Posted inଜାତୀୟ

ବିରିୟାନୀ ଖାଇଲେ କମୁଛି ପୁରୁଷଙ୍କ ପ୍ରଜନନ କ୍ଷମତା: ଦୋକାନ ବନ୍ଦ କରାଇଲେ ଟିଏମ୍‌ସି ନେତା

କୋଲକାତା,୨୪।୧୦: ବିରିୟାନୀ ପାଇଁ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଛି। କିଛି ଏଭଳି ଯୁକ୍ତି ବାଢ଼ିଛନ୍ତି ଜଣେ ନେତା। କେବଳ ସେତିକି ନୁହେଁ ନେତା ଜଣକ ଜୋର ଜବରଦସ୍ତ ବିରିୟାନୀ ଦୋକାନ ମଧ୍ୟ ବନ୍ଦ କରିଦେଇଛନ୍ତି। କିଛି ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗରେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୁଚବିହାର ମ୍ୟୁନସିପାଲିଟିର ଅଧ୍ୟକ୍ଷ ତଥା ଟିଏମ୍‌ସି ନେତା ରବିନ୍ଦ୍ରନାଥ ଘୋଷ ଏକ ଅଜବ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ମସଲାଯୁକ୍ତ ବିରିୟାନୀ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପଭାବ ପକାଉଛି। ଗତ କିଛି ଦିନରୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ଯେ, ବିରିୟାନୀରେ ଯେଉଁ ମସଲା ବ୍ୟବହାର କରାଯାଉଛି ସେଥିରେ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଛି। ଏହାପରେ ଟିଏମ୍‌ସି ନେତା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନ ଉପରେ ଚଢ଼ାଉ କରିଥିଲେ। ସେହି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଦୋକାନର ଲାଇସେନ୍ସ ନାହିଁ। ତେଣୁ ଦୋକାନଗୁଡ଼ିକୁ ସେ ବନ୍ଦ କରାଇଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ପ୍ରଶ୍ନ, ଭାଜପା ସରକାର କାହିଁକି ଜନତାଙ୍କୁ କରଜରେ ବୁଡାଇ ଦେଉଛନ୍ତି

ନୂଆଦିଲ୍ଲୀ,୩୦।୩: ଲୋକ ସଭା ନିର୍ବାଚନ ୨୦୨୪ର ମତଦାନ ତାରିଖ ଯେତିକି ପାଖେଇ ଆସୁଛି। ଏହାକୁ ନେଇ ବିରୋଧୀ ଦଳର ନେତାଙ୍କ ଟାର୍ଗେଟ ମଧ୍ୟ ବୃଦ୍ଧି ପାଉଛି।...

ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଏଏପି ମନ୍ତ୍ରୀ ଗିରଫ ହେଉଥିବାବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।...

ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, ଏମ୍‌. ଏସ୍‌ ସ୍ବାମୀନାଥନଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ...

ଏହି ଭାଜପା ପ୍ରାର୍ଥୀଙ୍କ ନାଁରେ ରହିଛି ୨୪୨ ମାମଲା, ରାହୁଲ ଗାନ୍ଧୀଙ୍କ ସହ ହେବ ଟକ୍କର

ନୂଆଦିଲ୍ଲୀ,୩୦।୩: ଭାଜପା ଓ୍ବାୟନଡା ଲୋକ ସଭା ସିଟ୍‌ରୁ କେ. ସୁରେନ୍ଦ୍ରନଙ୍କୁ ଟିକେଟ୍‌ ଦେଇଛି। ସୁରେନ୍ଦ୍ରନ ଏହି ସିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ।...

କେବଳ ରୋଷେଇ କରିବା ଜାଣିଛନ୍ତି…ଭାଜପା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୩୦।୩: କର୍ନାଟକ କଂଗ୍ରେସ ବିଧାୟକ ଶମନୁର ଶିବଶଙ୍କରପ୍ପା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଡାଭେଙ୍ଗେର ଆସନରୁ ଭାଜପାର ଲୋକ ସଭା ପ୍ରାର୍ଥୀଙ୍କ ବିରୋଧରେ ବିବାଦୀୟ...

ଆଜି ୫ ବିଶିଷ୍ଠ ବ୍ୟକ୍ତିଙ୍କୁ ଭାରତ ରନ୍ନ, ଆଡଭାନିଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୩: ଭାରତ ରତ୍ନରେ ସମ୍ମାନିତ ହେବାକୁ ଥିବା ୫ଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନିଙ୍କ ବ୍ୟତୀତ ସମସ୍ତେ – ପୂର୍ବତନ ପ୍ରଧାନମନ୍ତ୍ରୀ...

ମୁଖତାରଙ୍କ ଶେଷକୃତ୍ୟ ପାଇଁ ଗାଜିପୁରରେ ପୋଲିସ ଛାଉଣି, ଆଇଜି-ଡିଆଇଜିଙ୍କଠାରୁ ଆରମ୍ଭ କରି ୫୦୦୦ ଯବାନ ମୁତୟନ

ଗାଜିପୁର,୩୦।୩: ମୁଖତାର୍‌ ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ଗାଜିପୁର ଜିଲାରେ କଡା ସୁରାକ୍ଷା ବ୍ୟବସ୍ଥା କରାଯାଇଛି। ଗାଜିପୁରର ମହମ୍ମଦାବାଦ ୟୁସୁଫପୁର ସହରର ପ୍ରତ୍ୟେକ କୋଣ ଅନୁକୋଣରେ...

ଆସନ୍ତା ମାସରେ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ,୩୦।୩: ଆସନ୍ତା ମାସରେ ଅର୍ଥାତ ଏପ୍ରିଲ ୮ରେ ସୂର୍ଯ୍ୟ ପରାଗ ହେବ। ଯଦିଓ ଏହି ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ପାଇଁ ଏକ ସପ୍ତାହରୁ ଅଧିକ ସମୟ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri