ଜାତୀୟ

ଅର୍ପିତାଙ୍କ ଘରୁ ୪ ବିଳାସପୂର୍ଣ୍ଣ କାର୍‌ ଗାଏବ

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁସନ୍ଧାନ ଚାଲିଛି। ଏହି ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ତେବେ ଇଡି ରେଡ୍‌…

ଏକସାଙ୍ଗରେ ମିଳିଲା ୫ ଶ୍ରମିକଙ୍କ ମୃତଦେହ

ହାଇଦ୍ରାବାଦ୍‌,୨୯।୭: ତେଲେଙ୍ଗାନାର କୋଲାପୁରରେ ୫ ଜଣ ଶ୍ରମିକଙ୍କ ମୃତଦେହ ଏକାସାଙ୍ଗରେ ମିଳିଛି। ଏହାକୁ ନେଇ ଏଠାରେ ଉତ୍ତେଜନା ଦେଖାଦେଇଛି। ଏହି ପାଞ୍ଚଜଣ ଶ୍ରମିକଙ୍କ ମୃତଦେହ ଭୂତଳ ନିର୍ମାଣ ସ୍ଥଳରୁ ମିଳିଛି। କୋଲାପୁର ପୋଲିସ ଇନ୍ସପେକ୍ଟର ଭେଙ୍କଟା ରେଡ୍ଡୀ କହିଛନ୍ତି, ଗୁରୁବାର ବିଳମ୍ବିତ…

ଆଜି ଦେଶରେ ୨୦,୪୦୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୯।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୪୦୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୪୭ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…

ଛତିଶଗଡରେ ଭୂକମ୍ପ

ରାୟପୁର,୨୯।୭: ଛତିଶଗଡରେ ଭୂକମ୍ପ ଝଟକା। ରାତି ପ୍ରାୟ ୧୨ଟା ୫୬ ମିନିଟ୍‌ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ…

ଉଡିବା ଆରମ୍ଭ କରୁ କରୁ ରନ୍‌ୱେରୁ ଖସିଗଲା ଇଣ୍ଡିଗୋ ବିମାନ

ଜୋରହାଟ,୨୯ ।୭: ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଉଡିବା ଆରମ୍ଭ କରୁ କରୁ ରନୱେରୁ ଖସି ଯାଇଥିବା ଜଣାପଡିଛି । ତେବେ କୌଣସି ପ୍ରକାରେ ପାଇଲଟ ବିମାନଟିକୁ ଅଟକାଇ ଦେବା ସହ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।…

ଆଇପିଏସଙ୍କ ନିଷ୍ପତ୍ତିକୁ କରାଯାଉଛି ପ୍ରଶଂସା

ଗାନ୍ଧିନଗର,୨୯ ।୭: ଗୁଜରାଟରେ ବିଷାକ୍ତ ମଦ ପିଇ ଏବେ ପର୍ଯ୍ୟନ୍ତ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ଏହି ବିଷାକ୍ତ ମଦ କନୁଭାଇ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି । ଏହାପରେ କିନ୍ତୁ ତାଙ୍କର ପିଲାମାନେ ଅନାଥ ହୋଇ…

ରାଜ୍ୟ ସଭାରୁ ନିଲମ୍ବିତ ଏମ୍‌ପିଙ୍କ ୫୦ ଘଣ୍ଟିଆ ଧାରଣା, ପାର୍ଲାମେଣ୍ଟ ପରିସରରେ କାଟିଲେ ରାତି

ନୂଆଦିଲ୍ଲୀ,୨୯ ।୭: ପାର୍ଲାମେଣ୍ଟ ପରିସରରେ ବିଭିନ୍ନ ବିରୋଧି ଦଳର ଏମପି ଧାରଣାରେ ବସିଥିଲେ । ସମସ୍ତେ ସ୍ଥିର କରିଥିଲେ କି ସେମାନେ ୫୦ ଘଣ୍ଟିଆ ଧାରଣାରେ ବସିବେ । ସଂସଦରେ ମୌସୁମି ଅଧିବେଶନରେ ହଙ୍ଗାମା ପରେ କିଛି ବିରୋଧି ଦଳ ଏମପିଙ୍କୁ…

