ଜାତୀୟ

ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରାଇଦେଲେ ଗ୍ରାମବାସୀ

ଲକ୍ଷ୍ନୌ,୧୩ା୧୦: ଉତ୍ତରପ୍ରଦେଶର ଏକ ପ୍ରେମୀଯୁଗଳଙ୍କୁ ପ୍ରେମ ମହଙ୍ଗା ପଡ଼ିଛି। ଗ୍ରାମବାସୀ ଏବଂ ପରିବାର ଲୋକେ ଦୁହିଁଙ୍କୁ ଜୋର୍‌ ଜବରଦସ୍ତ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କରିଦେଇଛନ୍ତି। ଏମିତି ଘଟଣା କାନପୁରର ଦେହାତରେ ଦେଖିବାକୁ ମିଳିଛି। ଜଲୌନର ସିର୍‌ସା କଲର ଥାନା ଅନ୍ତର୍ଗତ…

ଚାଲିଗଲା ଦୁର୍ଦ୍ଧର୍ଷ ଆର୍ମି କୁକୁର ‘ଜୁମ’

ଶ୍ରୀନଗର,୧୩।୧୦: ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଆର୍ମି କୁକୁର ‘ଜୁମ’ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ମୃତ୍ୟୁବରଣ କରିଛି। ସେନାର ୫୪ ଏଏଫ୍‌ଭିଏଚ୍‌ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲା। ଅକ୍ଟୋବର ୧୦ ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ‘ଜୁମ’…

ଥରୁରଙ୍କ ଅଭିଯୋଗ: ଖାର୍ଗେଙ୍କ ଭଳି ମୋତେ ମିଳୁନି ସମାନ ସୁଯୋଗ

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ଜୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ବିପକ୍ଷ ପ୍ରାର୍ଥୀ ମଲିକାର୍ଜୁନ ଖାର୍ଗେଙ୍କ ଭଳି ତାଙ୍କୁ ସମାନ ସୁଯୋଗ ଦିଆଯାଉ ନ ଥିବା ସେ ଇସାରାରେ କହିଛନ୍ତି। ଅଧ୍ୟକ୍ଷ ନିର୍ବାଚନରେ ତାଙ୍କୁ ସମାନ…

ମୋଦିଙ୍କୁ ଉପହାର ମିଳିଥିବା ର‌୍ୟାକେଟ ୫୧ ଲକ୍ଷ ଟଙ୍କାରେ ହେଲା ନିଲାମ

ନୂଆଦିଲ୍ଲୀ,୧୩ ।୧୦: ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ବିଭିନ୍ନ ଉପହାରର ଚତୁର୍ଥ ବର୍ଷର ନିଲାମ ବୁଧବାର ଶେଷ ହୋଇଛି । ନିଲାମ ୱେବସାଇଟର ସୂଚନା ଅନୁଯାୟୀ, ଥମସ କପ ବିଜେତା କେ. ଶ୍ରୀକାନ୍ତଙ୍କ ସାଇନ୍ ଥିବା ବ୍ୟାଡମିଣ୍ଟନ ର‌୍ୟାକେଟର ଦାମ ସବୁଠାରୁ ଅଧିକ ଟଙ୍କାରେ…

ଇଲେକ୍ଟ୍ରିକ କାର କିଣିଲେ ମିଳିବ ଏକ ଲକ୍ଷ ଟଙ୍କା ରିହାତି

ଲକ୍ଷ୍ନୌ,୧୩ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗୁରୁବାର କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ପ୍ରାୟ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟର ସହମତି ମିଳିଛି । ଲକ୍ଷ୍ନୌର ଲୋକଭବନରେ ଆୟୋଜିତ ଏହି କ୍ୟାବିନେଟ ବୈଠକରେ…

ଗୁଜରାଟର ଏଏପି ମୁଖ୍ୟ ଗୋପଳ ଇଟାଲିଆଙ୍କୁ ଅଟକ ରଖିଛି ପୋଲିସ, ଏନସିଡବ୍ଲୁ କାର୍ଯ୍ୟାଳୟ ଆଗରେ କରୁଥିଲେ ପ୍ରଦର୍ଶନ

