ଆଶ୍ଚର୍ଯ୍ୟଜନକ ମତଦାତା ସୂଚୀ, ୧୦୦ ଭୋଟର ଆଇଡିରେ ଜଣେ ମହିଳାଙ୍କ ଫଟୋ, ସାତ ବର୍ଷ ହେଲା ଠିକ କରିବାକୁ ଚାଲିଛି ପ୍ରୟାସ
ଅମ୍ବାଲା,୧୪ ।୧୦: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅମ୍ବାଲାର ଢକୌଲା ଗାଁରେ ୱାର୍ଡ ନମ୍ବର ୬ର ମତଦାତା ସୂଚୀରେ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଏଠାରେ ଚରଣଜିତ କୌର ନାମକ ଜଣେ ୭୫ ବର୍ଷୀୟା ମହିଳାଙ୍କର ଫଟୋ ୧୦୦ ଭୋଟର ଆଇଡିରେ…
ପରୀକ୍ଷାରେ ଫେଲ୍ ହେବାରୁ ଶିକ୍ଷକଙ୍କ ମାଡ଼ରେ ଚାଲିଗଲା ଛାତ୍ରଙ୍କ ଜୀବନ
ନୂଆଦିଲ୍ଲୀ,୧୩।୧୦: ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଜଣେ ୧୨ ବର୍ଷ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ହସ୍ପିଟାଲରେ ବେଡ୍ ନ ମିଳିବାରୁ ଚିକିତ୍ସାରେ ବିଳମ୍ବ ହୋଇଥିଲା। ଫଳରେ ନାବାଳକଙ୍କ ମୃତ୍ୟୁ…
ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ୬ ଘଣ୍ଟା ଜେରା କଲା ଇଡି
ନୂଆଦିଲ୍ଲୀ,୧୩।୧୦: ନାଗାଲାଣ୍ଡର ରାଜଧାନୀ କୋହିମାରେ ହାଇକୋର୍ଟ ବିଲ୍ଡିଂ ନିର୍ମାଣ ଲାଗି ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ବିଲ୍ଡିଂ ନିର୍ମାଣ ହୋଇପାରି ନାହିଁ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ନିଫିଉ ରିଓଙ୍କୁ ଗୁରୁବାର ୬ ଘଣ୍ଟା ଜେରା…
ପୋଲିସ ଗୁଳିରେ ଭାଜପା ନେତାଙ୍କ ସ୍ତ୍ରୀ ମୃତ
ମୋରାଦାବାଦ/ଡେରାଡୁନ୍,୧୩।୧୦: ଉତ୍ତରପ୍ରଦେଶ ପୋଲିସ ଟିମ୍ ଏବଂ ଉତ୍ତରାଖଣ୍ଡ ସୀମାନ୍ତ ଗ୍ରାମର ଅଧିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ସ୍ଥାନୀୟ ଭାଜପା ନେତାଙ୍କ ସ୍ତ୍ରୀ ପ୍ରାଣ ହରାଇବା ସହ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ଜଣ ପୋଲିସ କର୍ମଚାରୀ। ସେମାନଙ୍କ…
ଉଦ୍ଧବ ଗୋଷ୍ଠୀଙ୍କୁ ବଡ଼ ଆଶ୍ୱସ୍ତି: ଉପନିର୍ବାଚନରେ ଦେଇପାରିବେ ପ୍ରାର୍ଥୀ
ମୁମ୍ବାଇ,୧୩।୧୦: ମୁମ୍ବାଇ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ଶିବସେନାର ଉଦ୍ଧବ ଗୋଷ୍ଠୀ ପ୍ରାର୍ଥୀ ଋତୁଜା ଲାଟ୍କେଙ୍କୁ ଅଦାଲତ ଅନୁମତି ଦେଇଛନ୍ତି। ପୌର ନିଗମରୁ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିନେବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଉଦ୍ଧବ ଗୋଷ୍ଠୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।…
ସାମ୍ବାଦିକଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ଇଡି
ନୂଆଦିଲ୍ଲୀ,୧୩।୧୦: ମନିଲଣ୍ଡରିଂ ମାମଲାରେ ସାମ୍ବାଦିକ ରାଣା ଆୟୁବଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗାଜିଆବାଦର ଏକ ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍ ଦାଖଲ କରିଛି। ‘କେଟ୍ଟୋ’ ଅନ୍ଲାଇନ କ୍ରାଉଡ୍ ଫଣ୍ଡିଂ ପ୍ଲାଟ୍ଫର୍ମ ଜରିଆରେ ସେ ଏକ ଚ୍ୟାରିଟି ନାମରେ ଲୋକଙ୍କଠାରୁ ବେଆଇନ ଭାବେ…
