Advertisement
Posted inଜାତୀୟ

ବିରିୟାନୀ ଖାଇଲେ କମୁଛି ପୁରୁଷଙ୍କ ପ୍ରଜନନ କ୍ଷମତା: ଦୋକାନ ବନ୍ଦ କରାଇଲେ ଟିଏମ୍‌ସି ନେତା

କୋଲକାତା,୨୪।୧୦: ବିରିୟାନୀ ପାଇଁ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଛି। କିଛି ଏଭଳି ଯୁକ୍ତି ବାଢ଼ିଛନ୍ତି ଜଣେ ନେତା। କେବଳ ସେତିକି ନୁହେଁ ନେତା ଜଣକ ଜୋର ଜବରଦସ୍ତ ବିରିୟାନୀ ଦୋକାନ ମଧ୍ୟ ବନ୍ଦ କରିଦେଇଛନ୍ତି। କିଛି ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗରେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୁଚବିହାର ମ୍ୟୁନସିପାଲିଟିର ଅଧ୍ୟକ୍ଷ ତଥା ଟିଏମ୍‌ସି ନେତା ରବିନ୍ଦ୍ରନାଥ ଘୋଷ ଏକ ଅଜବ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ମସଲାଯୁକ୍ତ ବିରିୟାନୀ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପଭାବ ପକାଉଛି। ଗତ କିଛି ଦିନରୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ଯେ, ବିରିୟାନୀରେ ଯେଉଁ ମସଲା ବ୍ୟବହାର କରାଯାଉଛି ସେଥିରେ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଛି। ଏହାପରେ ଟିଏମ୍‌ସି ନେତା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନ ଉପରେ ଚଢ଼ାଉ କରିଥିଲେ। ସେହି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଦୋକାନର ଲାଇସେନ୍ସ ନାହିଁ। ତେଣୁ ଦୋକାନଗୁଡ଼ିକୁ ସେ ବନ୍ଦ କରାଇଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀ ପଛରେ: ବନ୍ଦ ରହିଛି ଗଣନା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଶବ...

ପୁଣି ତାତିଲେ କୃଷକ

ନୂଆଦିଲ୍ଲୀ,୯।୭: କୃଷି ଆଇନ୍‌କୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକମାନେ ପୁଣି ସରକାରଙ୍କ ବିରୋଧରେ ବର୍ଷିଛନ୍ତି। କୃଷକ ନେତା ରାକେଶ ଟିକାଏଟ ସରକାରଙ୍କୁ ତିନୋଟି କୃଷି...

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ସର୍ବଦା ରହିଛି ନୂତନତ୍ୱ: ନଡା

ନୂଆଦିଲ୍ଲୀ,୩୦।୫: ମୋଦି ସରକାରକୁ ସୋମବାର ୮ ବର୍ଷ ପୂରଣ ହୋଇଛି। ମେ ୩୦ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଜି...

ସଂକ୍ରମଣକୁ ଅଟକାଇ ପାରିବ ନାହିଁ ଟିକା

ନୂଆଦିଲ୍ଲୀ, ୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୀଷଣ ବେଗରେ ମାଡ଼ିଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଦେଶର ୩ ଜଣ ପ୍ରମୁଖ ଡାକ୍ତର ନାଗରିକମାନଙ୍କୁ କେତେକ...

ଆଫଗାନିସ୍ତାନକୁ କରୋନା ଭ୍ୟାକ୍ସିନ ପଠାଇଲା ଭାରତ

ମୁମ୍ବାଇ,୭ ।୨: ପୁଣିଥରେ ମାନବିକତାର ପରିଚୟ ଦେଇଛି ଭାରତ । କରୋନା ମହାମାରୀକୁ ନେଇ ସାରା ବିଶ୍ୱର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଏବେବି ମାନବିକତାର...

କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ମିଳିବ ସରକାରୀ ଚାକିରି

ଜୟପୁର,୬।୭: ଉଦୟପୁରର ଦରଜି କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦିଆଯିବ। କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହି ଘୋଷଣା କରିଛନ୍ତି। କ୍ୟାବିନେଟରେ ଆସିଥିବା...

ମୁଣ୍ଡରେ ସିନ୍ଦୁର, ହାତରେ ମେହେନ୍ଦୀ ଲଗାଇ ସଂସଦରେ ଶପଥ ନେବା ପାଇଁ ପହଞ୍ଚିଲେ ନୁସରତ

ନୂଆଦିଲ୍ଲୀ,୨୫।୬: ୧୭ତମ ଲୋକ ସଭାରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ନିର୍ବାଚନ ଜିତିଥିବା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଓ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର...

କୃଷକ ପରିବାରକୁ ପ୍ରବଳ ପିଟିଲା ପୋଲିସ, ପ୍ରଶାସନ ଆଗରେ ବିଷ ପିଇଦେଲେ ଦମ୍ପତିି

ଭୋପାଳ,୧୬।୭: ମଧ୍ୟ ପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଗୁନାର ଏକ ବିଜ୍ଞାନ କଲେଜ ନାମରେ ଥିବା ଏକ ଜମିକୁ...

Advertisement
Archives

Model This Week