ମହାରାଷ୍ଟ୍ରକୁ ପୁଣି ଝଟ୍କା, ଏବେ ଔଷଧ ପ୍ରକଳ୍ପ ବି ହାତରୁ ଗଲା…
ମୁମ୍ବାଇ, ୧୫।୯ : ମହାରାଷ୍ଟ୍ର ହାତରୁ ସେମିକଣ୍ଡକ୍ଟର କାରଖାନା ଗୁଜୁରାଟକୁ ଯିବା ପରେ ଏବେ ପୁଣି ବଡ଼ ଝଟ୍କା ଲାଗିଛି। ଶିବସେନା ନେତା ଆଦିତ୍ୟ ଠାକରେ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ପ୍ରତିଷ୍ଠା ହେବାକୁ ଥିବା ୩ ହଜାର କୋଟି ଟଙ୍କା…
ପୂରଣ ହୋଇପାରିଲାନି ଅଙ୍ଗଦାନ କରି ପିତାଙ୍କୁ ବଞ୍ଚାଇବା ଆଶା, କୋର୍ଟଙ୍କ ଫଇସଲା ପୂର୍ବରୁ ପିତାଙ୍କ ମୃତ୍ୟୁ…
ନୂଆଦିଲ୍ଲୀ, ୧୫।୯ : ଜଟିଳ ନ୍ୟାୟିକ ପ୍ରକ୍ରିୟାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଜଣେ ନାବାଳକ ପୁଅର ଯନ୍ତ୍ରଣାଦାୟକ କାହାଣୀ ନେଇ ଏବେ ଚର୍ଚ୍ଚା ହେଉଛି। ଜଣେ ୧୭ ବର୍ଷୀୟ କିଶୋରଙ୍କ ବାପା ନୋଏଡାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…
ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…
ଶ୍ରୀନଗର, ୧୫।୯ : ଜମ୍ମୁ -କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ନୌଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।…
୫.୪୭ କୋଟି ଟଙ୍କାର ମଦ ଉପରେ ଚାଲିଲା ବୁଲଡୋଜର…
ହାଇଦ୍ରାବାଦ, ୧୫।୯ : ଆନ୍ଧ୍ରପ୍ରଦେଶ ପୋଲିସ ଏକ ବୁଲଡୋଜର ଚଲାଇ ତେଲେଙ୍ଗାନାରୁ ବେଆଇନ ଭାବେ ଆସିଥିବା ହୋଇଥିବା ୨.୪୩ ଲକ୍ଷ ମଦ ବୋତଲକୁ ନଷ୍ଟ କରି ଦେଇଛି। ପୋଲିସର ସୂଚନାନୁସାରେ, ଏହାର ଆନୁମାନିକ ମୂଲ୍ୟ ୫.୪୭ କୋଟି ଟଙ୍କା ହେବ। ଆନ୍ଧ୍ରପ୍ରଦେଶର…
ଜ୍ଞାନବାପି ପରେ ଏବେ ବିବାଦ ଘେରରେ ବଦାୟୁଁ ଜାମା ମସଜିଦ୍, ନୀଳକଣ୍ଠ ମହାଦେବ ମନ୍ଦିର ଥିବା ଦାବି…
ଲକ୍ଷ୍ନୌ, ୧୫।୯ : ଜ୍ଞାନବାପି ପରେ ଏବେ ବିବାଦ ଘେରରେ ବଦାୟୁଁ ଜାମା ମସଜିଦ୍ ରହିଛି। ଏଠାରେ ନୀଳକଣ୍ଠ ମହାଦେବ ମନ୍ଦିର ଥିବା ଦାବି ହୋଇଛି। ଗୁରୁବାର ଏହି ମାମଲାର ଶୁଣାଣି ହେବ। ଏହାପୂର୍ବରୁ ଉଭୟ ପକ୍ଷ ନିଜ ନିଜ ପ୍ରସ୍ତୁତିରେ…
ଝାଡ଼ଖଣ୍ଡରେ ସଂରକ୍ଷଣ ସୀମା ୭୭ ପ୍ରତିଶତକୁ ବୃଦ୍ଧି…
ରାଞ୍ଚି, ୧୫।୯ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦୁଇଟି ପ୍ରମୁଖ ନିଷ୍ପତ୍ତି ନେଇଛି। ୧୯୩୨ ଝାଡଖଣ୍ଡର ଖତିଆନ ଆଧାରିତ ସ୍ଥାନୀୟ ନୀତିର ଅନୁମୋଦନ କ୍ରମେ ଓବିସି, ଏସଟି ଏବଂ ଏସ୍ସିଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରିବାକୁ ନିଷ୍ପତ୍ତି…