ନୂଆଦିଲ୍ଲୀ,୧୩ ।୧୦: ଦିଲ୍ଲୀ ପୋଲିସ ଗୁରୁବାର ଆମ ଆଦମୀ ପାର୍ଟି(ଏଏପି) ଗୁଜରାଟର ଅଧ୍ୟକ୍ଷ ଗୋପାଳ ଇଟାଲିଆଙ୍କୁ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ କାର୍ଯ୍ୟାଳୟ ନିକଟରୁ ନେଇ ଅଟକ ରଖିଛି । ଗୋପାଳ ଇଟାଲିଆଙ୍କୁ ପୋଲିସ ତା’ ଜିପରେ ବସାଇ ନେଇ ଯାଇଥିବା ଦେଖାଯାଇଥିଲା…

ହିମାଚଳବାସୀଙ୍କୁ ମୋଦିଙ୍କ ଦୀପାବଳି ଉପହାର

ନୂଆଦିଲ୍ଲୀ, ୧୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିବାଚଳ ପ୍ରଦେଶର ଉନାରେ ବଲ୍କ ଡ୍ରଗ ପାର୍କର ଉଦଘାଟନ ଓ ଉନା-ହମିରପୁର ରେଲୱେ ପରିଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଧନତେରସ ଓ ଦୀପାବଳି ପୂର୍ବରୁ ହିମାଚଳକୁ ୧୦୦୦କୋଟିର…

ନିର୍ବାଚନ ଚିହ୍ନକୁ ନେଇ ପକ୍ଷପାତିତା ଅଭିଯୋଗ ଆଣିଲେ ଉଦ୍ଧବ ଠାକରେ, ନିର୍ବାଚନ କମିଶନଙ୍କୁ ଲେଖିଲେ ପତ୍ର

ମୁମ୍ବାଇ,୧୩ ।୧୦: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ କମିଶନଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି, କି ତାଙ୍କୁ ମିଳିଥିବା ନିର୍ବାଚନ ଚିହ୍ନକୁ ନେଇ ତାଙ୍କ ସହ ପକ୍ଷପାତିତା କରାଯାଇଛି । ରିପୋର୍ଟ ଅନୁଯାୟୀ, ଉଦ୍ଧବ ୧୨ଟି ପଏଣ୍ଟରେ…

ଯେଉଁ ସୁବିଧା ଗତ ଦଶନ୍ଧିରେ ମିଳିପାରିପାରିଥାନ୍ତା, ତାହା ଏବେ ମିଳୁଛି: ମୋଦି

ଶିମ୍‌ଲା,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆଜିର ନୂଆ ଭାରତ ସବୁ ପୁରୁଣା ଆହ୍ବାନ ଉପରେ ଦ୍ରୁତ ଗତିରେ କାର୍ଯ୍ୟ…

ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ ବିମାନ

ହାଇଦ୍ରାବାଦ,୧୩।୧୦: ଗୋଆରୁ ଆସୁଥିବା ଏକ ସ୍ପାଇସଜେଟ ବିମାନ ହାଇଦ୍ରାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନର କ୍ୟାବିନରେ ଧୂଆଁ ଦେଖାଯିବା ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ଡିଜିସିଏ ଦେଇଥିବା ସୂଚନା ଅନୁଯାୟୀ, ବିମାନର ସୁରକ୍ଷିତ ଅବତରଣ ପରେ ବିମାନର ଯାତ୍ରୀମାନଙ୍କୁ…

ତେଜ ପ୍ରତାପଙ୍କ ସହ ଘଟିଲା ଚମତ୍କାର

ପାଟନା,୧୩।୧୦: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ମନ୍ତ୍ରୀ ତେଜ ପ୍ରତାପଙ୍କ ଏକ ଚମତ୍କାର ଘଟଣା ଘଟିଛି। ତେଜ ପ୍ରତାପ କହିଛନ୍ତି, ଶିରିଡି ସାଇ ବାବା ତାଙ୍କ ସହ ଚମତ୍କାର କରିଛନ୍ତି। ସେ ଟିଭିରେ ସାଇ ବାବା…

ସରକାର ରାଜନୈତିକ ବିବାଦରେ ବ୍ୟସ୍ତ, ମହାରାଷ୍ଟ୍ରରେ ୮ ମାସରେ ୧୮୭୫ କୃଷକ କରିଛନ୍ତି ଆତ୍ମହତ୍ୟା…

ମୁମ୍ବାଇ,୧୩।୧୦ : ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟା ସଂଖ୍ୟା ଚିନ୍ତା ବଢ଼ାଇବାରେ ଲାଗିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ଚଳିତ ୨୦୨୨ ବର୍ଷ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୧୮୭୫ କୃଷକ ଋଣ ଏବଂ ସରକାରଙ୍କ ଉଦାସୀନତା କାରଣରୁ ଜୀବନ ଶେଷ କରିଛନ୍ତି। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?