Posted inଜାତୀୟ

ଫିଙ୍ଗିବାକୁ ପଡିଥିଲା ୧୦୦ ମିଲିୟନ କୋଭିଶିଲ୍ଡ ଡୋଜ୍‌: ପୁନାଓ୍ବାଲା

ନୂଆଦିଲ୍ଲୀ,୨୧।୧୦: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍‌ଆଇଆଇ) ଗତ ବର୍ଷ ଡିସେମ୍ବରରେ କୋଭିଶିଲ୍ଡ ଭ୍ୟାକ୍ସିନ ଉତ୍ପାଦନ ବନ୍ଦ କରି ଦେଇଛି। ବିକାଶଶୀଳ ଦେଶଗୁଡ଼ିକର ଭ୍ୟାକ୍ସିନ ଉତ୍ପାଦନକାରୀ ନେଟୱାର୍କର ବାର୍ଷିକ ସାଧାରଣ ସଭାରେ ଏସ୍‌ଆଇଆଇ ସିଇଓ ଆଦର ପୁନାୱାଲା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ବୁଷ୍ଟର ଡୋଜର ଚାହିଦା ଆଦୌ ନାହିଁ। ଲୋକମାନେ ବର୍ତ୍ତମାନ କରୋନା ସହ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କଲେଣି। କମ୍ପାନୀ ଗତ ବର୍ଷ ଉତ୍ପାଦନ ବନ୍ଦ କରିଦେଇଥିଲା କାରଣ ସେହି ସମୟରେ ଷ୍ଟକ୍‌ରେ ଥିବା ପ୍ରାୟ ୧୦୦ ମିଲିୟନ୍‌ କୋଭିଶିଲ୍ଡ ଡୋଜକୁ ଫିଙ୍ଗିବାକୁ ପଡିଥିଲା।
ଏଥି ସହିତ, ଓମିକ୍ରନ ପ୍ରକାରଗୁଡିକ ବିରୁଦ୍ଧରେ ଏକ ଟିକା ବିକଶିତ କରିବାକୁ ଏସ୍‌ଆଇଆଇର ପ୍ରୟାସ ବିଷୟରେ ପୁନାୱାଲା କହିଛନ୍ତି, କମ୍ପାନୀ ଏଥିପାଇଁ ଆମେରିକାର ନୋଭାଭ୍ୟାକ୍ସ ସହ ସହଭାଗୀତା କରୁଛି। ଏହା ଏକ ଦ୍ୱିପାକ୍ଷିକ ଟିକା ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୧।୧: ୨୦୨୦ ବିଦାୟ ଦେଇଛି। ସମସ୍ତେ ନିଜ ନିଜ ଶୈଳୀରେ ୨୦୨୧ ବର୍ଷକୁ ସ୍ବାଗତ କରିଛନ୍ତି। ନୂଆବର୍ଷରେ ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହୋଇଛି।...

ସିବିଆଇ ମୁଖ୍ୟ ଲାଗି ସଂକ୍ଷିପ୍ତ ତାଲିକାରେ ୩ ଅଧିକାରୀ

ନୂଆଦିଲ୍ଲୀ, ୨୫।୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ମୁଖ୍ୟ ଚୟନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା।...

‘ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’

ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ...

ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୬।୪: ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌, ୨୦୨୨ ଲୋକ ସଭା ପରେ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟ...

‘ସରକାର ଗଠନରେ ସାହାଯ୍ୟ କର, ଆମେ ତୁମର ସବୁ ଦାୟିତ୍ୱ ନେବୁ’

ହରିଦ୍ୱାର, ୨୧।୧୧: ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ହରିଦ୍ୱାରରେ ପହଞ୍ଚିଛନ୍ତି। ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ହେବାକୁ...

ଶିନ୍ଦେଙ୍କ ସହ ୪୦ ବିଧାୟକ ଦିଲ୍ଲୀର ଚାକର, ସେଭଳି ଧୃର୍ତ୍ତଙ୍କୁ ବିଶ୍ୱାସ ନାହିଁ: ସାମନାରେ କଡ଼ା ସମାଲୋଚନା…

ମୁମ୍ବାଇ,୧୦।୧୦ : ଶିବସେନାର ନିର୍ବାଚନ ଚିହ୍ନ ଫ୍ରିଜ ହୋଇଯିବାପରେ ବର୍ତ୍ତମାନ ନିର୍ବାଚନ ଆୟୋଗ ଉଭୟ ଦଳକୁ ପୃଥକ ନିର୍ବାଚନ ଚିହ୍ନ ଦେବେ। କାରଣ ନଭେମ୍ବର ୩...

ମୃତବ୍ୟକ୍ତିର ଫଟୋ ନେଉଥିଲେ ଫଟୋଗ୍ରାଫର, ତା’ପରେ ଏମିତି ଘଟିଲା

ଥିରୁଭାନନ୍ତପୁରମ୍‌,୧୫।୭:କେରଳର ଏର୍ନାକୁଲମ ଜିଲାରେ ଏକ ହସ୍ପିଟାଲ ବାହାରେ ପୋଷ୍ଟମର୍ଟମ ପାଇଁ ରଖାଯାଇଥିବା ମୃତବ୍ୟକ୍ତିର ଫଟୋ ନେଉଥିଲେ ଜଣେ ଫଟୋଗ୍ରାଫର। ଅଚାନକ ଏକ ସ୍ବର ଆସିଥିଲା। ଫଟୋଗ୍ରାଫର...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୦।୧: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ କହିଛନ୍ତି,...

Advertisement
Archives

Model This Week