ଜାତୀୟ

ଗୁଜରାଟ କଂଗ୍ରେସ ନେତାଙ୍କୁ ଉପଦେଶ: ‘ମୋଦି ବନାମ କଂଗ୍ରେସ’ ନ ହେଉ ନିର୍ବାଚନ

ନୂଆଦିଲ୍ଲୀ,୫ ।୭: ଗତ ନିର୍ବାଚନରେ ପରାଜୟ ସ୍ୱୀକାର କରିଥିବା କଂଗ୍ରେସର ଶୀର୍ଷ ନେତୃତ୍ୱ ଦଳର ଗୁଜରାଟ ୟୁନିଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣିଠାରୁ ଦୂରେଇ ରହିବାକୁ କହିଛି । ଏହାସହ ଦଳ ମୁଖିଆ କହିଛନ୍ତି ଚଳିତ ବର୍ଷ ଶେଷକୁ…

ପଞ୍ଚମ ଦିନରେ ଅମରନାଥ ଗୁମ୍ଫାରେ ପହଞ୍ଚିଲେ ୧୯ ହଜାର ଶ୍ରଦ୍ଧାଳୁ

ଜମ୍ମୁ,୫ ।୭: ପାଗ ଭଲ ଥିବାରୁ ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ବେଳକୁ ବେଳ ବଢିବାରେ ଲାଗିଛି । ଇତିମଧ୍ୟରେ ୫ମ ଦିନରେ ଅମରନାଥ ଗୁମ୍ଫାରେ ୧୯ ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ପହଞ୍ଚିଥିବା ସୂଚନା ମିଳିଛି ।…

ଅଜିତ ପାଓ୍ବାର ବିରୋଧୀ ଦଳ ନେତା

ମୁମ୍ବାଇ, ୫।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାର ସୋମବାର ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଶିବସେନା-ଭାଜପା ମେଣ୍ଟ ପରେ ଏନ୍‌ସିପିର ସର୍ବାଧିକ ସଦସ୍ୟ ରହିଥିବାରୁ ଏହି ଦଳ ଏବେ ବିରୋଧୀ ଭୂମିକା ତୁଲାଇବ।…

ବାଲାସାହେବଙ୍କ ସ୍ବପ୍ନ ପୂରଣ ହେଲା

ମୁମ୍ବାଇ, ୫।୭: ଏକନାଥ ଶିନ୍ଦେ ସୋମବାର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ବକ୍ତବ୍ୟ ରଖିଛନ୍ତି। ଭାଜପା ସହ ମିଶି ସରକାର ଗଢ଼ିବା ପାଇଁ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ସ୍ବପ୍ନ ପୂରଣ ହୋଇଥିବା ଶିନ୍ଦେ କହିଛନ୍ତି। ସେ ଆହୁରି କହିଥିଲେ, ଗତ ୨୦…

ମୂସେଓ୍ବାଲାଙ୍କ ଶୁଟର ୧୮ ବର୍ଷୀୟ ବାଳକ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୪।୭: ପଞ୍ଜାବ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାକୁ ମାସେ ବିତିଯାଇଥିଲେ ମଧ୍ୟ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ହତ୍ୟାକାଣ୍ଡରେ ୧୮ବର୍ଷର ଅଙ୍କିତ ସିରସା ନାମକ ଶୁଟର ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସର ସ୍ପେଶିଆଲ୍‌…

ଜୁଲାଇ ୭ରେ ନିଜ ସଂସଦୀୟ କ୍ଷେତ୍ରକୁ ଗସ୍ତ କରିବେ ମୋଦି

ବାରାଣସୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୭ ଅର୍ଥାତ୍‌ ଗୁରୁବାର ନିଜର ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀକୁ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ୧୮୦୦ କୋଟି ଟଙ୍କାର ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ।…

