ନୂପୁର, ନବୀନଙ୍କୁ ଜେଲ ପଠାଅ
ନୂଆଦିଲ୍ଲୀ,୧୧ା୬: ଭାଜପା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ କେବଳ ମୁଖପାତ୍ର ପଦରୁ ହଟାଇ ଦଳରୁ ବାହାର କରିବା ପର୍ଯ୍ୟାପ୍ତ ନୁହେଁ। ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଏହି ଦୁଇଜଣଙ୍କୁ ତୁରନ୍ତ ଗିରଫ କରି ଜେଲ ପଠାଯାଉ।...
ୟୁପିରେ ପ୍ରଦର୍ଶନକାରୀଙ୍କ ଉପରେ ଲାଗିବ ଗ୍ୟାଙ୍ଗଷ୍ଟର ଆକ୍ଟ. ଜବତ ହେବ ସମ୍ପତି
ଲକ୍ଷ୍ନୌ,୧୧ ।୬: ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଉତ୍ତର ପ୍ରଦେଶରେ ନମାଜ ପରେ ପୁଣିଥରେ ହିଂସା ହୋଇଛି । ପ୍ରୟାଗରାଜ, ଶାହାରନପୁର, ମୁରାଦାବାଦ ଭଳି କିଛି ଅଞ୍ଚଳରେ ପ୍ରଦର୍ଶନକାରୀ ପଥର ଫିଙ୍ଗିବା ସହ ସ୍ଥାନେ ସ୍ଥାନେ ନିଆଁ ଲଗାଇ...
ଚିଲକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ୨ ଜୀବନ
ମୁମ୍ବାଇ,୧୦।୬: ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ୍ରେ ଏକ ହୃଦୟବିଦାରକ ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ରାସ୍ତା ମଝିରେ ଆହତ ହୋଇ ଛଟପଟ ହେଉଥିବା ଏକ ଚିଲକୁ ଉଦ୍ଧାର କରିବାକୁ ଯାଇଥିବା ୨ ଜଣଙ୍କ ଉପରେ ଏକ କାର୍ ମାଡ଼ିଯାଇଥିଲା।...
ନିଜକୁ ଗୁଳି ମାରିଲେ ପୋଲିସକର୍ମୀ
କୋଲକତା,୧୦।୬: କୋଲକତାସ୍ଥିତ ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସକର୍ମୀ ନିଜ ବନ୍ଧୁକରୁ ଫାୟାରିଂ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହାପରେ ପୋଲିସକର୍ମୀ ଜଣଙ୍କ ନିଜକୁ ନିଜେ ମଧ୍ୟ ଗୁଳି ମାରିଛନ୍ତି। ଏହି...
ନୁପୁର ଶର୍ମାଙ୍କୁ ବିରୋଧ କରି ଦିଲ୍ଲୀର ଜାମା ମସଜିଦ ବାହାରେ ପ୍ରଦର୍ଶନ
ନୂଆଦିଲ୍ଲୀ,୧୦ ।୬: ରାଜଧାନୀ ଦିଲ୍ଲୀର ଜାମା ମସଜିଦ ବାହାରେ ମୁସଲମାନ ସମ୍ପ୍ରଦାୟର ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି । ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଇଛି । ହାତରେ ପୋଷ୍ଟର ବ୍ୟାନର ଧରି ଲୋକମାନେ ନୁପୁରଙ୍କ...
ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୧୦।୬: ଭୋପାଳ ଏମ୍ପି ପ୍ରଜ୍ଞା ଠାକୁର ପ୍ରାୟତଃ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥା’ନ୍ତି। ଏଥର ପ୍ରଜ୍ଞା ଭାଜପାରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଛନ୍ତି। ପ୍ରଜ୍ଞା କହିଛନ୍ତି ଯେ, ସତ କହିବା ବିଦ୍ରୋହ, ତେବେ ବୁଝିଯାଅ ଯେ...
ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମିଳିଲା ସୂଚନା
ମୁମ୍ବାଇ,୧୦।୬: ବଲିଉଡ ଅଭିନେତା ସଲମାନ ଖାନ ଏବଂ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ଶେଷରେ ସନ୍ଧାନ ମିଳିଛି। ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାରୀ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ରୁପ୍ର ସଦସ୍ୟ ସଲମାନଙ୍କୁ ହତ୍ୟା ଧମକ ଦେଇଛନ୍ତି।...
ଦୁଇ ବଳାତ୍କାରୀଙ୍କୁ ନିସ୍ତୁକ ମାଡ଼ମାରି ଜାଳିଦେଲେ
ରାଞ୍ଚି,୧୦।୬: : ଝାଡ଼ଖଣ୍ଡର ଗୁମ୍ଲା ଜିଲାରେ ଦୁଇ ବଳାତ୍କାରୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ମାରି ନିଆଁ ଲଗାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ନିଆଁରେ ପୋଡ଼ି ହୋଇ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...
‘ଦେଶ ସହ ବିଶ୍ୱାସଘାତକତା କରୁଛନ୍ତି ସରକାର’
ନୂଆଦିଲ୍ଲୀ,୧୦।୬: ଲଦାଖ ସୀମାରେ ଚାଇନାର ସେତୁ ନିର୍ମାଣକୁ ନେଇ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି- ଚାଇନା ଭବିଷ୍ୟତର କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି।...
‘ମୁଁ ବିଧାୟକଙ୍କ ଝିଅ, ମୋତେ ଛାଡିଦିଅ’
ବେଙ୍ଗାଲୁରୁ,୧୦।୬: କର୍ନାଟକରେ ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ ଝିଅ ଟ୍ରାଫିକ୍ ପୋଲିସଙ୍କ ଝଗଡା କରିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, ଭାଜପା ବିଧାୟକ ଅରବିନ୍ଦ...
ଆଜି ଗୁଜୁରାଟ ଯିବେ ମୋଦି
ଗାନ୍ଧିନଗର,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦.୧୫ରେ ପ୍ରଧାନମନ୍ତ୍ରୀ ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ’ର ନାମକ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେ ନାଭସାରୀର ଏକ...
ଲାଲୁଙ୍କ ଜନ୍ମଦିନରେ ତେଜ ପ୍ରତାପ ଦେବେ ବିଶେଷ ଉପହାର, ଗରିବଙ୍କୁ ଖାଦ୍ୟ ବାଣ୍ଟିବ ଦଳ
ପାଟନା,୧୦ ।୬: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଜୁନ ୧୧ରେ ପାଳନ ହେବାକୁ ଯାଉଛି ୭୫ ତମ ଜନ୍ମଦିନ । ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯୋଜନା କରାଯାଇଛି । ଦଳ ଏହି...