ମନ୍ତ୍ରୀଙ୍କ ପୁଅ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଯୁବତୀଙ୍କ ଉପରେ କାଳିମାଡ
ନୂଆଦିଲ୍ଲୀ,୧୨।୬: ରାଜସ୍ଥାନରେ ଅଶୋକ ଗେହଲୋଟ ସରକାରର ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ପୀଡିତାଙ୍କ ଉପରେ କାଳିମାଡ କରାଯାଇଛି। ଶନିବାର ରାତିରେ ଦିଲ୍ଲୀର ଶାହିନ ବାଗ ପୋଲିସ ଷ୍ଟେଶନ ଅଞ୍ଚଳରେ ଦୁଇଜଣ ଯୁବକ ପୀଡିତାଙ୍କ ଉପରେ...
ଭାରତକୁ ବଦନାମ କରିବା ଲାଗି ପାକିସ୍ତାନର ଷଡ଼ଯନ୍ତ୍ର, ସୋସିଆଲ ମିଡ଼ିଆର ଅପବ୍ୟବହାର…
ନୂଆଦିଲ୍ଲୀ, ୧୨।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଚାଲିଥିବା ପ୍ରଦର୍ଶନକୁ ନେଇ ପାକିସ୍ତାନ ଭାରତକୁ ବଦନାମ କରିବର ଷଡ଼ଯନ୍ତ୍ର ରଚିଛି। ବିବାଦ ପରେ ପାକିସ୍ତାନ ସୋସିଆଲ ମିଡିଆ ବ୍ୟବହାର କରି ଭାରତକୁ ବଦନାମ କରୁଛି। ଡିଜିଟାଲ...
୬ ମାସରେ ୯୯ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର …
ଶ୍ରୀନଗର, ୧୨।୬ : ଜମ୍ମୁ -କଶ୍ମୀରର ପୁଲୱାମା ଏନକାଉଣ୍ଟରରେ ଶନିବାର ୩ ଜଣ ସ୍ଥାନୀୟ ଲଶ୍କର-ଇ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଥିଲେ ଯିଏକି ଜଣେ ସ୍ଥାନୀୟ ଶ୍ରମିକଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ...
ପାଣି ପାଇଁ ନଦିଆରେ ସଂଘର୍ଷ, ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ…
କୋଲକାତା, ୧୨।୬ : ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ପଶ୍ଚିମବଙ୍ଗର ନଦିଆ ଜିଲାର ଶାନ୍ତିପୁର ଅଞ୍ଚଳରେ ପାଣି ଭରିବା ନେଇ ସାମାନ୍ୟ ବିବାଦ ପରେ ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିବାଦ...
ପ୍ରୟାଗରାଜ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଚଢିଲା ବୁଲ୍ଡୋଜର୍
ପ୍ରୟାଗରାଜ,୧୨।୬: ପ୍ରୟାଗରାଜ ହିଂସା ଘଟଣାରେ ଯୋଗୀ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାଭେଦ ପମ୍ପଙ୍କ ଘରେ ବୁଲଡୋଜର ଚଢିଛି। ଜାଭେଦଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଅଳ୍ପ ସମୟ ମଧ୍ୟରେ ମାଟିରେ ମିଶିଯାଇଛି। ଘଟଣାର ଗମ୍ଭୀରତାକୁ...
ହସ୍ପିଟାଲ୍ରେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧୨।୬: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ରବିବାର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟୁଇଟ୍ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ସୋନିଆ କରୋନା ସଂକ୍ରମଣର ଶିକାର ହୋଇଥିଲେ। ଆଜି ସକାଳେ ତାଙ୍କୁ...
ରାଷ୍ଟ୍ରପତି ନିର୍ବାଚନ, ପାରସ୍ପରିକ ମତଭେଦଠାରୁ ଦୂରେଇ ରହି କାର୍ଯ୍ୟ କରିବାକୁ କଂଗ୍ରେସର ଆହ୍ବାନ…
ନୂଆଦିଲ୍ଲୀ, ୧୨।୬ : ଦେଶରେ ଜୁଲାଇ ୧୮ରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତାମାନଙ୍କୁ ଏକଜୁଟ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଜୁନ୍ ୧୫ରେ ଡକାଇଛନ୍ତି। ମମତାଙ୍କ ପଦକ୍ଷେପ ନେଇ କଂଗ୍ରେସ...
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଏକତାରେ ଫାଟ…
ନୂଆଦିଲ୍ଲୀ, ୧୨।୬ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ମମତା ବାନାର୍ଜୀଙ୍କ ଉଦ୍ୟମ ବିଫଳ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ନେତା ସୀତାରାମ ୟେଚୁରୀ ଦିଲ୍ଲୀରେ ମମତା ବାନାର୍ଜୀ ଦ୍ୱାରା ଜୁନ୍...
ତାଜିକିସ୍ତାନକୁ ୫୦ ଶଯ୍ୟା ବିଶିଷ୍ଟ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କଲା ଭାରତ…
ଦୁଶନାବେ/ନୂଆଦିଲ୍ଲୀ, ୧୨।୬ : ତାଜିକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ବିରାଜ ସିଂ ଦିନ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଭାରତ-ତାଜିକିସ୍ତାନ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କରିଛନ୍ତି। ଏହି ହସ୍ପିଟାଲରେ ଅପରେଶନ ଥିଏଟର,...
ତାଲିବାନ-ଭାରତ ସମ୍ପର୍କରେ ସୁଧାର, ଆରମ୍ଭ ହେବ ବିମାନ ସେବା…
ନୂଆଦିଲ୍ଲୀ/କାବୁଲ, ୧୨।୬ : ଭାରତ ଏବଂ ତାଲିବାନ ମଧ୍ୟରେ ସମ୍ପର୍କରେ ସୁଧାର ହେବାରେ ଲାଗିଛି। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଭାରତର ଏକ ସରକାରୀ ପ୍ରତିନିଧୀ ଦଳ ୨ ଜୁନ ୨୦୨୨ରେ ଆଫଗାନିସ୍ତାନ...
ମୋ ବିରୋଧରେ ବିଭିନ୍ନ ଅଭିଯୋଗ ନ ଆଣି ମତେ ବରଂ ମାରିଦିଅ, ଭାବପ୍ରବଣ ହୋଇ କହିଲେ ସ୍ବପ୍ନା…
ଥିରୁଭାନନ୍ତପୁରମ୍, ୧୨।୬ : କେରଳରେ ସୁନା ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବପା୍ନ ସୁରେଶଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ ବିରୋଧରେ ନଗଦ ଟଙ୍କା ଦେଣନେଣ ଅଭିଯୋଗ କରିବା ପରେ ସ୍ବପ୍ନା ଏବେ ପୁଣି...
ସ୍ଥିତି ପୁଣି ଅଣାୟତ୍ତ ମୁହାଁ…
ନୂଆଦିଲ୍ଲୀ, ୧୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...