ନମାଜ ପାଠ ବେଳେ ଆକ୍ରମଣ: ଥାନାରେ ମାମଲା ରୁଜୁ
ଗୁରୁଗ୍ରାମ,୧୩।୧୦: ଗୁରୁଗ୍ରାମର ଏକ ମସ୍ଜିଦରେ ବୁଧବାର ନମାଜ ପାଠ ଚାଲିଥିବା ବେଳେ କେତେଜଣ ଲୋକ ସେଠାରେ ପ୍ରବେଶ କରି ମାରପିଟ୍ କରିବା ସହ ମସ୍ଜିଦରେ ଭଙ୍ଗାରୁଜା କରିଛନ୍ତି। ମୁସଲମାନମାନେ ଉକ୍ତ ଅଞ୍ଚଳ ଛାଡ଼ି ଚାଲିଯିବାକୁ ଆକ୍ରମଣକାରୀମାନେ ଧମକ ଦେଇଥିଲେ। ଖବର ପାଇ…
ସେଣ୍ଟ୍ରାଲ ଜେଲରେ ମହିଳା କଏଦୀ ପାଳିଲେ କରଓ୍ବା ଚୌଥ
ଇନ୍ଦୋର,୧୩।୧୦: ସାରା ଦେଶରେ ଗୁରୁବାର କରଓ୍ବା ଚୌଥ ବ୍ରତ ପାଳନ କରାଯାଉଛି। ବିବାହିତା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ ଆୟୁଷ ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ନିର୍ଜଳା ଉପବାସ ରଖାଯାଇଥାଏ। ବ୍ରତଧାରୀମାନେ ଦିନଯାକ ଟୋପାଏ ପାଣି ମଧ୍ୟ…
ମୁଁ ଚାଇନିଜ ନୁହେଁ, ଭାରତୀୟ ମୁସଲମାନ: ଫାରୁକ ଅବଦୁଲ୍ଲା
ଜମ୍ମୁ,୧୩ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଦେଶରେ ମୁସଲମାନଙ୍କ ସହ କଥିତ ଦୁର୍ବ୍ୟବହାରର ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଫାରୁକ ଅବଦୁଲ୍ଲା ଗୁରୁବାର ମୁମ୍ବାଇରେ ଏନ୍ସିପିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ…
ପୁଣି ଭାଜପାକୁ ଟାର୍ଗେଟ କଲେ ମମତା
କୋଲକାତା,୧୩ ।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଊପରେ ବର୍ଷିଛନ୍ତି । ଗୁରୁବାର କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା କହିଛନ୍ତି, ଆଜି ଭାଜପା ଶାସନରେ ରହିଛି ଓ ତା’ର…
ବଦ୍ରିନାଥ ପହଞ୍ଚିଲେ ମୁକେଶ ଅମ୍ବାନୀ: ପୂଜାପାଠ ପରେ ଦାନ କଲେ ୫ କୋଟି
ଡେରାଡୁନ, ୧୩।୧୦: ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡିଷ୍ଟ୍ରି ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଭଗବାନ ବଦ୍ରି ବିଶାଳଙ୍କ ବିଶେଷ ଦର୍ଶନ ପାଇଁ ଗୁରୁବାର ବଦ୍ରିନାଥ ଧାମରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ମନ୍ଦିର ସମିତିର ଉପାଧ୍ୟକ୍ଷ କିଶୋର ପାଓ୍ବାର ଓ…
୩ଘଣ୍ଟା ପଚରାଉଚରା ପରେ ଗୁଜରାଟର ଏଏପି ମୁଖ୍ୟଙ୍କୁ ଛାଡ଼ିଲା ପୋଲିସ
ନୂଆଦିଲ୍ଲୀ,୧୩।୧୦: ଆମ ଆଦମୀ ପାର୍ଟିର ଗୁଜରାଟର ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦିଲ୍ଲୀ ପୋଲିସ ଗୁରୁବାର ୩ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛି। ଏହି ସମୟରେ ପୋଲିସ ତାଙ୍କୁ ଭାଇରାଲ ଭିଡ଼ିଓକୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏଏପି ସଂଯୋଜକ ତଥା…

