Posted inଜାତୀୟ

ମୁମ୍ବାଇ ଫେରିଲା ଅକାସା ଏୟାର ଲାଇନ୍ସର ବିମାନ

ମୁମ୍ବାଇ,୧୫ ।୧୦: ଅକାସା ଏୟାର ଲାଇନ୍ସର ଏକ ବିମାନ ମୁମ୍ବାଇରୁ ଉଡିବା ପରେ ପୁଣିଥରେ ମୁମ୍ବାଇ ଫେରି ଆସିଛି । ବିମାନର କ୍ୟାବିନରୁ କିଛି ଜଳିବାର ଗନ୍ଧ ଆସିବାରୁ ବିମାନଟିକୁ ପୁଣିଥରେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରାଯାଇଛି । କୁହାଯାଉଛି କି ଅକାସା ଏୟାର ଲାଇନ୍ସର ବୋଇଙ୍ଗ ମ୍ୟାକ୍ସ ଭିଟି-ୱାଏଇ ବିମାନ ଶନିବାର ଯେତେବେଳେ ଉଡାଣ ଆରମ୍ଭ କଲା ସେତେବେଳେ ତା’ର ଇଞ୍ଜିନ ଠିକ କାମ କରୁଥିଲା ହେଲେ ହଠାତ୍ କ୍ୟାବିନରୁ କିଛି ଜଳିବାର ଗନ୍ଧ ବାହାରିଥିଲା । ଏହାପରେ ପୁଣିଥରେ ମୁମ୍ବାଇ ବିମାନ ବନ୍ଦରରେ ବିମାନଟିକୁ ଅବତରଣ କରି ଯାଞ୍ଚ କରାଯାଇଥିଲା । ଏହାପରେ ଜଣାପଡିଥିଲା କି ବିମାନରେ ପକ୍ଷୀ ବାଡେଇ ହୋଇ ଯାଇଛି । କାରଣ ଯାଞ୍ଚ ସମୟରେ ପକ୍ଷୀ ଶରୀରର କିଛି ଅଂଶ ମିଳିଥିଲା । ତେବେ ବିମାନଟି ମୁମ୍ବାଇରୁ ବେଙ୍ଗାଲୁର ଯାଉଥିଲା । ଏଥିରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ମେମ୍ବର ସୁରକ୍ଷିତ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ଗାରେଡ଼ି ପୂଜାପାଠ ପାଇଁ ସୁଶାନ୍ତଙ୍କ ଆକାଉଣ୍ଟ୍‌ ଖାଲି କରିଦେଇଛନ୍ତି ଗର୍ଲ ଫ୍ରେଣ୍ଡ ରିୟା

ମୁମ୍ବାଇ, ୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ସୁଶାନ୍ତଙ୍କ ଆକାଉଣ୍ଟ ତାଙ୍କ ଗର୍ଲ ଫ୍ରେଣ୍ଡ୍‌ ରିୟା...

ଇସ୍ତଫା ଘୋଷଣା ସମୟରେ ଭାବୁକ ହୋଇଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬ ।୭: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ  ଇସ୍ତଫା ଦେଲେ କର୍ନାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା । ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା...

୨ ସନ୍ତାନ ଥିବା ବିବାହିତା ମହିଳାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ୧୯ ବର୍ଷ ବୟସ୍କ ଯୁବକ କଲେ ଏପରି…

ଲକ୍ଷ୍ନୌ, ୨୨।୮: ଜଣେ ବିବାହିତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷରେ ହତ୍ୟା କରାଯାଇଛି। ଉତ୍ତରପ୍ରଦେଶ ଅଲୀଗଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବଦାୟୁଁରେ ବାସ...

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରାଜ ଠାକରେ

ମୁମ୍ବାଇ,୨୨।୮: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକେର ଗୁରୁବାର ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ମାମଲାରେ ପଚରା ଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କାର୍ଯ୍ୟାଳୟରେ ହାଜର...

କୋଚି ବିମାନବନ୍ଦରରେ କରୋନା ରୋଗୀ

କୋଚି,୧୬।୩: କୋଚି ବିମାନବନ୍ଦରରେ ଜଣେ ବ୍ରିଟେନ ନାଗରିକଙ୍କଠାରେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦୁବାଇ ଯିବାକୁ ଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦିଆଯାଇଛି। ଏମାନେ...

ଜିଅନ୍ତା ଜାଳିବା ପୂର୍ବରୁ ନିର୍ଯାତନା ଦିଆଯାଇଥିଲା

ରାମପୁରହାଟ,୨୪।୩: ୩ ମହିଳା ଏବଂ ୨ ଶିଶୁଙ୍କ ସମେତ ୮ ଜଣଙ୍କୁ ପଶ୍ଚିମବଙ୍ଗର ବୀରଭୁମ ଜିଲାରେ ଜିଅନ୍ତ ଜାଳି ଦିଆଯାଇଥିଲା। ମୃତକଙ୍କ ବ୍ୟବଚ୍ଛେଦ କରାଯିବା ପରେ...

ନୋଏଡାର ୧୦୦ ବେଆଇନ ବିଲ୍ଡିଂ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩୦।୮: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁପରଟେକ୍‌ କମ୍ପାନୀର ବେଆଇନ ନିର୍ମିତ ଟୁଇନ୍‌ ଟାଓ୍ବାର ରବିବାର ମାଟିରେ ମିଶିବା ପରେ ଏବେ ନୋଏଡ଼ା କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳରେ ବେଆଇନ...

ମଣିପୁର ସ୍ଥିତି ସମ୍ଭାଳିବେ ଅବସରପ୍ରାପ୍ତ ସେନା ଅଧିକାରୀ

ଇମ୍ଫାଲ,୪।୯: ମଣିପୁରରେ ଦୀର୍ଘ ୪ ମାସହେଲା ହିଂସାକାଣ୍ଡ ଲାଗି ରହିଛି। ଏଥିରେ ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଅବସରପ୍ରାପ୍ତ ସେନା...

Advertisement
Archives

Model This Week