିଶାଳୀ ଏବଂ ସବୁଜ ଭାରତ…
୪ ହଜାର ମୁହାଁ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୨୬…
ନୂଆଦିଲ୍ଲୀ, ୪।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
Archives