ବଢ଼ିଲା ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୬ ହଜାର ଉପରେ ରହିଛି। କେରଳରେ…
ଲଖିମପୁର ଘଟଣାକୁ ନେଇ ରାଜନୀତି ସରଗରମ, ଅଖିଳେଶଙ୍କ ପରେ ପ୍ରିୟଙ୍କା ଗାନ୍ଧୀ, ସଞ୍ଜୟ ସିଂ ଉଠାଇଲେ ପ୍ରଶ୍ନ
ଲକ୍ଷ୍ନୌ,୧୫ ।୯: ଉତ୍ତର ପ୍ରଦେଶର ଲଖିମପୁରରେ ଦୁଇ ଭଉଣୀଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ବୁଧବାର ଉଦ୍ଧାର କରାଯାଇଛି । ଏହି ମାମଲା ଲଖିମପୁର ଖେରିର ନିଘାସନ କୋତୱାଲିର ବୋଲି ଜଣାପଡିଛି । ଏହି ମାମଲାରେ ଏଡିଜି ଆଇନ ବ୍ୟବସ୍ଥା ପ୍ରଶାନ୍ତ…
ଏସସିଓ ବୈଠକରେ ଯୋଗ ଦେବାକୁ ସମରକନ୍ଦ ଯିବେ ମୋଦି, ସନ୍ଧ୍ୟାରେ ପୁଟିନଙ୍କ ସହ ହେବ ଦ୍ୱିପାକ୍ଷିକ ବାର୍ତ୍ତା
ନୂଆଦିଲ୍ଲୀ,୧୫ ।୯: ତାସକନ୍ଦର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀ ୨୦୨୨ରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତାଙ୍କର ଯାତ୍ରା ଆରମ୍ଭ କରିବେ । ସେଠାରେ ସେ ରୁଷିଆ ରାଷ୍ଟ୍ରପତି ପୁଟିନ, ଚାଇନା ରାଷ୍ଟ୍ରପତି…
୪୭ କୋଟିର ସୁନା, ରୁପା ଜବତ
ମୁମ୍ବାଇ,୧୫।୯: ମୁମ୍ବାଇର ଏକ ପ୍ରାଇଭେଟ ଲକର୍ରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୯୧.୫ କେଜି ସୁନା ଏବଂ ୧୫୨ କେଜି ଓଜନର ରୁପା ଜବତ କରିଛି। ଜବତ ସୁନା ଓ ରୁପାର ବଜାର ମୂଲ୍ୟ ୪୭ କୋଟି ଟଙ୍କା ରହିଛି। ମନି ଲଣ୍ଡରିଂ…
ଓ୍ବାକଫ୍ ବୋର୍ଡର ବିନା ଅନୁମତିରେ ବିକି ହେଉନି ଜମି
ଚେନ୍ନାଇ, ୧୫।୯: ତାମିଲନାଡୁର ୨୦ଟି ଗ୍ରାମର ଜମି ମାଲିକ ଏବେ ଚିନ୍ତାରେ। ଓ୍ବାକଫ୍ ବୋର୍ଡର ବିନା ଅନୁମତିରେ ଗ୍ରାମର କୌଣସି ଜମି ମାଲିକ ନିଜ ସମ୍ପତ୍ତି ବିକ୍ରି କରିପାରୁ ନ ଥିବା ଥିରୁଚେନ୍ଦୁରାଇ ସବ୍-ରେଜିଷ୍ଟ୍ରାର ଅଫିସ୍ ପକ୍ଷରୁ କୁହାଯାଇଛି। ଏହି ଗ୍ରାମର…
‘କର୍ତ୍ତବ୍ୟ ପଥ‘ରେ ଆଇସକ୍ରିମର ୯୦ ଷ୍ଟଲ, ପାଣିର ୩୦ଟି ଟ୍ରଲିକୁ ମିଳିବ ଅନୁମତି
ନୂଆଦିଲ୍ଲୀ,୧୫ ।୯: ନିକଟରେ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟ ପାଖ ସର୍କଲର ନାମକରଣ ‘କର୍ତ୍ତବ୍ୟ ପଥ‘ କରାଯାଇଛି । ଆଧୁନିକତାର ଛାପ ସହ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ସ୍ଥାନୀୟ ଲୋକଙ୍କୁ ବି ରୋଜଗାର ଯୋଗାଇବ । ଏହି କର୍ତ୍ତବ୍ୟ…
Archives


