ଜାତୀୟ

କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଲେ ଭାଜପା ବିଧାୟକ

ଲକ୍ଷ୍ନୌ,୧୩।୧୦: କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଭାଜପା ବିଧାୟକ ବିକ୍ରମ ସଇନି। ସେ କହିଛନ୍ତି, ମେହେନ୍ଦୀ ଦୋକାନ ଖୋଲୁଥିବା ମୁସଲମାନ ଯୁବକଙ୍କ ଭିନ୍ନ ଉଦ୍ଦେଶ୍ୟ ରହିଛି। ସେମାନଙ୍କ ମନରେ ମେହେନ୍ଦୀ ପ୍ରୟୋଗ…

ହିଜାବ ମାମଲାରେ ବିଚାରପତିଙ୍କ ରାୟ ଭିନ୍ନ ଭିନ୍ନ, ବୃହତ ଖଣ୍ଡପୀଠରେ ହେବ ବିଚାର…

ନୂଆଦିଲ୍ଲୀ,୧୩।୧୦ : ସ୍କୁଲ ଏବଂ କଲେଜରେ ହିଜାବ ପିନ୍ଧିବା ଉପରେ ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟ ୧୦ ଦିନ ଶୁଣାଣି କରିଥିଲେ ଏବଂ ଏହା ପରେ ୨୨ ସେପ୍ଟେମ୍ବରରେ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ନିର୍ବାଚନ ପାଖେଇ ଆସୁଥିବାରୁ କର୍ନାଟକ ପାଇଁ ଏହା…

ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେଶନରୁ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ହିମାଚଳ ପ୍ରଦେଶର ଅମ୍ବ ଅଦୌରାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ। ଏହି…

ଭାରତରେ ଓମିକ୍ରନ୍‌ର ୯ ସବ୍‌ ଭାରିଆଣ୍ଟ…

ନୂଆଦିଲ୍ଲୀ,୧୩।୧୦ : କରୋନା ଭୂତାଣୁର ଓମିକ୍ରନ ଭାରିଆଣ୍ଟର ଦୁଇଟି ସବ୍‌ ଭାରିଆଣ୍ଟ ଚାଇନାରେ ପୁନର୍ବାର ସଂକ୍ରମଣ ବିସ୍ତାର କରିଛି। ଚାଇନାର ୫ରୁ ଅଧିକ ରାଜ୍ୟରେ ସଂକ୍ରମଣ ମାମଲାରେ ହଠାତ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନର ନଅଟି…

ଏସକେ ମୁଭିଜ୍‌ ଷ୍ଟୁଡିଓରେ ଅଗ୍ନିକାଣ୍ଡ…

କୋଲକାତା,୧୩।୧୦ : କୋଲକାତାର କୁଦଘାଟ ଅଞ୍ଚଳରେ ଥିବା ଏସକେ ମୁଭିଜ୍‌ ଷ୍ଟୁଡିଓରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ୧୦ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଏହି ଘଟଣାରେ କେତେ କ୍ଷୟକ୍ଷତି ହୋଇଛି…

ଥମୁଛି ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ ୨୪…

ରାଲିବେଳେ ଦଳ କିମ୍ବା ପ୍ରାର୍ଥୀ ଶାଢ଼ି, ଶାର୍ଟ ବାଣ୍ଟିପାରିବେ ନାହିଁ: ଇସି

ନୂଆଦିଲ୍ଲୀ,୧୩।୧୦: ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳଙ୍କୁ ସମାନ ସୁଯୋଗ ପ୍ରଦାନ କରାଯିବା ଉପରେ ନିର୍ବାଚନ କମିଶନ (ଇସି) ଗୁରୁତ୍ୱାରୋପ କରିଛନ୍ତି। ନିର୍ବାଚନ ସମ୍ପର୍କିତ ବିଜ୍ଞାପନ ବେଳେ ସମସ୍ତଙ୍କୁ ସମାନ ସୁବିଧା ମିଳିବା ଉଚିତ। ରାଲି ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା…

