ତଲାକ୍କୁ ରୋକା ଯାଇ ପାରିବ ନାହିଁ, କହିଲେ ହାଇକୋର୍ଟ…
ଥିରୁଭାନନ୍ତପୁରମ୍, ୨୫।୮ : କେରଳ ହାଇକୋର୍ଟଙ୍କ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାରେ ରୋକି ପାରିବେ ନାହିଁ। ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କର ପୁଣି ଥରେ ବିବାହ କରିବାକୁ ବନ୍ଦ କରାଯାଇପାରିବ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ, ଅନେକ ଆହତ
ବେଙ୍ଗାଲୁରୁ,୨୫।୮: ବେଙ୍ଗାଲୁରୁଠାରୁ ୭୦ କିଲୋମିଟର ଦୂରରେ ଥିବା ତୁମାକୁରୁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ ଭୟଙ୍କର ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ ଲୋକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଦୈନିକ ମଜୁରୀ ଶ୍ରମିକଙ୍କୁ…
ଭାଜପା ମନ୍ତ୍ରୀଙ୍କ ଜିଭ କାଟିବାକୁ ଧମକପୂର୍ଣ୍ଣ ଚିଠି…
ବେଙ୍ଗାଲୁରୁ, ୨୫।୮ : କର୍ନାଟକର ଭାଜପା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ କେ.ଏସ. ଇଶ୍ୱରପ୍ପା ଟିପୁ ସୁଲତାନଙ୍କୁ ମୁସଲମାନ ଗୁଣ୍ଡା ବୋଲି କହିଛନ୍ତି। ଏନେଇ ସେ ଧମକପୂର୍ଣ୍ଣ ଚିଠି ପାଇଛନ୍ତି। ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଚିଠିରେ ଲେଖାଯାଇଛି…
କଫିନ ପାଖରେ ହସି ହସି ପୋଜ୍ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ
ଥିରୁଭାନନ୍ତପୁରମ୍,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି ହସି ହସି କ୍ୟାମେରା ଆଗରେ ପୋଜ ଦେଉଥିବା ଦେଖାଯାଉଛି। ଏହି ଫଟୋ ଭାଇରାଲ ପରେ…
ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି, କେଜରିଓ୍ବାଲଙ୍କ ବାସଭବନରେ ଜରୁରୀ ବୈଠକ…
ନୂଆଦିଲ୍ଲୀ, ୨୫।୮ : ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି। ବିଧାୟକ ଦିଲୀପ ପାଣ୍ଡେ କହିଛନ୍ତି ଯେ ଗତକାଲି ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ଯେଉଁ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ, ସେମାନଙ୍କ ସହ ଯୋଗାଯୋଗର ଉଦ୍ୟମ…
ସାମ୍ବାରେ ଚୋରା ଡ୍ରଗ୍ସ କାରବାର ଉଦ୍ୟମ ପଣ୍ଡ, ୮ ପ୍ୟାକେଟ ଜବତ କଲା ବିଏସ୍ଏଫ୍…
ଶ୍ରୀନଗର, ୨୫।୮ : ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଡ୍ରଗ୍ସ ଚୋରା କାରବାର ଉଦ୍ୟମକୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ ପଣ୍ଡ କରାଯାଇଛି। ବିଏସ୍ଏଫ୍ ଯବାନମାନେ ଜଣେ ଅନୁପ୍ରବେଶକାରୀଙ୍କୁ ଗୁଳି କରିଥିଲେ। ତେବେ ଅନୁପ୍ରବେଶକାରୀ ଖସିଯିବାରେ ସଫଳ ହୋଇଛନ୍ତି। କିନ୍ତୁ ସେ…
୩୭୦୦ କିଲୋଗ୍ରାମ୍ ବାରୁଦରେ ମାତ୍ର ୧୨ ସେକେଣ୍ଡରେ ଭାଙ୍ଗି ମାଟିରେ ମିଶିବ ଟୁଇନ ଟାଓ୍ବାର…
ନୋଏଡା, ୨୫।୮ : ଆଉ କିଛି ଘଣ୍ଟା ପରେ, ନୋଏଡାରେ ଆକାଶକୁ ଛୁଇଁଥିବା ଟୁଇନ ଟାଓ୍ବାର ଭାଙ୍ଗି ମାଟିରେ ମିଶିବ। ପ୍ରସ୍ତୁତି ଶେଷ ହୋଇଛି। ସେକ୍ଟର ୯୩-ଏ ରେ ଅବସ୍ଥିତ ଉଭୟ ୩୨ ଏବଂ ୨୯ ମହଲା ବିଶିଷ୍ଟ ଟାୱାରରେ ୩୭୦୦…
୪ ଦିନ ମଧ୍ୟରେ ତୃତୀୟ ଅନୁପ୍ରବେଶ ଉଦ୍ୟମ ପଣ୍ଡ…
ଶ୍ରୀନଗର, ୨୫।୮ : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଆତଙ୍କବାଦୀଙ୍କର ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ଆସିଥିବା ଆତଙ୍କବାଦୀମାନଙ୍କୁ ଅଖନୁର ସେକ୍ଟରରୁ ସେନା ଦ୍ୱାରା ତଡ଼ି ଦିଆଯାଇଛି। ଭାରତୀୟ ସେନାଙ୍କ ଗୁଳିମାଡ଼ରେ ଜୀବନ ବିକଳରେ ଆତଙ୍କବାଦୀମାନେ ପୁଣି…
ସକ୍ରିୟ ମାମଲା ୯୫ ହଜାର ତଳେ…
ନୂଆଦିଲ୍ଲୀ, ୨୫।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୯୫ ହଜାର…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ପ୍ରେମ ପ୍ରକାଶ ଗିରଫ, ଅବୈଧ ଖନନ ମାମଲାରେ ଇଡିର କର୍ଯ୍ୟାନୁଷ୍ଠାନ
ରାଞ୍ଚି,୨୫ ।୮: ଝାଡ଼ଖଣ୍ଡରେ ଅବୈଧ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟ ପ୍ରେମ ପ୍ରକାଶଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ପ୍ରେମ ପ୍ରକାଶ ମୁଖ୍ୟମନ୍ତ୍ରୀ…
ମହଙ୍ଗା ହେଲା ଯମୁନା ଏକ୍ସପ୍ରେସୱେର ଯାତ୍ରା
ଲକ୍ଷ୍ନୌ,୨୫ ।୮: ଯମୁନା ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଲୋକେ ଗୁରୁବାରଠାରୁ ଅଧିକ ଟୋଲ ଟ୍ୟାକ୍ସ ଦେବେ । ଯମୁନା ବିକାଶ ପ୍ରାଧିକରଣ ପକ୍ଷରୁ ଏକ୍ସପ୍ରେସୱେରେ ଟୋଲ ଟ୍ୟାକ୍ସ ଦାମ ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ…
ପ୍ରଧାନମନ୍ତ୍ରୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ, ୨୫।୮ : ଭାରତର ୧୭ ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଅଛି। ସେଥିମଧ୍ୟରୁ ୫ରେ ମେଣ୍ଟ ସରକାର ଥିବାବେଳେ ୧୨ ଟି ରାଜ୍ୟରେ ଭାଜପାର ମୁଖ୍ୟମନ୍ତ୍ରୀ ରହିଛନ୍ତି। ପ୍ରଶ୍ନ ହେଉଛି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସବୁଠାରୁ…
Archives


