ଆଗାମୀ ନିର୍ବାଚନ ଲଢିବେ ନାହିଁ ଓମାର ଅବଦୁଲ୍ଲା, ସରକାର ଗଢିବାକୁ ନେଇପାରନ୍ତି ପିଡିପିର ସମର୍ଥନ
ଶ୍ରୀନଗର,୧୬ ।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ଆଗକୁ ହେବାକୁ ଥିବା ନିର୍ବାଚନ ସେ ଲଢିବେ ନାହିଁ । ପିଡିପି ସହ ମିଶି…
ସୀମା ସଂଘର୍ଷ ପରେ ଆଜି ମୋଦି-ଜିନ୍ପିଙ୍ଗ୍ ପ୍ରଥମ ଭେଟ
ନୂଆଦିଲ୍ଲୀ,୧୬।୯:୨୦୨୦ରେ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଶୁକ୍ରବାର ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ସାଂଘାଇ ସହଯୋଗ…
ଟ୍ରେନ ଝରକା ବାଟେ ଯାତ୍ରୀଙ୍କ ମୋବାଇଲ ଚୋରି କରୁଥିବାବେଳେ ଧରାପଡିଲେ ଚୋର, ଆଉ ତା’ପରେ
ପାଟନା,୧୬।୯: ଚୋରି, ପକେଟ ମାର ଭଳି ଘଟଣା ରେଳ ଷ୍ଟେଶନରେ ଘଟିବା ଏକ ସାଧାରଣ ଘଟଣା। ଅନେକ ସମୟରେ ଚୋରମାନେ ଚୋରି କରି ଟ୍ରେନର ଝରକା କିମ୍ବା କବାଟ ବାଟେ ଖସି ପଳାନ୍ତି। ଚଳନ୍ତା ଟ୍ରେନ ଯୋଗୁ ଯାତ୍ରୀମାନେ ଚୋରକୁ ଧରିବାରେ…
ବିମାନରେ ଆସୁଛନ୍ତି ଚିତା
ଓ୍ବିଣ୍ଡହୋକ୍,(ନାମିବ୍ୟା) ୧୬ା୯ ଖୁବ୍ଶୀଘ୍ର ଭାରତରେ ଦୌଡ଼ିବେ ଚିତା। ୧୯୫୨ରେ ଦେଶରୁ ବିଲୁପ୍ତ ଘୋଷଣା କରାଯାଇଥିବା ଚିତା ନାମିବ୍ୟାରୁ ଭାରତ ଆଣିବାକୁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯିବାକୁ ଥିବା ୮ ଚିତା ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି।…
ମୋଦିଙ୍କ ଜନ୍ମଦିନରେ ପରସା ଯିବ ବିଶେଷ ଥାଳି
ନୂଆଦିଲ୍ଲୀ,୧୬ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରାଜଧାନୀ ଦିଲ୍ଲୀର ଏକ ରେସ୍ତୋରାଁ ବିଶେଷ ଥାଳି ପରସିବାର ବ୍ୟବସ୍ଥା କରିଥିବା ଜଣାପଡିଛି । ଏହି ବିଶେଷ ଥାଳିର ନାମ ରଖାଯାଇଛି ’୫୬ ଇଞ୍ଚ ମୋଦିଜୀ’ । ସେପ୍ଟେମ୍ବର ୧୭ ହେଉଛି ମୋଦିଙ୍କ…
ଗିରଫ ହେଲେ ପଶ୍ଚିମବଙ୍ଗ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୫।୯: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଗୁରୁବାର ରାଜ୍ୟର ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ କଲ୍ୟାଣମୟ ଗାଙ୍ଗୁଲିଙ୍କୁ ଗିରଫ କରିଛି। ଗାଙ୍ଗୁଲିଙ୍କୁ ଜେରା ପାଇଁ ସିବିଆଇର କୋଲକାତା କାର୍ଯ୍ୟାଳୟକୁ ଡକାଯାଇଥିଲା। ସେ ତଦନ୍ତରେ ସହଯୋଗ…
ଉଜ୍ବେକିସ୍ତାନରେ ମୋଦି
ନୂଆଦିଲ୍ଲୀ,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ସମିଟ୍ରେ ଯୋଗଦେବା ଲାଗି ଗୁରୁବାର ଉଜ୍ବେକିସ୍ତାନର ସମରକନ୍ଦ ସହରରେ ପହଞ୍ଚିଛନ୍ତି। ଏସ୍ସିଓ ସମିଟ୍ରେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସମେତ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଯୋଗଦେବେ। ଅନ୍ୟପକ୍ଷେ ୨୦୨୦ରେ…
ଆସାମର ୮ ଉଗ୍ରପନ୍ଥୀ ସଂଗଠନ ସହ କେନ୍ଦ୍ରର ଶାନ୍ତି ଚୁକ୍ତି
ନୂଆଦିଲ୍ଲୀ,୧୫।୯: କେନ୍ଦ୍ର ଏବଂ ଆସାମ ସରକାର ଗୁରୁବାର ଆସାମର ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନ ସହ ଶାନ୍ତି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ଏହି ତ୍ରିପାକ୍ଷିକ ଚୁକ୍ତିନାମାରେ ସ୍ବାକ୍ଷର କରିଥିବା ଉଗ୍ରପନ୍ଥୀ ସଂଗଠନ ମଧ୍ୟରେ ଅଛନ୍ତି ଅଲ୍ ଆଦିବାସୀ ନ୍ୟାଶନାଲ ଲିବରେଶନ ଆର୍ମି…
ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା ସିବିଆଇ
କୋଲକାତା,୧୫।୯: ଶିକ୍ଷକ ନିଯୁକ୍ତି ଦୁର୍ନୀତି ତଥା ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଗୁରୁବାର କୋଲକାତା କୋର୍ଟରେ ଆବେଦନ କରିଛି। ମାମଲାର ଯାଞ୍ଚ କରିବା ସହ ଚାଟାର୍ଜୀଙ୍କୁ ଅଧିକ ପଚରାଉଚରା…
‘କଂଗ୍ରେସ ଯୋଗୁ ମୋଦି ୨ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି’
ଜୟପୁର,୧୫।୯: ରାଜସ୍ଥାନରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଘୋଷଣା କରିଛନ୍ତି। ଗୁରୁବାର ସେ ରାଜସ୍ଥାନର ଝୁଞ୍ଜୁନୁରେ ପହଞ୍ଚି କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ସେ…
ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ
ଚେନ୍ନାଇ,୧୫।୯: ଚେନ୍ନାଇର ଆଭାଡି ବାୟୁ ସେନା ବେସ୍ରେ ପୋଷ୍ଟିଂ ହୋଇଥିବା ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତକ ଯବାନ ଜଣଙ୍କ ହେଲେ ୨୨ ବର୍ଷୀୟ ଯବାନ ଜଣକ ହେଲେ ନୀରବ ଚୌହାନ। ଗୁରୁବାର ଭୋର…
ଦଲେର୍ ମେହେନ୍ଦିଙ୍କୁ ଆଶ୍ୱସ୍ତି
ଚଣ୍ଡିଗଡ,୧୫।୯: ମାନବ ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ଭୋଗୁଥିବା ପଞ୍ଜାବୀ ଗାୟକ ଦଲେର୍ ମେହେନ୍ଦିଙ୍କୁ ଗୁରୁବାର ପଞ୍ଜାବ-ହରିୟାଣା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପଟିଆଲା କୋର୍ଟ ଦେଇଥିବା ଦଣ୍ଡକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ…
Archives


