ରାତି ୨.୩୦ରେ ପୋଲିସକୁ ଫୋନ କରି ୨ ବୋତଲ ବିୟର୍ ମାଗିଲେ ଯୁବକ, ଆଉ ତା’ପରେ
ହାଇଦ୍ରାବାଦ୍,୧୨।୫: ତେଲେଙ୍ଗାନାରେ ଜଣେ ଯୁବକ ମଦ ନିଶାରେ ଏପରି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି, ଯାହାକୁ କେହି ସହଜେ ଭାବି ପାରିବେ ନାହିଁ। ଜଣେ ୨୨ ବର୍ଷ ବର୍ଷୀୟ ଯୁବକ ରାତି ୨.୩୦ରେ ୧୦୦ ଡାଏଲ କରି ଦୁଇ ବୋତଲ...
ପିକେଙ୍କ ପରାମର୍ଶ, ବିରୋଧୀ ଦଳଙ୍କ ଭଳି ଆଚରଣ ଶିକ୍ଷାଲାଭ କରୁ କଂଗ୍ରେସ…
ନୂଆଦିଲ୍ଲୀ, ୧୨।୫ : ଭାରତୀୟ ରାଜନୀତିର ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ କଂଗ୍ରେସ ବିରୋଧୀ ଦଳ ଭଳି ଆଚରଣ ଶିକ୍ଷାଲାଭ କରିବା ଆବଶ୍ୟକ। ଇଣ୍ଡିଆନ...
୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୧୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...
ଭାରତ ପାକିସ୍ତାନ ବିରୋଧରେ କେବେ କରିବ ସାମରିକ କାର୍ଯ୍ୟାନୁଷ୍ଠାନ ? ଆମେରିକା ଗୁପ୍ତଚର ରିପୋର୍ଟ…
ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଧିକ। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ରିପୋର୍ଟ ଅନୁଯାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ମଧ୍ୟ ଚିନ୍ତାର ବିଷୟ...
ବିରସା ମୁଣ୍ଡା ଜେଲ ପହଞ୍ଚିବା ପରେ ବେହୋସ ହୋଇଗଲେ ଆଇଏଏସ ପୂଜା ସିଂଘଲ
ରାଞ୍ଚି,୧୨ ।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୮ କୋଟି ମନରେଗା ଘୋଟାଲା ମାମଲାରେ ଆଇଏଏସ ପୂଜା ସିଂଘଲଙ୍କୁ ଗିରଫ କରିଛି । ସେ ଗୁରୁବାରଠାରୁ ୫ ଦିନିଆ ଇଡି ରିମାଣ୍ଡରେ ରହିବେ । ଏଥିଲାଗି ଇଡି ଗୁରୁବାର ଦିନ ୧୦ଟା ୧୫...
ରକ୍ତ ଚାହେଁ ଏ ଜମି, ବିବାଦୀୟ ସାଇନ ବୋର୍ଡ ଭାଇରାଲ…
ଭୋପାଳ, ୧୨।୫ : ମଧ୍ୟପ୍ରଦେଶର ଛତ୍ରପୁର ଜିଲାର ଏକ ଛୋଟ ଗାଁରେ ଲଗାଯାଇଥିବା ବିବାଦୀୟ ସାଇନ ବୋର୍ଡକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସାଇନ ବୋର୍ଡ ଏକ ଘରୋଇ ଜମିରେ ଲଗାଯାଇଛି। ଏଁଥିରେ ଲେଖା ଅଛି ଯେ...
ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର, ସୋନିଆ-ରାହୁଲଙ୍କ ସମେତ ୪୩୦ ପ୍ରତିନିଧି ହେବେ ସାମିଲ
ନୂଆଦିଲ୍ଲୀ,୧୨ ।୫: ବେଶ କିଛି ବର୍ଷ ହେବ ପଛକୁ ପଛକୁ ଯାଇ ସତ୍ତା ହରାଇବା ପରିସ୍ଥିତିରେ ଥିବା କଂଗ୍ରେସ ଦଳ ଏବେ ଆତ୍ମମନ୍ଥନ କରିବାକୁ ବାହାରିଛି । ଉଦୟପୁରରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ପାଇଁ ସମସ୍ତ ପ୍ରସ୍ତୁତି...