ରଦ୍ଦ ଧାରା ୬୬ଏରେ ମୋକଦ୍ଦମା ରୁଜୁ କରାଯାଇ ପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧୦: ସୂଚନା ପ୍ରଯୁକ୍ତି (ଆଇଟି) ଆଇନ, ୨୦୦୦ର ଧାରା ୬୬ଏକୁ ୨୦୧୫ରୁ ରଦ୍ଦ କରାଯାଇଛି। ତେଣୁ ଏହି ଧାରାରେ କାହା ବିରୋଧରେ ମୋକଦ୍ଦମା ଚଲାଯାଇପାରିବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଧାରା ଅନୁଯାୟୀ ଜଣେ ବ୍ୟକ୍ତି ଆପରାଧିକ…

ଉପନିର୍ବାଚନରେ ଶିବପାଲଙ୍କୁ ପ୍ରାର୍ଥୀ କରିପାରେ ଭାଜପା

ଲକ୍ଷ୍ନୌ,୧୩।୧୦: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ମୈନପୁରୀ ଏମ୍‌ପି ମୁଲାୟମ ସିଂ ଯାଦବଙ୍କ ପରଲୋକ ପରେ ଉକ୍ତ ଆସନକୁ ବଜାୟ ରଖିବା ଏବେ ଦଳ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ୬ ମାସ ମଧ୍ୟରେ ଉକ୍ତ ଲୋକ…

ଉଦୟପୁର ଘୋଷଣାନାମା କାର୍ଯ୍ୟକାରୀ କରିବି: ଖାର୍ଗେ

ନୂଆଦିଲ୍ଲୀ/ଭୋପାଳ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଦଳରେ ଉଦୟପୁର ବୈଠକର ଘୋଷଣାନାମା କାର୍ଯ୍ୟକାରୀ କରାଇବା ତାଙ୍କର ପ୍ରାଥମିକ ଦାୟିତ୍ୱ ହେବ ବୋଲି ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ସେହିପରି ଅନ୍ୟତମ ପ୍ରାର୍ଥୀ ଶଶୀ…

ଆଜି ଆସିପାରେ ‘ହିଜାବ’ ରାୟ

ନୂଆଦିଲ୍ଲୀ,୧୩।୧୦: ବହୁପ୍ରତୀକ୍ଷିତ କର୍ନାଟକ ହିଜାବ ବିବାଦ ମାମଲାରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଶୁଣାଇପାରନ୍ତି ବୋଲି ଜଣାପଡ଼ିଛି। ଶିକ୍ଷାନୁଷ୍ଠାନରେ ମୁସଲମାନ ଛାତ୍ରୀଙ୍କ ହିଜାବପିନ୍ଧା ଉପରେ କର୍ନାଟକ ସରକାର ନିଷିଦ୍ଧାଦେଶ ଲଗାଇଥିବାବେଳେ ଏହାକୁ କର୍ନାଟକ ହାଇକୋର୍ଟ କାଏମ ରଖିଥିଲେ। ହାଇକୋର୍ଟଙ୍କ ରାୟକୁ…

୧,୩୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଭିଜା

ନୂଆଦିଲ୍ଲୀ,୧୩।୧୦: ଦୁଇବର୍ଷରୁ ଊର୍ଦ୍ଧ୍ୱ କୋଭିଡ୍‌ କଟକଣା ପରେ ଭାରତୀୟ ଛାତ୍ରୀଛାତ୍ର ଚାଇନାରେ ପୁଣିଥରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ୧,୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଫେରିବା ଲାଗି ଭିଜା ମିଳିଛି। ୨୦୨୦ ଆରମ୍ଭରେ ବେଜିଂ ବିମାନ ଚଳାଚଳ ଉପରେ କଟକଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?