ଜାତୀୟ

ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୪।୧୦: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ଅର୍ଥାତ୍‌ ଅକ୍ଟୋବର ୨୪ରେ ରବିବାର ତୁଳନାରେ ଦିଲ୍ଲୀ ଓ ନୋଏଡାରେ ପ୍ରଦୂଷଣ ସ୍ତର ଅଧିକ ବୃଦ୍ଧି ପାଇଛି। ଦିଲ୍ଲୀର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୨୭୬…

ପୋଲିସ ନ ଶୁଣିବାରୁ ଇଚ୍ଛାମୃତ୍ୟୁ ପାଇଁ ଚିଠି ଲେଖିଲେ ପୀଡ଼ିତା

ଲକ୍ଷ୍ନୌ,୨୪।୧୦: ଦୀର୍ଘମାସ ଧରି ବଳାତ୍କାରର ଶିକାର ହୋଇଥିବା ଉତ୍ତରପ୍ରଦେଶ ପିଲିଭିଟ୍‌ ଅଞ୍ଚଳର ଜଣେ ମହିଳା ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରାଣପୁର କୋଟ୍‌ଓ୍ବାଲି ପୋଲିସ ଗତ ୯ ତାରିଖରେ ମହିଳାଙ୍କ…

ମହିଳାଙ୍କୁ ସୁରକ୍ଷା ଦେବାରେ ବଘେଲ ସରକାର ବିଫଳ: ଭାଜପା

ଭୋପାଳ,୨୪।୧୦: ଛତିଶଗଡ଼ ମହେନ୍ଦ୍ରଗଡ଼ ଜିଲାର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନର୍ସଙ୍କୁ ହାତଗୋଡ଼ ବାନ୍ଧି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତିକରି ୩ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଅନ୍ୟଜଣେ…

ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୯ କୁଳପତି…

ଥିରୁଭାନନ୍ତପୁରମ୍‌,୨୪।୧୦ : କେରଳର ନଅ ବିଶ୍ୱବିଦ୍ୟାଳୟର କୁଳପତିମାନେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଇସ୍ତଫା ଆଦେଶକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମସ୍ତ କୁଳପତିମାନେ ଇସ୍ତଫା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏଥି ସହ କେରଳ ହାଇକୋର୍ଟ…

ହୋଟେଲରେ ଚାଲିଥିଲା ଜୁଆ ଖେଳ: ୭ ମହିଳାଙ୍କ ସହ ୨୯ ଗିରଫ, ୫୮ ଲକ୍ଷ ଜବତ

ନୂଆଦିଲ୍ଲୀ,୨୪।୧୦: ନୂଆଦିଲ୍ଲୀ କ୍ଲବ ରୋଡ ପଞ୍ଜାବୀବାଗ ସ୍ଥିତ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ବେଳେ ଦିଲ୍ଲୀ ପୋଲିସ ଚଢାଉ କରି ୭ ଜଣ ମହିଳାଙ୍କ ସମେତ ୨୯ ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ୫୮.୫୭ ଲକ୍ଷ ଟଙ୍କା ସହ…

ମୋର ଦୀପାବଳିର ମଧୁରତା ଆପଣମାନଙ୍କ ସହିତ ବଢ଼ିଯାଉଛି, ସେନାଙ୍କୁ କହିଲେ ପ୍ରଧାନମନ୍ତ୍ରୀ…

କାର୍ଗିଲ,୨୪।୧୦ : ଗତ ଆଠ ବର୍ଷ ଧରି ଭାରତୀୟ ଯବାନମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାର୍ଗିଲରେ ପହଞ୍ଚିଥିଲେ। ପିଏମ ମୋଦି ଏହି ଅବସରରେ ଯବାନଙ୍କୁ କହିଛନ୍ତି, ମୋ ପାଇଁ ତୁମେ…

ବେକାରଙ୍କୁ ନିଯୁକ୍ତି ଦେଇପାରୁ ନଥିବା ଭାଜପା ସରକାର ୫ ମିନିଟର ବିଜ୍ଞାପନ ଫିଲ୍ମରେ ଖର୍ଚ୍ଚ କରିଛନ୍ତି ୪.୫ କୋଟିରୁ ଅଧିକ ଟଙ୍କା…

ବେଙ୍ଗାଲୁରୁ,୨୪।୧୦ : କର୍ନାଟକରେ ଶାସକ ଭାଜପା ଏକ ୫ ମିନିଟର ବିଜ୍ଞାପନ ଫିଲ୍ମ ପାଇଁ ୪.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଏହି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ…

ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ…

ଅମରାବତୀ,୨୪।୧୦ : ମହାରାଷ୍ଟ୍ରର ଅମରାବତୀରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟିମଟାଲା-ମାଲକେଡ ରେଳ ଲାଇନରେ ବିଳମ୍ବିତ ରାତିରେ ଏକ ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ ହୋଇଛି। ତେବେ ଏହି ଘଟଣାରେ କେହି ହତାହତ ହୋଇ ନାହାନ୍ତି। ଏହା ଯୋଗୁ ଏହି…

ସକ୍ରିୟ ମାମଲା ୨୪ ହଜାର ତଳେ…

ନୂଆଦିଲ୍ଲୀ, ୨୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୫ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ…

କାର୍‌ଗିଲରେ ପ୍ରଧାନମନ୍ତ୍ରୀ ମୋଦି: ଯବାନଙ୍କ ସହ ପାଳିବେ ଦୀପାବଳି

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାରଗିଲ୍‌ରେ ପହଞ୍ଚିଛନ୍ତି। ସେ ଏଲଏସିରେ ସୀମା ସୁରକ୍ଷା କର୍ମୀଙ୍କ ସହ ଦୀପାବଳି ପାଳନ କରିବେ। କ୍ରମାଗତ ୯ ବର୍ଷ ହେବ ମୋଦି ଦୀପାବଳି ଯବାନଙ୍କ ସହ ପାଳନ…

ଶିନ୍ଦେଙ୍କୁ ଝଟ୍‌କା ଦେଇପାରନ୍ତି ଫଡନଭୀସ, ଭାଜପାରେ ୨୨ ଶିବସେନା ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା…

ମୁମ୍ବାଇ,୨୪।୧୦ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମୁଖପତ୍ର ସାମନାରେ ଦାବି କରିଛି ଯେ ୪୦ ବିଦ୍ରୋହୀ ଶିବସେନା ବିଧାୟକଙ୍କ ମଧ୍ୟରୁ ୨୨ ଜଣ ଖୁବ ଶୀଘ୍ର ଭାଜପାରେ ଯୋଗଦେବେ। ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ…

୯ କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ: ରାଜ୍ୟପାଳଙ୍କୁ ଟାର୍ଗେଟ କଲେ ଶିକ୍ଷାମନ୍ତ୍ରୀ…

ଥିରୁଭାନନ୍ତପୁରମ୍‌,୨୪।୧୦ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନଅ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆହୁରି ତୀବ୍ର ହୋଇଛି। ଶାସକ ବାମପନ୍ଥୀ ଗଣତାନ୍ତ୍ରିକ ଫ୍ରଣ୍ଟ(ଏଲଡିଏଫ୍‌) ଏହାକୁ ବିରୋଧ କରିଛି। ଏହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?