ରେଲଓ୍ବେର ବଡ଼ କାର୍ଯ୍ୟାନୁଷ୍ଠାନ, ୧୯ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର…
ନୂଆଦିଲ୍ଲୀ, ୧୨।୫ : ରେଲୱେ ବୋର୍ଡ ଗୋଟିଏ ଦିନରେ ୧୯ ଜଣ ବରିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି। ସେମାନଙ୍କୁ ସ୍ବେଚ୍ଛାକୃତ ଅବସର (ଭିଆର୍ଏସ୍) ପ୍ରଦାନ କରାଯାଇଛି । ସେମାନ କାର୍ଯ୍ୟର ସମୀକ୍ଷା କରିବା ପରେ, ଏହି...
ରାୟଗଡ଼ର କରନି ଗାଁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ, ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ
ରାୟଗଡ଼,୧୨ ।୫: ମଧ୍ୟପ୍ରଦେଶ ରାୟଗଡ଼ର କରନି ଗାଁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜମିଜମା ବିବାଦ ତ୍ରୀବ୍ର ରୂପ ଧାରଣ କରିଛି । ଉଭୟଙ୍କ ମଧ୍ୟରେ ମାଡପିଟ ପରେ ଭଙ୍ଗାରୁଜା ହୋଇଛି । ଉତ୍ତେଜନା ପରିସ୍ଥିତିକୁ ଦେଖି ଗାଁରେ ପୋଲିସ ମୁତୟନ...
୧୯ % ଘରେ ବ୍ୟବହାର ହେଉନି ଶୌଚାଳୟ
ନୂଆଦିଲ୍ଲୀ,୧୨।୫: ନ୍ୟାଶନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ (ଏନ୍ଏଫ୍ଏଚ୍ଏସ୍) ରିପୋର୍ଟ ଅନୁସାରେ ଦେଶରେ ୧୯ ପ୍ରତିଶତ ଲୋକ ଘରେ ଶୌଚାଳୟ ବ୍ୟବହାର କରୁନାହାନ୍ତି। ଅର୍ଥାତ୍ ସେମାନେ ବର୍ତ୍ତମାନ ସୁଦ୍ଧା ବାହାରେ ମଳତ୍ୟାଗ କରୁଛନ୍ତି। ୨୦୧୯ରୁ ୨୦୨୧ ମସିହାର ତଥ୍ୟ ଏହି ରିପୋର୍ଟରେ...
ୟୁପି ଡିଜିପି ମୁକୁଲ ଗୋଏଲ ବହିଷ୍କୃତ
ଲକ୍ଷ୍ନୌ, ୧୨ା୫: ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମୁକୁଲ ଗୋଏଲଙ୍କୁ ବୁଧବାର ତାଙ୍କ ପଦରୁ ବହିଷ୍କୃତ କରାଯାଇଛି। କର୍ତ୍ତବ୍ୟରେ ହେଳା ଏବଂ ସରକାରୀ ନିର୍ଦ୍ଦେଶ ଅବମାନନା କରୁଥିବାରୁ ତାଙ୍କୁ ଏହି ପଦବୀରୁ ହଟାଯାଇଥିବା ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁକୁଲ...
ଶତ୍ରୁ ଦେଶର ହନିଟ୍ରାପରେ ଭାରତୀୟ ବାୟୁସେନା ଯବାନ, ଗିରଫ କଲା ଦିଲ୍ଲୀ କ୍ରାଇମ ବ୍ରାଞ୍ଚ
ନୂଆଦିଲ୍ଲୀ,୧୨ ।୫: ଏବେ ଶ୍ରତୁ ଦେଶ ଉପରେ ଆକ୍ରମଣ କରିବାକୁ ଗୁପ୍ତଚରଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଏଥିରେ କିଛି ଦେଶ ହନିଟ୍ରାପ ବ୍ୟବହାର କରି ଶତ୍ରୁ ଦେଶର ଯବାନମାନଙ୍କୁ ଟାର୍ଗେଟ କରିଛନ୍ତି । ଫଳରେ ସୁରକ୍ଷା ସହ...