ମହାରାଷ୍ଟ୍ରର ନୂତନ ସରକାରଙ୍କୁ ନେଇ ଭବିଷ୍ୟବାଣୀ କଲେ ପାଓ୍ବାର

ମୁମ୍ବାଇ, ୪ା୭: ରାଜନୀତିର ପୁରୁଖା ଖେଳାଳି ତଥା ଏନ୍‌ସିପି ସଭାପତି ଶରଦ ପାଓ୍ବାର ମହାରାଷ୍ଟ୍ରର ନବଗଠିତ ଏକନାଥ ଶିନ୍ଧେ ସରକାରଙ୍କ ସ୍ଥାୟୀତ୍ୱକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଆସନ୍ତା ୬ ମାସରେ ଶିନ୍ଧେ ସରକାର ଭାଙ୍ଗିଯିବ ବୋଲି ପାଓ୍ବାର କହିଛନ୍ତି। ୨୦୧୯ରେ ମହାରାଷ୍ଟ୍ର…

ଏଣିକି ହୋଟେଲ ମାଲିକ ମନଇଛା ଲଗାଇପାରିବେନି ସର୍ଭିସ ଚାର୍ଜ

ନୂଆଦିଲ୍ଲୀ,୪।୭: ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋମବାର କେନ୍ଦ୍ର ସରକାର ସର୍ଭିସ ଚାର୍ଜକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ହୋଟେଲ ଓ ରେଷ୍ଟୁରାଣ୍ଟରେ ମାଲିକମାନେ ମନଇଛା ସର୍ଭିସ ଚାର୍ଜ ଲଗାଇପାରିବେନି। ଜାତୀୟ…

ପଞ୍ଜାବ କ୍ୟାବିନେଟର ସମ୍ପ୍ରସାରଣ: ୪ବିଧାୟକ ନେଲେ ମନ୍ତ୍ରୀ ପଦ ଶପଥ

ଚଣ୍ଡିଗଡ଼,୪।୭: ପଞ୍ଜାବରେ ମାନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ୫ଜଣ ଏଏପି ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ସନ୍ଧ୍ୟାରେ ପଞ୍ଜାବ ରାଜ ଭବନର ଗୁରୁ ନାନକ ଦେବ ଅଡିଟୋରିୟମରେ ନୂତନ ନିଯୁକ୍ତ ପଞ୍ଜାବ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ…

ବିଧାନସଭାରେ ବିରୋଧୀ ଦଳର ନେତା ହେବେ ଅଜିତ ପାଓ୍ବାର

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ଜାରି ରହିଥିବା ହାଇଡ୍ରାମା ଏବେ ଶେଷ ହୋଇଛି। ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ୧୬୪ଟି ଭୋଟ ସିନ୍ଧେ-ଭାଜପା ଦଳ ସପକ୍ଷରେ ଯାଇଥିବା ବେଳେ ୯୯ଭୋଟ ବିରୋଧୀ ଦଳକୁ ଆସିଛି। ଇତିମଧ୍ୟରେ…

ତେଲ ଦର ଉପରୁ କମିଲା ଟ୍ୟାକ୍ସ

ମୁମ୍ବାଇ,୪।୭: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ତେଲ ଦର ଉପରରୁ ଭାଟ୍‌ ହ୍ରାସ କଲେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ସୋମବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ପରେ ଏମିତି ଏକ ବଡ଼ ଘୋଷଣା କରିଛନ୍ତି ସିନ୍ଧେ। ଗତ ବଷ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୪ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ପୁଣିଥରେ ତ୍ରୁଟି ପରିଲକ୍ଷିତ ହୋଇଛି । ଆନ୍ଧ୍ର ପ୍ରଦେଶ ଗସ୍ତ ସମୟରେ ବିଜୟୱାଡାରେ ଏହି ଘଟଣା ଘଟିଛି । ଏଠାରେ କଂଗ୍ରେସ କର୍ମୀମାନେ ମୋଦିଙ୍କ ହେଲିକପ୍ଟର ଉଡାଣ ଆରମ୍ଭ କରିବା ସମୟରେ କଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri