ଚାଇନା ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ଭାରତ ଆଗ୍ରହୀ: ଜୟଶଙ୍କର…
ନୂଆଦିଲ୍ଲୀ, ୨୯।୯ : ବହିର୍ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆମେରିକାକୁ ୧୧ ଦିନିଆ ଗସ୍ତ ଶେଷରେ ୱାଶିଂଟନରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ଦେଶର ବୈଦେଶିକ ନୀତି ଉପରେ ବିସ୍ତୃତ ମତ ଦେଇଛନ୍ତି। ଚାଇନା ବିଷୟରେ ସେ କହିଛନ୍ତି ଯେ ପାରସ୍ପରିକ ସମ୍ମାନ,…
ତାଜମହଲ ଦେଖିବାକୁ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ…
ଆଗ୍ରା, ୨୯।୯ : ୨୦୨୧-୨୨ ମସିହାରେ ସର୍ବାଧିକ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ତାଜମହଲ ଦେଖିବାକୁ ଯାଇଥିବା ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା…
ଥମୁଛି କରୋନା…
ନୂଆଦିଲ୍ଲୀ, ୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୧ ହଜାର ତଳେ ରହିଛି। ଗତ ୨୪…
ମୂଲ ଲାଗି ସ୍ତ୍ରୀ-ପିଲାଙ୍କ ଭରଣପୋଷଣ କରିବା ପୁରୁଷଙ୍କର କର୍ତ୍ତବ୍ୟ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ ପୁରୁଷଙ୍କୁ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କର ଭରଣପୋଷଣ ପାଇଁ ମୂଲ ଲାଗି ପରିଶ୍ରମ କରି ମଧ୍ୟ ଟଙ୍କା ରୋଜଗାର କରିବାକୁ ପଡିବ। କାରଣ ସ୍ତ୍ରୀ ଏବଂ ପିଲାମାନଙ୍କୁ ଆର୍ଥିକ ସହାୟତା ଯୋଗାଉ…
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ, ଶଶି ଥରୁର-ଦିଗବିଜୟ ସିଂ କରିପାରନ୍ତି ପ୍ରାର୍ଥିପତ୍ର ଦାଖଲ
ନୂଆଦିଲ୍ଲୀ,୨୯ ।୯: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ବୁଧବାର ବିଳମ୍ବିତ ସନ୍ଧ୍ୟାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲୋଟ ନୂଆଦିଲ୍ଲୀ ପହଞ୍ଚିଛନ୍ତି । ସେ ଗୁରୁବାର ସୋନିଆ ଗାନ୍ଧୀଙ୍କୁ ଭେଟିବେ…
ଉଧମପୁରରେ ବିସ୍ଫୋରଣ, ଆଠ ଘଣ୍ଟାରେ ଦ୍ୱିତୀୟ ବ୍ଲାଷ୍ଟ
ଜମ୍ମୁ,୨୯ ।୯: ଜମ୍ମୁ-କଶ୍ମୀରର ଉଧମପୁରରେ କିଛି ସମୟ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୁଧବାର ରାତି ପ୍ରାୟ ୧୦ଟା ୪୫ରେ ଏକ ବସ୍ରେ ଏହି ବିସ୍ଫୋରଣ ହୋଇଛି । ଏହାର…
ସର୍ଜିକାଲ ଷ୍ଟ୍ରାଇକକୁ ୬ ବର୍ଷ…
ନୂଆଦିଲ୍ଲୀ, ୨୯।୯ : ଆଜିକୁ ୬ବର୍ଷ ପୂର୍ବେ ପିଓକେରେ ପ୍ରବେଶ କରିଥିବା ୫୦ ଜଣ ଆତଙ୍କବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ଭାରତୀୟ ସେନା ସମଗ୍ର ବିଶ୍ୱକୁ ଚକିତ କରିଥିଲା। ଉରି, ଜମ୍ମୁ-କଶ୍ମୀରର ଏକ ସେନା ଶିବିର ଉପରେ ହୋଇଥିବା ଆକ୍ରମଣରେ…
ଚାଇଲ୍ଡ ପୋର୍ନୋଗ୍ରାଫି, ବଳାତ୍କାର ଭିଡିଓ ପୋଷ୍ଟ କରିବାରୁ ୨୩ ଟୁଇଟର ଆକାଉଣ୍ଟ ବ୍ଲକ
ନୂଆଦିଲ୍ଲୀ,୨୯ ।୯: ଟୁଇଟରରେ ଶିଶୁଙ୍କ ସହ ଜଡିତ ଅଶ୍ଳିଳ ଭିଡିଓ ପୋଷ୍ଟ କରିଥିବା ଘଟଣାରେ ଦିଲ୍ଲୀ ପୋଲିସର ସାଇବାର କ୍ରାଇମ ୟୁନିଟ ୨ ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦେଇଛି । କିଛିଦିନ ତଳେ ଦିଲ୍ଲୀ ମହିଳା କମିଶନ ଟୁଇଟରରେ ଚାଇଲ୍ଡ…
ପିଏଫ୍ଆଇକୁ ପ୍ରହାର, ଆର୍ଏସ୍ଏସ୍କୁ ରିହାତି
ନୂଆଦିଲ୍ଲୀ, ୨୯ା୯: କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା କାରଣ ପାଲଟିଥିବା କଠୋରପନ୍ଥୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଉପରେ ମଙ୍ଗଳବାର ରାତିଅଧିଆ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆତଙ୍କବାଦ ନିରୋଧୀ ଆଇନ ବଳରେ ଦେଶର ବିଭିନ୍ନ ଭାଗରେ ଏନ୍ଆଇଏ ସମେତ ଅନ୍ୟ…
ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି
ନୂଆଦିଲ୍ଲୀ,୨୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦଳର ମୁଖ୍ୟ କରିବାକୁ ଦାବି କରାଯାଇଛି। ଆସାମର କଂଗ୍ରେସ ଏମ୍ପି ଅବଦୁଲ ଖାଲେକ ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି କରିଛନ୍ତି। ଖାଲେକ ଯୁକ୍ତି ବାଢିଛନ୍ତି,…
ଗିରଫ ହୋଇପାରନ୍ତି ଏକତା କପୁର, ଶୋଭା କପୁର
ମୁମ୍ବାଇ,୨୯ ।୯: ବଲିଉଡର ଜଣାଶୁଣା ଫିଲ୍ମ, ସିରିଏଲ ଓ ୱେବ ସିରିଜ ନିର୍ମାତା ଏକତା କପୁର ଓ ଶୋଭା କପୁର ଗିରଫ ହୋଇପାରନ୍ତି । ମଙ୍ଗଳବାର ବେଗୁସରାଇ କୋର୍ଟ ପକ୍ଷରୁ ଏମାନଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରାଯାଇଛି । ଏହି…
୫ଶହ ଟଙ୍କାରେ ଜେଲ ଅନୁଭୂତି
ଡେରାଡୁନ୍, ୨୯ା୯: ଜାତକରେ ଗ୍ରହଚଳନ ପାଇଁ ଭୋଗିବାକୁ ପଡ଼ୁଥିବା ବନ୍ଧନ ଦୋଷର ସମାଧାନ ଏଣିକି ସହଜ ହୋଇଛି। ମାତ୍ର ୫୦୦ ଟଙ୍କାରେ ଏହି ଦୋଷରୁ ଯେ କେହି ବି ନିଜକୁ ମୁକ୍ତ କରିପାରିବେ। ଉତ୍ତରାଖଣ୍ଡର ହଲଦଓ୍ବାନି ଜେଲ କର୍ତ୍ତୃପକ୍ଷ ବନ୍ଧନ ଦୋଷର…
Archives


