Posted inଜାତୀୟ

ମୁଁ ଚାଇନିଜ ନୁହେଁ, ଭାରତୀୟ ମୁସଲମାନ: ଫାରୁକ ଅବଦୁଲ୍ଲା

ଜମ୍ମୁ,୧୩ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଦେଶରେ ମୁସଲମାନଙ୍କ ସହ କଥିତ ଦୁର୍ବ୍ୟବହାରର ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଫାରୁକ ଅବଦୁଲ୍ଲା ଗୁରୁବାର ମୁମ୍ବାଇରେ ଏନ୍‌ସିପିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି କାର୍ଯ୍ୟକ୍ରମରେ ଅବଦୁଲ୍ଲା ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ କହିଥିଲେ ଆମେ ଆପଣଙ୍କ ସହ ଅଛୁ । ଆମକୁ କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ କରି ରଖିବାର ଅଛି । ମୁଁ ଜଣେ ମୁସଲମାନ, ଭାରତୀୟ ମୁସଲମାନ, ମୁଁ ଚାଇନିଜ ମୁସଲମାନ ନୁହେଁ ।
ସୂଚନାଯୋଗ୍ୟ, ଶରଦ ପାୱାରଙ୍କ ନେତୃତ୍ୱ ବାଲା ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳଙ୍କ ୭୫ତମ ଜନ୍ମିଦନ ପାଳନ କରିବାକୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିବସେନା ନେତା ଉଦ୍ଧବ ଠାକରେ, ଗୀତିକାର ଜାଭେଦ ଅଖତର ଓ ଏନସିପି ନେତା ଅଜିତ ପାୱାର ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମାଲିରେ ଫସିଛନ୍ତି ଝାଡ଼ଖଣ୍ଡର ୩୩ ଶ୍ରମିକ

ରାଞ୍ଚତ୍,୨୪ା୧: ଆଫ୍ରିକୀୟ ଦେଶ ମାଲିରେ ବିଦ୍ୟୁତ୍‌ ଲାଇନ ବିଛାଯିବା କାମରେ ନିୟୋଜିତ ଝାଡଖଣ୍ଡର ୩୩ ଶ୍ରମିକ ଫସିଛନ୍ତି। ସେମାନେ ଭାରତ ଫେରିବା ପାଇଁ କେନ୍ଦ୍ର ସରକାର...

ପ୍ରକଳ୍ପ ବିଳମ୍ବିତ, ଖର୍ଚ୍ଚ ବଢ଼ୁଛି

ନୂଆଦିଲ୍ଲୀ,୧୦ା୪: ଦେଶର ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ସର୍ବାଧିକ ବିଳମ୍ବିତ ହୋଇଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁସାରେ...

ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌: ଦିଲ୍ଲୀରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୧।୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଚ୍‌ ଜବତ ହେବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ...

ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି କରି ଏହି କାମ କଲେ ୧୦ମ ଶ୍ରେଣୀ ଛାତ୍ରୀ

ଥିରୁଭାନନ୍ତପୁରମ୍‌,୮ା୯: କେରଳର ଥିରୁଭାନନ୍ତପୁରମରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଯେଉଁଠାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି...

ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ଝାଡ଼ଖଣ୍ଡର ୪ଟି ଜିଲାର ୧୫ ଆସନ ପାଇଁ ମତଦାନ ଆରମ୍ଭ

ରାଞ୍ଚି,୧୬।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ସକାଳ ୭ଟାଠାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୫ଟି ବିଧାନସଭା ଆସନ ପାଇଁ ମତଦାନ...

ମୋଦିଙ୍କ କଡ଼ା ଜବାବ: ବିହାରରେ ଡବଲ୍‌ ଯୁବରାଜଙ୍କ ସ୍ଥିତି ହେବ ଦୟନୀୟ, ଡବଲ ଇଞ୍ଜିନ ସରକାର ଆଗେଇବ

ପାଟନା,୧।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଛପରାଠାରେ ଆୟୋଜିତ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ସେ କଂଗ୍ରେସର ରାହୁଲ...

ଆସିଗଲାଣି ଘରେ ମାସ୍କ ପିନ୍ଧିବାର ସମୟ

ନୂଆଦିଲ୍ଲୀ,୨୬।୪ : ଦେଶରେ ଏବେ ସୁନାମି ଭଳି ମାଡ଼ି ଚାଲିଛି କୋଭିଡ୍‌-୧୯ ସଂକ୍ରମଣ। ଏଭଳି ପରିସ୍ଥିତି ଯୋଗୁ କେବଳ ବାହାରେ ନୁହେଁ ଘରେ ମଧ୍ୟ ମାସ୍କ...

ଜାପାନର ହିରୋସୀମାରେ ପହଞ୍ଚିଲେ ମୋଦି, ଜି-୭ ସମ୍ମିଳନୀରେ ଭାଗ ନେବେ

ଟୋକିଓ/ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଜାପାନର ହିରୋସୀମାରେ ପହଞ୍ଚିଛନ୍ତି। ମୋଦି କହିଛନ୍ତି   ଜି-୭ ସମ୍ମିଳନୀରେ ଭାଗ ନେବା...

Advertisement
Archives

Model This Week