କେଜରିୱାଲଙ୍କ ଲକ୍ଷ୍ୟ ଗୁଜରାଟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୨୯ ।୭: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ମନରେ ଭରସା ଓ ବିଶ୍ୱାସ ବୃଦ୍ଧି ହୋଇଛି । ଆମ ଆଦମୀ ପାର୍ଟି ଓ ଅରବିନ୍ଦ କେଜରିୱାଲ…

ସିଙ୍ଗାପୁର ଯାଇ ପାରିବେ ନାହିଁ କେଜରିୱାଲ

ନୂଆଦିଲ୍ଲୀ,୨୯ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସିଙ୍ଗାପୁର ଗସ୍ତ କରି ପାରିବେ ନାହିଁ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି କେନ୍ଦ୍ର ନିକଟରୁ ଜରୁରୀ ଅନୁମତି ମିଳିବାକୁ ନେଇ ବହୁ ସମୟ ନଷ୍ଟ ହୋଇଯାଇଛି । ୨୦…

ଲଦ୍ଦାଖରେ ବଢିଲା ସେନାର ଶକ୍ତି

ନୂଆଦିଲ୍ଲୀ,୨୯ ।୭: ଭାରତ ତା’ର ପଡୋଶୀ ଦେଶ ଚାଇନା ସହ ଲଦ୍ଦାଖ ସୀମା ବିବାଦ ପରେ ସେଠାରେ ସେନାର ଶକ୍ତି ବୃଦ୍ଧି ଉପରେ ଲଗାତାର ଧ୍ୟାନ ଦେଉଛି । ଫଳ ସ୍ୱରୁପ କେନ୍ଦ୍ର ସରକାର ଚାଇନାକୁ କଡା ଜବାବ ଦେବାକୁ ଲଦ୍ଦାଖରେ…

ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ: ୨ପାଇଲଟ ଶହୀଦ

ଜୟପୁର, ୨୮ା୭: ଭାରତୀୟ ବାୟୁସେନା(ଆଇଏଏଫ୍‌)ର ଏକ ମିଗ୍‌-୨୧ ଯୁଦ୍ଧବିମାନ ରାଜସ୍ଥାନର ବାର୍ମର ଜିଲାରେ ଗୁରୁବାର ରାତି ୯ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ପାଇଲଟଙ୍କ ମୃତ୍ୟୁ ହୋଇଛି। ବାୟଟୋର ଭିମ୍‌ଦା ଗ୍ରାମରେ ବିମାନଟି ଖସିପଡ଼ିଥିବା ନେଇ ଜିଲାପାଳ ଲୋକ ବନ୍ଧୁ ସୂଚନା…

ନୌସେନାରେ ସାମିଲ ହେଲା ବିକ୍ରାନ୍ତ

ନୂଆଦିଲ୍ଲୀ,୨୮।୭: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଯୁଦ୍ଧବିମାନବାହୀ ରଣତରୀ ବିକ୍ରାନ୍ତକୁ ଗୁରୁବାର ନୌସେନାକୁ ହସ୍ତାନ୍ତର କରାଯାଇଛି। କୋଚି ସ୍ଥିତ ଶିପ୍‌ୟାର୍ଡରୁ ଏହା ନୌସେନାରେ ସାମିଲ ହୋଇ ଏକ ଇତିହାସ ସୃଷ୍ଟି କରିଛି। ଭାରତୀୟ ନୌସେନାର ଇନ୍‌ହାଉସ ଡାଇରେକ୍ଟୋରେଟ୍‌ ଅଫ୍‌ ନାଭାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri