Posted inଜାତୀୟ

ପୁଣି ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୧୩ ।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଊପରେ ବର୍ଷିଛନ୍ତି । ଗୁରୁବାର କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା କହିଛନ୍ତି, ଆଜି ଭାଜପା ଶାସନରେ ରହିଛି ଓ ତା’ର କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ଦେଖାଉଛି । ଆସନ୍ତାକାଲି ଆପଣ ଯେତେବେଳେ କ୍ଷମତାରେ ନ ଥିବେ ସେତେବେଳେ ଏହି କେନ୍ଦ୍ରୀୟ ଏଜେନ୍ସି ଆପଣଙ୍କ ଘରେ ପଶି ଆପଣଙ୍କ କାନ ଧରି ବାହାରକୁ ଟାଣିନେବ, ଏହି ଦିନ ଶୀଘ୍ର ଆସିବ ।
ମମତା ଆହୁରି କହିଛନ୍ତି, ଦୁର୍ଗାପୂଜା ସମୟରେ ଗୋଟିଏ ପେଣ୍ଡାଲରେ ଅସୂର ସ୍ଥାନରେ ଯେପରି ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ପ୍ରଦର୍ଶିତ କରାଯାଇଥିଲା । ଏମିତି ଲୋକଙ୍କୁ କିଭଳି ସଜା ଦରକାର ବୋଲି ମମତା ପ୍ରଶ୍ନ କରିଥିଲେ । ଏମିତି ଲଜ୍ୟାଜନକ ଘଟଣାର ଜବାବ ଦେବେ ଜନତା । ମୁଁ ଏହାକୁ ନେଇ ବହୁତ ନିରାଶ ଥିଲି ହେଲେ କିଛି କହିପାରିଲି ନାହିଁ, କାରଣ ପୂଜା ସମୟରେ ବିରୋଧ କରାଯାଇଥାଆନ୍ତା । ସୂଚନାଯୋଗ୍ୟ, ଏହି ଘଟଣାକୁ ନେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ବିରୋଧରେ ଅଭିଯୋଗ କରାଯାଇଥିଲା । ମୂର୍ତ୍ତିକୁ ପୁଣିଥରେ ଅସୂରରେ ପରିବର୍ତ୍ତନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜେଡ୍‌ ସୁରକ୍ଷାକୁ ପୁଣି ଥରେ ମନା କଲେ ଓଓ୍ବାଇସି

ନୂଆଦିଲ୍ଲୀ,୭।୨: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଗାଡ଼ି ଉପରେ ନିକଟରେ ଗୁଳି ମାଡ଼ କରାଯାଇଥିଲା। ଏଥିଯୋଗୁ ତାଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ...

ଟ୍ରମ୍ପ୍‌ ବୁଲିବେ ତାଜମହଲ: ମଧ୍ୟାହ୍ନଠାରୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

ଆଗ୍ରା,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି।...

ତାପମାତ୍ରା ବୃଦ୍ଧି: ଭାରତର କ୍ଷତି ୧୫୯ ବିଲିୟନ ଡଲାର

ନୂଆଦିଲ୍ଲୀ,୨୧।୧୦(ପି.ଟି.):୨୦୨୧ରେ ଅତ୍ୟଧିକ ଉତ୍ତାପ ଯୋଗୁ ଭାରତ ଆୟରେ ୧୫୯ ବିଲିୟନ ଡଲାର କ୍ଷତି ସହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା ଜିଡିପିର ୫.୪ ପ୍ରତିଶତ। ଅତ୍ୟଧିକ...

ମନୀଷଙ୍କ ପୁସ୍ତକ ବମ୍‌

ନୂଆଦିଲ୍ଲୀ,୨୩।୧୧: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନ କରିବାରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ...

ନୀତୀଶଙ୍କ ବିରୋଧରେ ବର୍ଷିବେ ଶାହା, ଭାଜପା ରାଲିରେ ଜେଡିୟୁ କର୍ମୀଙ୍କୁ ନିମନ୍ତ୍ରଣ

ପାଟନା,୨୩ ।୯: ବିହାରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମେଣ୍ଟ ଭାଙ୍ଗିବା ପରେ ପ୍ରଥମଥର ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର...

ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ,୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ । ଏହି ସୂଚନା ଲୋକ ସଭା ଅଧ୍ୟକ୍ଷ ଓମ...

୩ ଘଣ୍ଟାରେ ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ/ଭୋପାଳ,୧୨।୩(ପି.ଟି./ଆଇଏଏନ୍‌ଏସ୍‌) :ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ଧୂଆଁ ଶେଷରେ ନିଆଁର ରୂପ ନେଇ ତାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାକୁ ବସିଛି।...

ଚଢ଼ାଉ ବେଳେ ପୋଲିସକୁ ଧରି ଛେଚିଲେ

ମୋତିହାରି,୭।୧୧: ବିହାରର ମୋତିହାରିରେ ଦୀପାବଳି ଦିନ ସନ୍ଧ୍ୟାରେ ଜଣେ ପୋଲିସ ଅଫିସରଙ୍କୁ ଏକ ଗୋଷ୍ଠି ବାନ୍ଧି ବାଡେଇଥିଲା। ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭିଡିଓରେ...

Advertisement
Archives

Model This Week