ଜାତୀୟ

ସମୁଦ୍ରରୁ ବାହାରିଲା ସୁନା ରଥ, ଭିଡ଼ିଓ ଭାଇରାଲ, ତଦନ୍ତ ଜାରି…

ଶ୍ରୀକାକୁଲମ୍‌, ୧୧।୫ : ସାମୁଦ୍ରିକ ଝଡ଼ ଅସାନି ମଧ୍ୟରେ ହଠାତ୍‌ ସମୁଦ୍ରରୁ ଏକ ସୁନା ରଥ ବାହାରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ସୁନାପାଲ୍ଲୀ ସି ହାର୍ବରରେ ଏକ ରହସ୍ୟମୟ ସୁନା ରଙ୍ଗର ରଥ...

ଦେଶଦ୍ରୋହ ଆଇନ ଉପରେ ‘ସୁପ୍ରିମ୍‌ ଷ୍ଟେ’…

ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିବାବେଳେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ଉପରେ ‘ସୁପ୍ରିମ୍‌ ଷ୍ଟେ’ ଲାଗୁ କରିଛନ୍ତି। ବୁଧବାର ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ...

ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କୁ ମିଳିବ ସଂରକ୍ଷଣ, ସରକାର ନେଇପାରନ୍ତି ନିଷ୍ପତ୍ତି…

ନୂଆଦିଲ୍ଲୀ, ୧୧।୫ : ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କ ପାଇଁ ସରକାର ଖୁବ ଶୀଘ୍ର ଏକ ଜାତୀୟ ଆୟୋଗ ଗଠନ କରିବାକୁ ଯୋଜନା କରିଛନ୍ତି। ଆନ୍ତଃମନ୍ତ୍ରୀସ୍ତରୀୟ ଆଲୋଚନା ଉପରେ ଆଧାର କରି କେନ୍ଦ୍ର ଅନୁସନ୍ଧାନ ମନ୍ତ୍ରଣାଳୟର ଅନୁସନ୍ଧାନ ଅଧିନିୟମ ଅନୁଯାୟୀ ଖ୍ରୀଷ୍ଟିଆନ...

ମୋହାଲି ବ୍ଲାଷ୍ଟରେ ପୋଲିସକୁ ବଡ଼ ସଫଳତା: ଫରିଦକୋଟରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ମୋହାଲି,୧୧।୫: ପଞ୍ଜାବ ମୋହାଲି ସ୍ଥିତ ଇଣ୍ଟଲିଜେନ୍ସ ଓ୍ବିଙ୍ଗ୍‌ ହେଡକ୍ୱାର୍ଟରରେ ରକେଟ ଲଞ୍ଚରରୁ ଆକ୍ରମଣ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଶାନ ସିଂହଙ୍କୁ ମଙ୍ଗଳବାର ଫରିଦକୋଟରୁ ଗିରଫ କରିଛି ପଞ୍ଜାବ ପୋଲିସ। ନିଶାନ...

ଏସ୍‌ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ହେବ ରୁଜୁ , ଏସ୍‌ସିରେ କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ମାମଲା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ (ଏସ୍‌ସି)ରେ ବୁଧବାର ଜବାବ ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, ଏସ୍‌ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ରୁଜୁ ହେବ। ମଙ୍ଗଳବାର ହୋଇଥିବା ଶୁଣାଣିରେ ପ୍ରଧାନ ବିଚାରପତି...

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଡେରାଡୁନ ୧୧।୫: ଉତ୍ତରାଖଣ୍ଡରେ ପିଥୋରାଗଡ ଜିଲାରେ ବୁଧବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ନେପାଳ ସୀମାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ରିକ୍ଟର...

ଶିକ୍ଷାମନ୍ତ୍ରୀଙ୍କ ଘରୁ ମିଳିଲା ବୋହୂଙ୍କ ମୃତଦେହ

ଭୋପାଲ,୧୧।୫: ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ଶାଜାପୁର ସ୍ଥିତ ଘରୁ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ତାଙ୍କ ବୋହୂଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ସବିତା ପରମାର(୨୩)। ସବିତା ତିନି ବର୍ଷ ତଳେ ମନ୍ତ୍ରୀଙ୍କ ପୁଅ ଦେବରାଜ...

ଶାଶୁଘରେ ଟଏଲେଟ୍‌ ନ ଥିବାରୁ ଜୀବନ ହାରିଲେ ମହିଳା

ଚେନ୍ନାଇ,୧୧।୫: ଶାଶୁଘରେ ଟଏଲେଟ୍‌ ନ ଥିବାରୁ ଜଣେ ୨୭ ବର୍ଷୀୟା ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର କୁଡ୍ଡାଲୋର ଜିଲା ଅଞ୍ଚଳରେ। ମୃତ ମହିଳା ଜଣକ ହେଲେ ଆରିସିପେରିୟାଙ୍କୁପ୍ପାମ ଗ୍ରାମରେ ରାମ୍ୟା ବୋଲି ଜଣାପଡିଛି।...

ସାମ୍ପ୍ରଦାୟିକ ହିଂସା: ଇଣ୍ଟରନେଟ ସେବା ୨୪ ଘଣ୍ଟା ବନ୍ଦ

ଭିଲଓ୍ବାଡା,୧୧।୫: ଗତ କିଛି ଦିନର ବିରତି ପରେ ରାଜସ୍ଥାନର ଭିଲୱାଡାରେ ପୁଣିଥରେ ଉତ୍ତେଜନା ବୃଦ୍ଧି ପାଇଛି। ଭିଲଓ୍ବାଡାରେ ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯିବା ପରେ ସାମ୍ପ୍ରଦାୟିକ ହିଂସା ତେଜିବାରେ ଲାଗିଛି। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା...

ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

କରୋନା ସଙ୍କଟରେ ରାଜଧାନୀ: ପଜିଟିଭିଟି ହାର ୪.୩୮ ପ୍ରତିଶତ

ନୂଆଦିଲ୍ଲୀ,୧୧।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି କମ୍‌ ପରୀକ୍ଷଣ ହେତୁ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୮୦୦କୁ ଖସିଆସିଥିଲା। କିନ୍ତୁ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି...

ଆନ୍ଧ୍ରପ୍ରଦେଶରେ ପରୀକ୍ଷା ସ୍ଥଗିତ

ଆନ୍ଧ୍ରପ୍ରଦେଶ,୧୧।୫: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ବୋର୍ଡ ଅଫ୍‌ ଇଣ୍ଟରମିଡିଏଟ୍‌ ପରୀକ୍ଷା ସ୍ଥଗିତ। ବାତ୍ୟାକୁ ‘ଅସାନି’ଦୃଷ୍ଟିରେ ରଖି ବୋର୍ଡ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚାଯାଇଛି। ଅନ୍ୟପଟେ, ଦୁର୍ବଳ ହେବାରେ ଲାଗିଛି ଭୀଷଣ ବାତ୍ୟା...

Advertisement
Archives

Model This Week

Why Dharitri