ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୧୬।୯: ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ଫୋର୍ବସ ରିଅଲ ଟାଇମ ବିଲିୟନେୟାର ଇଣ୍ଡେକ୍ସରେ ଆଦାନୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ଅତିକ୍ରମ କରି ଏହି ପଦବୀ ହାସଲ କରିଛନ୍ତି। ତେବେ ସେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ତୃତୀୟ…
ଅବକାରୀ ନୀତି ଦୁର୍ନୀତି: ୪୦ ସ୍ଥାନରେ ଇଡି ଚଢାଉ
ନୂଆଦିଲ୍ଲୀ,୧୬।୯: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪୦ଟି ସ୍ଥାନରେ ଚଢାଉ କରିଛି। ମଦ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟର୍ ଓ ସପ୍ଲାଏ ଚେନ ନେଟୱର୍କସ ସହ ଜଡିତ ଥିବା ଲୋକଙ୍କ ଠିକଣାରେ ଚଢାଉ କରାଯାଇଛି। ଆନ୍ଧ୍ର ପ୍ରଦେଶର…
ବେଗୁସରାଇ ଗୁଳିକାଣ୍ଡ ଘଟଣା: ୪ ଅଭିଯୁକ୍ତ ଗିରଫ
ପାଟନା,୧୬।୯: ବେଗୁସରାଇ ଗୁଳିକାଣ୍ଡ ଘଟଣାର ତିନି ଦିନ ପରେ ବିହାର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ହୃଦୟ ବିଦାରକ ଘଟଣାରେ ପୋଲିସ ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାନୁସାରେ, ଶୁକ୍ରବାର ସକାଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ…
କମୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୨୯୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଜନ୍ମିତ ଶିଶୁଙ୍କୁ ମିଳିବ ସୁନା ମୁଦି, ବଣ୍ଟାଯିବ ୭୨୦ କିଲୋ ମାଛ
ଚେନ୍ନାଇ,୧୬।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ରେ ୭୨ ବର୍ଷରେ ପଦାର୍ପଣ କରିବେ। ତାଙ୍କ ଜନ୍ମଦିନକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ରହିଛି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଚାଲିଛି। ସେପଟେ ଭାଜପାର…
କାନ୍ଥ ଭୁଷୁଡିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ସହୟତା ରାଶି ଘୋଷଣା
ଲକ୍ଷ୍ନୌ,୧୬।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ହଜରତଗଞ୍ଜରେ ଏକ ନିର୍ମାଣଧୀନ କାନ୍ଥ ଭୁଷୁଡି ପଡିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ…
ଭୂକମ୍ପରେ ଥରିଲା ଲଦାଖ
ଲେହ,୧୬।୯: ଲେହ-ଲଦାଖରେ ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ବେଳେ ଅକ୍ଷାଂଶ ୩୫.୮୯ ଏବଂ ଦ୍ରାଘିମା ୭୭.୫୭ ରହିଛି…
ଲକ୍ଷ୍ନୌ ହଜରତଗଞ୍ଜରେ ଦୁର୍ଘଟଣା, କାନ୍ଥ ଭୁଷୁଡି ୨ ଶିଶୁ ସମେତ ୯ ମୃତ
ଲକ୍ଷ୍ନୌ,୧୬ ।୯: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ହଜରତଗଞ୍ଜ ଅଞ୍ଚଳରେ ଏକ କାନ୍ଥ ଭୁଷୁଡି ପଡିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ଏହା…
ବେଗୁସରାଇ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଚଳନ୍ତା ଟ୍ରେନରୁ ଗିରଫ କଲା ପୋଲିସ
ପାଟନା,୧୬ ।୯: ବିହାର ବେଗୁସରାଇରେ ଆଖିବୁଜା ଗୁଳିଚାଳନା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଚଳନ୍ତା ଟ୍ରେନରୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ନାମ କେଶବ ବୋଲି କୁହାଯାଉଛି । ପୋଲିସ ଗୁପ୍ତ ସୂଚନା ପାଇବା ପରେ ଚଳନ୍ତା ଟ୍ରେନରୁ ଅଭିଯୁକ୍ତଙ୍କୁ…
ଲଖିମପୁର ଖେରି ମାମଲା: ପୀଡ଼ିତ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି ପାଇଁ ଯୋଗୀଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୧୬ ।୯: ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଦୁଇ ନାବାଳିକା ଭଉଣୀଙ୍କୁ ବଳାତ୍କାର ପରେ ହତ୍ୟା କରିବା ଘଟଣା ଏବେ ରାଜନୈତିକ ମୋଡ ନେଇଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡ଼ିତ ପରିବାରକୁ ୨୫ ଲକ୍ଷ ଟଙ୍କା…
ନୀତୀଶଙ୍କ ‘ବେଗୁସରାଇ’ ମୁଣ୍ଡବ୍ୟଥା
ପାଟନା,୧୬।୯:ବେଗୁସରାଇ ଗୁଳିକାଣ୍ଡ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ମଙ୍ଗଳବାର ସନ୍ଧ୍ୟାରେ ବେଗୁସରାଇରେ ଘଟିଥିବା ଏହି ଘଟଣାରେ ଜଣେ ୩୦ ବର୍ଷୀୟ ଯୁବକ ନିହତ ହୋଇଥିବାବେଳେ ଅନ୍ୟ ୧୧ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ବାଇକରେ ଆସି ଜିଲାର ୧୦ଟି…
ସିଜେଆଇଙ୍କ ନୂଆ ତାଲିକା ବ୍ୟବସ୍ଥାରେ ଖଣ୍ଡପୀଠ ଅସନ୍ତୁଷ୍ଟ
ନୂଆଦିଲ୍ଲୀ,୧୬।୯:ଦୀର୍ଘବର୍ଷ ଧରି ସୁପ୍ରିମକୋର୍ଟରେ ପଡ଼ିରହିଥିବା ହଜାର ହଜାର ମାମଲାର ତ୍ୱରିତ୍ ଫଇସଲା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ମାମଲାଗୁଡ଼ିକର ଶୁଣାଣି ପାଇଁ ନୂଆ ତାଲିକାଭୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବାବେଳେ ଏହାକୁ ନେଇ ଏକ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ…
Archives


