Advertisement
Posted inଜାତୀୟ

ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି

ଡେରାଡୁନ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୮.୩୦ ସମୟରେ କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ କେଦାର ବାବାଙ୍କୁ ପ୍ରାର୍ଥନା କରି ଭଗବାନ ଶିବଙ୍କ ରୁଦ୍ରାଭିଷେକ ମଧ୍ୟ କରିଥିଲେ। ଏହା ପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିସ୍ଥଳରେ ପରିଦର୍ଶନ କରିଥିଲେ। ଏହି ସମୟରେ ମୋଦି ହିମାଚଳ ପ୍ରଦେଶର ସ୍ବତନ୍ତ୍ର ଚୋଲା ଡୋରା ପୋଷାକ ପିନ୍ଧିଥିଲେ। ଏହାକୁ ଚାମ୍ବା ସହରର ଜଣେ ମହିଳା ନିଜ ହାତରେ ତିଆରି କରନ୍ତି । ନିକଟରେ ମୋଦିଙ୍କ ହିମାଚଳ ଗସ୍ତ ସମୟରେ ତାଙ୍କୁ ଏହି ଉପହାର ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀ ୯୪୬ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ସୋନପ୍ରୟାଗ- କେଦାରନାଥ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୧.୩୦ରେ ବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ୟୁଏଇ-କୁଏତ ଗସ୍ତ ବାତିଲ…

ନୂଆଦିଲ୍ଲୀ, ୨୯।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଏବଂ କୁଏତ ଗସ୍ତକୁ ବାତିଲ କରାଯାଇଛି।...

ସିଏଏ ସମ୍ପର୍କରେ ସଚେତନତା: ମୋଦି ଆରମ୍ଭ କଲେ ଟୁଇଟର ଅଭିଯାନ

ନୂଆଦିଲ୍ଲୀ,୩୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସୋମବାର ଦେଶବ୍ୟାପି ଏକ ଟୁଇଟର ଅଭିଯାନ ଆରମ୍ଭ ହୋଇଛି।...

ଏଥର ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ବିଜୟନ

ଥିରୁଭାନନ୍ତପୁରମ,୧୪।୮: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏଥର ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରିବେ ନାହିଁ ବୋଲି ଜଣାପଡିଛି। ତାଙ୍କ ସ୍ଥାନରେ ମନ୍ତ୍ରୀ କଡାକମପାଲ୍ଲୀ ସୁରେନ୍ଦ୍ରନ...

ପାକିସ୍ତାନର ୨୦ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୧ ।୧୨: କେନ୍ଦ୍ର ସରକାର ଭାରତ ବିରୋଧି ପ୍ରୋପାଗଣ୍ଡା ଓ ଫେକ ନ୍ୟୁଜ ପ୍ରଚାର ପ୍ରସାର କରୁଥିବା ଅଭିଯୋଗରେ ସୋମବାର ପାକିସ୍ତାନର ୨୦ଟି ୟୁଟ୍ୟୁବ ଚ୍ୟାନେଲ...

ହିନ୍ଦୁ ଅଧିକ ସନ୍ତାନ ପ୍ରସବ କରି ଦେଶକୁ ଇସଲାମିକ ହେବାରୁ ବଞ୍ଚାନ୍ତୁ

ଶିମଲା,୧୮ ।୪: ନିଜର ଉତ୍ତେଜିତ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମହନ୍ତ ଯତି ନରସିଂହାନନ୍ଦଙ୍କ ଏକ ସଙ୍ଗଠନ ଭାରତକୁ ଇସଲାମିକ ଦେଶ ହେବାରୁ ବଞ୍ଚାଇବାକୁ...

ବଜ୍ରପାତ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଜୟପୁର,୧୨।୭: ବଜ୍ରପାତ ରାଜସ୍ଥାନରେ ରବିବାର ବଜ୍ରପାତ ଯୋଗୁୂ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର...

୩୬ତମ ନ୍ୟାଶନାଲ ଗେମ୍ସକୁ ଉଦ୍‌ଘାଟନ କଲେ ମୋଦି

ଅହମଦାବାଦ,୨୯।୯: ଗୁଜରାଟରେ ୩୬ତମ ନ୍ୟାଶନାଲ ଗେମ୍ସକୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଷ୍ଠିତ ଗେମ୍ସକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆୟୋଜିତ...

ପଶ୍ଚିମବଙ୍ଗରେ ସ୍ଲୋଗାନ ଯୁଦ୍ଧ

କୋଲକାତା,୬ା୬: ଲୋକ ସଭା ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ।...

Advertisement
Archives

Model This Week